“ସମ୍ବନ୍ଧ” ମେଗା ସଦସ୍ୟତା ଅଭିଯାନ ଆରମ୍ଭ;ମହିଳା ଓ ଯୁବପିଢ଼ିଙ୍କୁ ସମବାୟରେ ସାମିଲ ପାଇଁ ଆହ୍ଵାନ ।

ଛତ୍ରପୁର,୨୫/୦୯(ପିପିଟି): ଓଡ଼ିଶା ସମବାୟ ନୀତି-୨୦୨୬ ଅଧୀନରେ ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସମାବେଶୀ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ସମ୍ବନ୍ଧ’ ମେଗା ସଦସ୍ୟତା ଅଭିଯାନର ଗଞ୍ଜାମ ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଆଜି…
Read More...

ରେଳପଥରେ ପଥର ଧସି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ।

କଲ୍ୟାଣସିଂହପୁର ,୨୫/୦୯ : ରାୟଗଡ଼ା ଜିଲ୍ଲାରେ ଲଗାଣ ବର୍ଷା ପ୍ରଭାବରେ କେ ଆର ଲାଇନ ରେଳପଥରେ ପଥର ଧସି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଉଛି I ଶିକରପାଇ ରେଳ ଷ୍ଟେସନ ନିକଟ ରେଳ ଟ୍ରାକ୍ ଉପରେ ପଥର ଖସିଥିବା କୁହାଯାଉଛିI…
Read More...

ଲଗାଣ ବର୍ଷାରେ ମାଲକାନଗିରି ବେହାଲ, ୫୮ ଗାଁ ପ୍ରଭାବିତ ।

ମାଲକାନଗିରି,୨୫/୦୯ : ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ତଳିଆ ଅଞ୍ଚଳରେ ଘର ଭିତରକୁ ବର୍ଷାଜଳ ପଶିଛି। ପୋଟେରୁ, କାଙ୍କରକୁଣ୍ଡା,…
Read More...

ଘରେ ପଶିଲା ମହାବଳ, ବାହାରୁ କବାଟ ବନ୍ଦ କଲେ ଗ୍ରାମବାସୀ ।

ଠାକୁରମୁଣ୍ଡା,୨୫/୦୯: : ଗାଁ ଭିତରକୁ ପଶିଥିବା ଏକ ମହାବଳ ବାଘ ଏକ ଘର ଭିତରେ ପଶିଯିବା ପରେ ଗ୍ରାମବାସୀ ଘରର କବାଟକୁ ବାହାରୁ ବନ୍ଦ କରିଦେଇଥିବା ଜଣାପଡ଼ିଛି। ଏଭଳି ଘଟଣା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ…
Read More...

ଲଗାଣ ବର୍ଷାରେ ଭୁଶୁଡ଼ିଲା ପେଭର ରାସ୍ତା, ନିର୍ମାଣର ଗୁଣବତ୍ତାକୁ ନେଇ ପ୍ରଶ୍ନ ।

ବେଗୁନିଆପଡ଼ା ,୨୫/୦୯(ପିପିଟି ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଅଗ୍ନିଶ୍ୱର ମନ୍ଦିରଠାରୁ ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ପେଭର ରାସ୍ତା ଲଗାଣ ବର୍ଷାରେ ଭୁଶୁଡ଼ି…
Read More...

କଟକ ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକ ନିଲମ୍ୱିତ ।

ଭୁବନେଶ୍ୱର,୨୫/୦୯(ପିପିଟି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଦୁଇଟି ଭିନ୍ନ ଘଟଣାରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି । ଏହି ନିଲମ୍ୱନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି…
Read More...

ସାହିରେ ପଶିଲା ଜଗତା ନାଳ ପାଣି, ହନ୍ତସନ୍ତ ହେଉଛନ୍ତି ଏରେଗୁଲା ବସ୍ତି ଲୋକେ ।

କୋଦଳା,୨୫/୦୯(ପିପିଟି):ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ର ବହୁ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି । ବିଶେଷକରି ଏନ୍ଏସି ୱାର୍ଡ ନଂ-୨ର ରେଞ୍ଜର ବଙ୍ଗଳା ନିକଟ ଏରେଗୁଲା ସାହିରେ ଜଗତା ନାଳର ପାଣି…
Read More...