ଯୁବ ଚାଷୀ ବୁଲୁ ମଳିକଙ୍କ ମୃତ୍ୟୁ ଘଟଣାରେ ଗାଁରେ ପହଞ୍ଚିଲେ ତହସିଲଦାର,ରେଡ଼କ୍ରସରୁ ୩୦ ହଜାର ପ୍ରଦାନ ।

କବିସୂର୍ଯ୍ୟନଗର,୦୫/୧୧(ପିପିଟି): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ସଦାବର୍ତ୍ତ ନୂଆଗାଁର ଯୁବ ଚାଷୀ ବୁଲୁ ମଳିକଙ୍କ ମୃତ୍ୟୁ ଘଟଣାକୁ ନେଇ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପରିବାର ଓ ଗ୍ରାମବାସୀଙ୍କ କହିବା…
Read More...

ଶ୍ରୀ ଶ୍ରୀ ଗୌରୀଆମ୍ମାଙ୍କ ଭ୍ରମଣି କାର୍ଯ୍ୟକ୍ରମ ଆରମ୍ଭ ।

ପୋଲସରା ,୦୫/୧୧(ପିପିଟି): ପ୍ରତି ପାଞ୍ଚ ବର୍ଷରେ ଅନୁଷ୍ଠିତ ହେଉଥିବା ଗଞ୍ଜାମ ଜିଲ୍ଲାର ପୋଲସରା ଶ୍ରୀ ଶ୍ରୀ ଗୌରୀଆମ୍ମାଙ୍କ ପ୍ରଶିଦ୍ଧ ଯାତ୍ରା ଅକ୍ଟୋବର ମାସ ୨୮ ତାରିଖ ଦିବସ ଠାରୁ ଆରମ୍ଭ ହୋଇଯାଇଛି। ଏହି ଭାଇଚାରା ପ୍ରତୀକ…
Read More...

ଆଇଜି ଡଃ ସତ୍ୟଜିତ ନାୟକଙ୍କ ଉପସ୍ଥିତିରେ ୧୩୫ଟି ହଜିଲା ମୋବାଇଲ ଫେରାଇଲା ଜଗତସିଂହପୁର ପୋଲିସ ।

ଜଗତସିଂହପୁର,୦୫/୧୧(ପିପିଟି): ହଜିଯାଇଥିବା ମୋବାଇଲ ଫୋନ୍ ଫେରି ପାଇବା ଆଶା ଛାଡ଼ି ଦେଇଥିବା ଲୋକଙ୍କ ମୁହଁରେ ପୁଣି ହସ ଫୁଟାଇଛି ଜଗତସିଂହପୁର ଜିଲ୍ଲା ପୋଲିସ। 'ଅପରେସନ୍ ରି-କନେକ୍ଟ' ଅଭିଯାନ ଅଧୀନରେ ପୋଲିସ ୧୩୫ଟି ହଜିଲା…
Read More...

ବାଣ କାରଖାନା, ଗୋଦାମ ଓ ବେଆଇନ ବିକ୍ରୟସ୍ଥଳରେ ଚଢ଼ାଉ ପାଇଁ ଆଇଜି ଡଃ ସତ୍ୟଜିତ ନାୟକଙ୍କ କଡ଼ା ନିର୍ଦ୍ଦେଶ ।

କଟକ,୦୫/୧୧(ପିପିଟି) : ଦୀପାବଳି ପର୍ବକୁ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ଲକ୍ଷ୍ୟରେ ବେଆଇନ ବାଣ ଉତ୍ପାଦନ, ବିକ୍ରି ଓ ବିପୁଳ ପରିମାଣରେ ବାଣ ଗଚ୍ଛିତ ରଖିବା ବିରୋଧରେ କଡ଼ା ଅଭିଯାନ ଆରମ୍ଭ କରିଛି…
Read More...

ଓଡ଼ିଶାରେ ବଡ଼ ଧରଣର IAS ଅଦଳବଦଳ, ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ସଚିବ ଦାୟିତ୍ୱ ।

ଭୁବନେଶ୍ୱର,୦୫/୧୧(ପିପିଟି): ଓଡ଼ିଶା ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟ ସରକାର ଅନେକ ବରିଷ୍ଠ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହି କ୍ରମରେ ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ…
Read More...

୨୦୨୭ ପଞ୍ଚାୟତ ନିର୍ବାଚନ: ବିଜେପି-ବିଜେଡି ପାଇଁ ବଡ଼ ଅଗ୍ନିପରୀକ୍ଷା ।

ଭୁବନେଶ୍ୱର,୦୫/୧୧(ପିପିଟି): ଆସନ୍ତା ୨୦୨୭ ଏପ୍ରିଲରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଓଡ଼ିଶାର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗାଁ ଗାଁରେ ନିଜର ସାଂଗଠନିକ ଶକ୍ତି ଓ ଜନସମର୍ଥନ…
Read More...

ସାଇବର ଠକାମୀର ଶିକାର ହେଲେ ଯୁବକ, ଏକାଉଣ୍ଟରୁ ଉଡ଼ିଗଲା ୪୯ ହଜାର ଟଙ୍କା ,ସାଇବର ଥାନାର ଦ୍ୱାରସ୍ଥ।

ବେଗୁନିଆପଡା,୦୪/୧୧(ପିପିଟି): କୋଦଳା ଥାନା ଅନ୍ତର୍ଗତ ଫାସି ଗ୍ରାମର ପ୍ରଫୁଲ ମୁଦୁଲିଙ୍କ ପୁଅ ସମୀର ମୁଦୁଲି ସାଇବର ଠକାମୀର ଶିକାର ହୋଇଛନ୍ତି । ଗତକାଲି ସମୀର ଏନେଇ କୋଦଳା ଥାନାରେ ତାଙ୍କ ଏକାଉଣ୍ଟରୁ ୪୯ ହଜାର ଟଙ୍କା…
Read More...

ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ କ୍ଷୟକ୍ଷତି ଆକଳନର ସମୀକ୍ଷା ବୈଠକ ।

ଛତ୍ରପୁର,୦୪/୧୧(ପିପିଟି): ଗଞ୍ଜାମ ଜିଲ୍ଲାରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସଠିକ ଆକଳନ କରି କ୍ଷତିଗ୍ରସ୍ତଙ୍କୁ ନିୟମାନୁଯାୟୀ ତ୍ୱରିତ ସରକାରୀ ସହାୟତା ପ୍ରଦାନ ନିମନ୍ତେ ବୁଧବାର…
Read More...

ସଂପୁରରେ ପ୍ରଖ୍ୟାତ ଶିକ୍ଷକ ନେତା ସ୍ୱର୍ଗତ ସୁମନ୍ତ ଛୋଟରାୟଙ୍କ ସ୍ମୃତି ଚାରଣ ସଭା, ଲୁହରେ ଭିଜିଲା କର୍ମଭୂମି।

ବୋଲଗଡ଼, ୦୪/୧୧(ପିପିଟି): ପାଟବନ୍ଧ ଗ୍ରାମରେ ରେ ଜନ୍ମ, ସଂପୁରରେ କର୍ମ ଏମିତି ଜଣେ ବିରଳ ପ୍ରତିଭା ଥିଲେ ସ୍ୱର୍ଗତ ସୁମନ୍ତ ଛୋଟରାୟ। ବୋଲଗଡ଼ ମାଟିର ଅହଙ୍କାର, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ, ବିଶିଷ୍ଟ…
Read More...