ପାଣିକୋଇଲିର ସବିତା ହେଲ୍‌ଥ କେୟାର ସହଯୋଗରେ ସେବା ସଂକଳ୍ପ ଅଭିଯାନ, ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ…

କୋରେଇ, ୨୭/୦୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୨୫ବର୍ଷ ସେବା ଏବଂ ସମର୍ପଣର ସେବା ସଂକଳ୍ପ ଅଭିଯାନ ଉପଲକ୍ଷେ ମାନ୍ୟବର କୋରେଇ ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ  ଆକାଶ ଦାସନାୟକଙ୍କ…
Read More...

ନୂଆଖାଇ ମାଟି, ମଣିଷ ଓ ଭାଇଚାରାର ଜୀବନ୍ତ ପରିଚୟ: ଡ. ସତ୍ୟଜିତ୍ ନାୟକ ।

କଟକ,୨୭/୦୯(ପିପିଟି ):ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏକାଦଶତମ ନୂଆଖାଇ ଭେଟଘାଟ–୨୦୨୬ରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଭିନ୍ନ ବିଧାୟକ ଓ ଅନ୍ୟ ଅତିଥିମାନେ…
Read More...

ପୋଲସରାରେ ରାଜଶ୍ରୀ ବଳାସି ସମାଜର ବୈଠକ।

ପୋଲସରା,୨୭/୦୯(ପିପିଟି): ରାଜଶ୍ରୀ ବଳାସି ସମାଜ କେନ୍ଦ୍ର ପରିଚାଳନା ପରିଷଦ, ପୋଲସରା ମଣ୍ଡଳ ପରିଷଦ, ଗ୍ରାମ ପରିଷଦ ଓ ମଣ୍ଡଳାଧିନ ଗ୍ରାମ ପରିଷଦର ସଭ୍ୟମାନଙ୍କୁ ନେଇ ଏକ ତ୍ରିସ୍ତରୀୟ ସଭା ହୋଇଯାଇଛି। ପୋଲସରା ମେଡିକାଲ ଛକ…
Read More...

ପର୍ଯ୍ୟଟନ ଆମ ଐତିହ୍ୟ, ସଂସ୍କୃତି ଓ ପ୍ରକୃତି ସହ ଯୋଡ଼ିବାର ସେତୁ: ଡ. ସତ୍ୟଜିତ୍ ନାୟକ ।

କଟକ,୨୭/୦୯(ପିପିଟି): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଡ. ସତ୍ୟଜିତ୍ ନାୟକ, IPS କହିଛନ୍ତି ଯେ ପର୍ଯ୍ୟଟନ କେବଳ ନୂଆ ସ୍ଥାନ ପରିଦର୍ଶନ କରିବାର ମାଧ୍ୟମ…
Read More...

ରାତିରେ ଏକାଠି ଥିଲେ, ସକାଳେ ହତ୍ୟା କରି ଅଭିଯୁକ୍ତଙ୍କ ଆତ୍ମସମର୍ପଣ ।

ବୁର୍ଲା, ୨୭/୦୯:  ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଛୁରୀ ଭୁସି ଓ ଇଟାରେ ଛେଚି ଜଣେ ୧୫ ବର୍ଷୀୟ ନାବାଳକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସକାଳେ ପୋଲିସ ଢିପାପଡ଼ାର…
Read More...

କ୍ରୀଡ଼ା ଓ ପର୍ଯ୍ୟଟନର ବାର୍ତ୍ତା ନେଇ ଯାଜପୁରରେ ପ୍ରୋମୋ ଦୌଡ଼ ଆୟୋଜିତ ।

ଯାଜପୁର, ୨୭/୦୯(ପିପିଟି): OMC ପୁରୀ କୋଷ୍ଟାଲ୍ ମାରାଥନ୍–୨୦୨୬ ଅବସରରେ ତଥା ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଉପଲକ୍ଷେ ଆଜି ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରୋମୋ ଦୌଡ଼ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି। କ୍ରୀଡ଼ା,…
Read More...

ଗଣେଶ ମେଢ଼ ପ୍ରସାର ସକାଶେ ପୁସ୍ତପୁର “ବଜରଙ୍ଗ”ଦଳର ନିଆରା ପ୍ରୟାସ ।

କୋଦଳା ,୨୭/୦୯(ପିପିଟି ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ପୁସ୍ତପୁର ଠାରେ ଚାଲିଥିବା ବହୁଚର୍ଚିତ ଗଣେଶ ମେଢ଼ ପ୍ରଚାର ପ୍ରସାର ପାଇଁ ପୁସ୍ତପୁର ବଜରଙ୍ଗ ଦଳ ଏକ ନିଆରା ଏବଂ ଅଭିନବ ପ୍ରୟାସ କରିଛି । ବିଗତ କିଛିବର୍ଷ…
Read More...

ଅଙ୍ଗାରଗାଁରେ ଅଚଳ ଆକ୍ୱାଗାର୍ଡ, ଚୁପ୍ ପ୍ରଶାସନ ଓ ଲୋକପ୍ରତିନିଧି ।

ବେଗୁନିଆପଡ଼ା,୨୭/୦୯(ପିପିଟି ):ଜନସାଧାରଣଙ୍କ ସୁବିଧା ପାଇଁ ସରକାରୀ ଅର୍ଥରେ ଲଗାଯାଇଥିବା ଆକ୍ୱାଗାର୍ଡ ଦୀର୍ଘଦିନ ଧରି ଅଚଳ ହୋଇପଡ଼ିଛି । ହେଲେ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ନଜର ଏବେ କେଉଁଠି ? ଏଭଳି ପ୍ରଶ୍ନ…
Read More...

ବିଶ୍ୱ ପର୍ଯ୍ୟଟନ ଦିବସରେ ବ୍ରହ୍ମପୁରରେ ‘ଓଡ଼ିଶା ପ୍ରୋମୋ ରନ୍’ ।

ବ୍ରହ୍ମପୁର,୨୭/୦୯(ପିପିଟି): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନା ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଚାର-ପ୍ରସାର ଉଦ୍ଦେଶ୍ୟରେ ବ୍ରହ୍ମପୁରରେ ‘ଓଡ଼ିଶା ପ୍ରୋମୋ ରନ୍’ ଆୟୋଜିତ…
Read More...

ବେଲଗୁଣ୍ଠା ବ୍ଲକର ଓଷ୍ଟା କର୍ମକର୍ତ୍ତା ନିର୍ବାଚନ ।

ଭଞ୍ଜନଗର, ୨୬/୦୯(ପିପିଟି ):ବେଲଗୁଣ୍ଠା ବ୍ଲକ ପଞ୍ଚାୟତ ହାଇସ୍କୁଲ, ଖଇରପୁଟି ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟାର ସମ୍ବିଧାନିକ ସମ୍ମିଳନୀ ସଭାପତି ରବିନାରାୟଣ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି…
Read More...