ସୁରତ ରେଳ ଷ୍ଟେସନରେ ମୃତବରଣ କରିଥିବା ସିଲୁ ଜେନା ପରିବାରକୁ ବିଧାୟକ ଭେଟି ସମବେଦନା ଜଣାଇଲେ । ଆମ ନେତା By PPT NEWS Last updated May 28, 2020 0 3,471 Share ପୋଲସରା,(ପିପିଟି ନ୍ଯୁଜ୍)୨୮/୦୫,ପୋଲସରା ବ୍ଲକ୍ ଖଇରଚଟା ଗ୍ରାମର ସିଲୁ ଜେନା ବୟସ ୩୦ ଗତ ଦୁଇ ଦିନ ତଳେ ସୁରତ ରେଳ ଷ୍ଟେସନ ଠାରେ ଆକସ୍ମିକ ମୃତ୍ୟୁ ବରଣ କରିଥିଲେ ।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। 0 3,471 Share