ଘରେ ପଶିଲା ମହାବଳ, ବାହାରୁ କବାଟ ବନ୍ଦ କଲେ ଗ୍ରାମବାସୀ ।

ଠାକୁରମୁଣ୍ଡା,୨୫/୦୯: : ଗାଁ ଭିତରକୁ ପଶିଥିବା ଏକ ମହାବଳ ବାଘ ଏକ ଘର ଭିତରେ ପଶିଯିବା ପରେ ଗ୍ରାମବାସୀ ଘରର କବାଟକୁ ବାହାରୁ ବନ୍ଦ କରିଦେଇଥିବା ଜଣାପଡ଼ିଛି। ଏଭଳି ଘଟଣା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ…
Read More...

ଲଗାଣ ବର୍ଷାରେ ଭୁଶୁଡ଼ିଲା ପେଭର ରାସ୍ତା, ନିର୍ମାଣର ଗୁଣବତ୍ତାକୁ ନେଇ ପ୍ରଶ୍ନ ।

ବେଗୁନିଆପଡ଼ା ,୨୫/୦୯(ପିପିଟି ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଅଗ୍ନିଶ୍ୱର ମନ୍ଦିରଠାରୁ ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ପେଭର ରାସ୍ତା ଲଗାଣ ବର୍ଷାରେ ଭୁଶୁଡ଼ି…
Read More...

କଟକ ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକ ନିଲମ୍ୱିତ ।

ଭୁବନେଶ୍ୱର,୨୫/୦୯(ପିପିଟି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଦୁଇଟି ଭିନ୍ନ ଘଟଣାରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି । ଏହି ନିଲମ୍ୱନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି…
Read More...

ସାହିରେ ପଶିଲା ଜଗତା ନାଳ ପାଣି, ହନ୍ତସନ୍ତ ହେଉଛନ୍ତି ଏରେଗୁଲା ବସ୍ତି ଲୋକେ ।

କୋଦଳା,୨୫/୦୯(ପିପିଟି):ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ର ବହୁ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି । ବିଶେଷକରି ଏନ୍ଏସି ୱାର୍ଡ ନଂ-୨ର ରେଞ୍ଜର ବଙ୍ଗଳା ନିକଟ ଏରେଗୁଲା ସାହିରେ ଜଗତା ନାଳର ପାଣି…
Read More...

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଯାଜପୁରରେ ଜିଲ୍ଲା ସ୍ତରୀୟ ପ୍ରୋମୋ ରନର ପ୍ରସ୍ତୁତି ବୈଠକ।

​ଯାଜପୁର,୨୪/୦୯(ପିପିଟି): ଆସନ୍ତା ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ସେପ୍ଟେମ୍ବର ୨୭, ୨୦୨୬ ତାରିଖ ଦିନ ଯାଜପୁର ଜିଲ୍ଲାରେ 'ଓଏମସି ପୁରୀ କୋଷ୍ଟାଲ୍ ମାରାଥନ୍' (OMC Puri Coastal Marathon) ଉଦ୍ଦେଶ୍ୟରେ ଏକ ଜିଲ୍ଲା…
Read More...

ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବାକୁ ଦାବିପତ୍ର ପ୍ରଦାନ ।

ପୋଲସରା ‌୨୪/୦୯(ପିପିଟି ): ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଏମଆଇଏସ କମ୍ପ୍ୟୁଟର ପ୍ରୋଗ୍ରାମର, କମ୍ୟୁନିଟି ଅର୍ଗାନାଇଜର ଏବଂ ଆକାଉଣ୍ଟାଣ୍ଟ ବୃନ୍ଦଙ୍କ ଚାକିରି…
Read More...