ଲଗାଣ ବର୍ଷା ଓ ପବନରେ ଭାଙ୍ଗିଲା ଗଛ ।

ପିପିଲି, ୨୪/୦୯(ପିପିଟି): ଲଘୁଚାପ ଜନିତ ଲଗାଣ ବର୍ଷା ଓ ପବନରେ ଏକ ଗଛ ଭାଙ୍ଗି ରାସ୍ତା ଉପରେ ପଡିବା ଫଳରେ ପିପିଲି -ଜଟଣୀ ରାସ୍ତା ରେ ସାଢେ ୩ଘଣ୍ଟା କାଳ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପିପିଲି ଅଗ୍ନିଶମ ବାହିନୀ ଘଟଣା…
Read More...

ଓଡ଼ିଶା ପାଇଁ ସ୍ଥାୟୀ ସହରୀ ଯାତାୟାତ ପରିବର୍ତ୍ତନ ଯୋଜନା ପ୍ରସ୍ତୁତି ଉପରେ କର୍ମଶାଳା ।

ଭୁବନେଶ୍ୱର,୨୪/୦୯(ପିପିଟି):ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏସିଆନ୍‌ ଡେଭେଲପମେଣ୍ଟ ବ୍ୟାଙ୍କ ସହଯୋଗରେ “ଓଡ଼ିଶା ପାଇଁ ସ୍ଥାୟୀ ସହରୀ ଯାତାୟାତ ପରିବର୍ତ୍ତନ ଯୋଜନା ପ୍ରସ୍ତୁତି” ଶୀର୍ଷକ ଏକ କର୍ମଶାଳା…
Read More...

ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ।

ଭୁବନେଶ୍ୱର,୨୪/୦୯(ପିପିଟି): ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସୃଷ୍ଟ ଗଭୀର ଅବପାତ (Deep Depression) ୨୩ ସେପ୍ଟେମ୍ବର ରାତି ୧୧ଟାରୁ ୨୪ ସେପ୍ଟେମ୍ବର ରାତି ୧ଟା ମଧ୍ୟରେ କଳିଙ୍ଗପଟ୍ଟନମର ଦକ୍ଷିଣ-ପଶ୍ଚିମ ନିକଟବର୍ତ୍ତୀ…
Read More...

ଚନ୍ଦନେଶ୍ୱର ପୋଖରୀରେ ଜଣେ ବ୍ୟକ୍ତିଙ୍କ ଶବ ।

ବେଗୁନିଆପଡା ,୨୪/୦୯(ପିପିଟି): ଗୁରୁବାର ସକାଳୁ ସକାଳୁ ଏକ ଦୁଖଦଃ ଘଟଣା ଘଟିଯାଇଛି, ବେଗୁନିଆପଡା ବ୍ଲକ ଚନ୍ଦନପୁର ପଞ୍ଚାୟତ ଚନ୍ଦନେଶ୍ୱର ପୋଖରୀରେ ଜଣେ ବ୍ୟକ୍ତିଙ୍କ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ କୋଦଳା ଦମକଳକୁ ଡକାଇ…
Read More...

ସକଳେଶ୍ୱର ସାହି ରାସ୍ତା ଉପରେ ଆଣ୍ଠୁଏ ପାଣି, ଯାତାୟାତରେ ଅସୁବିଧା ।

ବେଗୁନିଆପଡ଼ା ,୨୪/୦୯(ପିପିଟି):ଏ କୌଣସି ପୋଖରୀ କିମ୍ବା ହ୍ରଦ ନୁହଁ, ଏ ହେଉଛି ଚନ୍ଦନପୁର ପଞ୍ଚାୟତ ମୁଣ୍ଡୁଳା ସକଳେଶ୍ଵର ସାହି ର ରାସ୍ତା l ସାମାନ୍ୟ ବର୍ଷା ହେଲେ ବର୍ଷା ହେଲେ ଏଠାରେ କୃତ୍ରିମ ପୋଖରୀରେ ପରିଣତ ହେଉଛି ଏହି…
Read More...

ବୁଗୁଡ଼ା ପୋଲିସ ଦ୍ୱାରା ଛେଳି ଚୋରି ଗ୍ୟାଙ୍ଗ୍ ଠାବ; ୩ ଗିରଫ, ୧୪ଟି ଛେଳି ଉଦ୍ଧାର ।

ପୋଲସରା, ୨୩/୦୯(ପିପିଟି): ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ପୋଲିସ ଥାନା ପକ୍ଷରୁ ଏକ ଛେଳି ଚୋର ଗ୍ୟାଙ୍ଗର ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏନେଇ ବୁଗୁଡ଼ା ପୋଲିସ ଥାନା କେସ୍ ନଂ…
Read More...

ବୁଗୁଡ଼ା ବ୍ଲକ କରସିଙ୍ଗରେ “ସେବା ସେତୁ ଅଭିଯାନ – ୨୦୨୬” ।

ପୋଲସରା,୨୩/୦୯ (ପିପିଟି): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କରଚୁଲି ଓ କରସିଙ୍ଗ ଗ୍ରାମ ପଞ୍ଚାୟତ ଏବଂ ବୁଗୁଡ଼ା ପଞ୍ଚାୟତ ସମିତି ଆନୁକୂଲ୍ୟରେ "ସେବା ସେତୁ…
Read More...

ଭଞ୍ଜନଗର ରେ ଜିପିଏ ପକ୍ଷରୁ ଟାମ୍ରନ୍ ଲେନ୍ସ କର୍ମଶାଳା ।

ଭଞ୍ଜନଗର, ୨୩/୦୯(ପିପିଟି ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଫୋଟଗ୍ରାଫର ଆସୋସିଏସନ ତରଫରୁ ସ୍ଥାନୀୟ ପାତ୍ର କଲୋନୀ ଶ୍ରୀ ଜଗନ୍ନାଥ ବଙ୍କୱେଟ ହଲ ଓ ରିସର୍ଟ ଠାରେ ଅଗ୍ରଣୀ ଲେନ୍ସ ନିର୍ମାତା ଟାମ୍ରନ୍ ର ଏକ କର୍ମଶାଳା…
Read More...

ଯାଜପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଆମ କଳାକାର (CTMS-2.0)’ ଯୋଜନାର ପ୍ରସ୍ତୁତି ବୈଠକ ।

ଯାଜପୁର, ୨୩/୦୯(ପିପିଟି):ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ଅମ୍ବର କୁମାର କର ଙ୍କ ଅଧ୍ୟକ୍ଷତାରେ ‘ଆମ କଳାକାର (CTMS-2.0)’ ଯୋଜନା ଅଧୀନରେ ସାଂସ୍କୃତିକ ଦଳଗୁଡ଼ିକର ଅଭିଲେଖ,…
Read More...

ବେଗୁନିଆପଡ଼ା ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଦାୟିତ୍ୱ ନେଲେ ପ୍ରକାଶ ଚନ୍ଦ୍ର ଜେନା ।

ବେଗୁନିଆପଡ଼ା,୨୩/୦୯(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ପ୍ରକାଶ ଚନ୍ଦ୍ର ଜେନା । ପୂର୍ବତନ ଭାରପ୍ରାପ୍ତ ସହକାରୀ ନିର୍ବାହୀ  ଯନ୍ତ୍ରୀ ପ୍ରଦୀପ କୁମାର…
Read More...