ବର୍ଷା ପରେ ତୁମ୍ବେଶ୍ୱର ମନ୍ଦିର ପାଚେରୀ ଭୁଶୁଡିଲା ।

ବେଗୁନିଆପଡା ,୨୬/୦୯(ପିପିଟି):ଲଗାଣ ବର୍ଷା ପରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ସ୍ଥିତ ତୁମ୍ବେଶ୍ୱର ମନ୍ଦିର ପରିସରର ପାଚେରୀର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ପାଚେରୀ ଭାଙ୍ଗି ପଡ଼ିବା ଯୋଗୁଁ…
Read More...

ସତ୍ୟଶ୍ରୀ ଜରାଶ୍ରମ ଠାରେ ଶ୍ରୀ ଭାଗବତ ଜନ୍ମ ଓ ଇନ୍ଦ୍ରୋତ୍ସବ ପାଳନ ।

ବେଲଗୁଣ୍ଠା,୨୬/୦୯(ପିପିଟି):ଶନିବାର ତନରଡା ଗୋ-ଶାଳା ଛକ ସ୍ଥିତ ସତ୍ୟଶ୍ରୀ ଜରାଶ୍ରମ ଠାରେ ସତ୍ୟଶ୍ରୀ ସେବା ଟ୍ରଷ୍ଟ ତରଫରୁ ଶ୍ରୀ ଭାଗବତ ଜନ୍ମ ଓ ଇନ୍ଦ୍ରୋତ୍ସବ ପାଳନ କରାଯାଇଛି। ଗତ ୧ ବର୍ଷରୁ ଉର୍ଦ୍ଧ ସମୟ ଧରି ଏଠାରେ ଲାଗି…
Read More...

ଭୂସ୍ଖଳନ ପରେ କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା ।

କନ୍ଧମାଳ ,୨୬/୦୯(ପିପିଟି): ଗଞ୍ଜାମ-କନ୍ଧମାଳକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ କଳିଙ୍ଗା ଘାଟି ଏବେ ଭୂସ୍ଖଳନର ଗୁରୁତର ଝୁମ୍ପରେ। ଗତ କିଛିଦିନ ମଧ୍ୟରେ ଘାଟିରେ ଦୁଇ ଦୁଇଥର ଭୂସ୍ଖଳନ ହେବା ପରେ ରାସ୍ତା ସମ୍ପୂର୍ଣ୍ଣ…
Read More...

ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ : କଂଗ୍ରେସ

ଭୁବନେଶ୍ୱର ୨୬/୦୯(ପିପିଟି ):ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ନେତା ଦୀପକ ଦାସଙ୍କ ଅପମୃତ୍ୟୁକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ଓପିସିସି…
Read More...

ଶ୍ରୀମଦ ଭାଗବତ ସପ୍ତାହ ଉଦଯାପିତ ।

ଭୁବନେଶ୍ୱର,୨୬/୦୯(ପିପିଟି): ପୋଖରୀପୁଟ ଆନନ୍ତବିହାର ସ୍ଥିତ ପଣ୍ଡିତ ଶିଶିର ଦାଶ ଙ୍କ ବାସଭବନରେ ପାରମ୍ପରିକ ଭାବେ ସାତଦିନ ବ୍ୟାପି ଭାଗବତ ପାଠ କରାଯାଇଥିଲା । ଇନ୍ଦୁ ପୁର୍ଣିମାରେ ଶ୍ରୀମତ ଭଗବତର ଗୁରୁତ୍ୱ ଓ ମହତ୍ୱ…
Read More...

ସମ୍ବଲପୁରଠାରେ ପଞ୍ଚମ ବ୍ୟାଚ ସିପାହୀ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ।

ଭୁବନେଶ୍ୱର,୨୬/୦୯(,ପିପିଟି):ଆଜି ପୂର୍ବାହ୍ନରେ ପ୍ରାଥମିକ ପ୍ରଶିକ୍ଷଣ ଅନୁଷ୍ଠାନ ବି.ଟି.ଆଇ., ବୁର୍ଲା, ସମ୍ବଲପୁରଠାରେ ପଞ୍ଚମ ବ୍ୟାଚ ସିପାହୀ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…
Read More...