ମାଲକାନଗିରିରେ ରାଜ୍ୟସ୍ତରୀୟ ‘ଜନଜାତୀୟ ଗୌରବ ଦିବସ’ ପାଳିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ।

ମାଲକାନଗିରି,୧୫/୧୧(ପିପିଟି): ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତି ସମାଜର ଆରାଧ୍ୟ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ତଥା ଜାତୀୟ ‘ଜନଜାତୀୟ ଗୌରବ ଦିବସ’ ଅବସରରେ ଆଜି ମାଲକାନଗିରିଠାରେ ରାଜ୍ୟସ୍ତରୀୟ ମହୋତ୍ସବ…
Read More...

ଗାନ୍ଧୀନଗର ଶ୍ରୀ ସରସ୍ୱତୀ ଶିଶୁ ମନ୍ଦିରରେ ଉତ୍ସାହ ଓ ଉଦ୍ଦୀପନାର ସହ ଶିଶୁ ଦିବସ ପାଳିତ ।

ବ୍ରହ୍ମପୁର,୧୫/୧୧ (ପିପିଟି): ବ୍ରହ୍ମପୁର ଗାନ୍ଧୀନଗରସ୍ଥିତ ଶ୍ରୀ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେଅବସର…
Read More...

ବେଲଗୁଣ୍ଠା ଏନଏସିରେ ବନ୍ୟା ସହାୟତା ବଣ୍ଟନ ଶୁଭାରମ୍ଭ ।

ବେଲଗୁଣ୍ଠା,୧୫/୧୧(ପିପିଟି): ବେଲଗୁଣ୍ଠା ଏନଏସି ଅନ୍ତର୍ଗତ ସମସ୍ତ ୧୩ଟି ୱାର୍ଡର ରାସନ କାର୍ଡଧାରୀ ପରିବାରବର୍ଗଙ୍କ ପାଇଁ ବାତ୍ୟା ଅର୍ଣ୍ଣବ ପ୍ରଭାବରେସୃଷ୍ଟି ହୋଇଥିବା ବନ୍ୟା ପ୍ରଭାବିତଙ୍କ ପାଇଁ ଆଜି ରିଲିଫ ବଣ୍ଟନ…
Read More...

୩୬ତମ ଏଆଇକେଏସ ସର୍ବ ଭାରତୀୟ ସମ୍ମିଳନୀ ଆରମ୍ଭ ।

କୋଦଳା ,୧୫/୧୧(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ତହସିଲର କାଳିମେଘି ପଞ୍ଚାୟତ ଯାପଟା କଲୋନୀ ଠାରେ ଅଖିଳ ଭାରତ କୃଷକ ସଭାର ବୈଠକ ଅନୁଷ୍ଠିତ ହୋଇଯାଇଛି। ୩୬ ତମ ସର୍ବ ଭାରତୀୟ ସମ୍ମିଳନୀ ତେଲେଙ୍ଗନା ରାଜ୍ୟର ନାଲଗଣ୍ଡା ଠାରେ…
Read More...

ଖାକି ବର୍ଦ୍ଦି ତଳେ ମମତାର ହୃଦୟ ।

ପୁରୀ,୧୫/୧୧(ପିପିଟି): ଖାକି ବର୍ଦ୍ଦି କେବଳ ଶକ୍ତି, ଶୃଙ୍ଖଳା ଓ କର୍ତ୍ତବ୍ୟର ପ୍ରତୀକ ନୁହେଁ, ଏହା ଭିତରେ ଲୁଚି ରହିଥାଏ ଏକ ସମ୍ବେଦନଶୀଳ ହୃଦୟ ଓ ମାନବିକତାର ଅସୀମ ଭାବନା। ଏହାର ଏକ ଅନନ୍ୟ ଉଦାହରଣ ପୁରୀ ଶ୍ରୀମନ୍ଦିର…
Read More...

ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ସୁରକ୍ଷା ବଳୟରେ ରାଜଧାନୀ, ମୁତୟନ ହେବେ ୪୫ ପ୍ଲାଟୁନ୍ ଫୋର୍ସ ।

ଭୁବନେଶ୍ୱର,୧୫/୧୧(ପିପିଟି): ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଥିବାରୁ ରାଜଧାନୀ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେ ସ୍ୱତନ୍ତ୍ର ବିମାନ ଯୋଗେ…
Read More...

ଶିଶୁ ଉତ୍ସବରେ ଅଘଟଣ ।

ବୋଲଗଡ଼ , ୧୪/୧୧ (ପିପିଟି):ଯେଉଁଦିନ ସାରା ଦେଶ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଜନ୍ମ ଜୟନ୍ତୀରେ ଶିଶୁଙ୍କ ହସ ପାଇଁ ଶିଶୁ ଦିବସ ପାଳୁଛି, ସେହିଦିନ ବୋଲଗଡ଼ ମାଟିରେ ଜଣେ ଶିଶୁର କାନ୍ଦରେ କମ୍ପିଲା ସ୍କୁଲ…
Read More...

ଧାନ ଫସଲ ନଷ୍ଟ କରୁଛି ଦନ୍ତା, ଭୟରେ ଚାଷୀ , ବନ ବିଭାଗର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ।

ବେଗୁନିଆପଡ଼ା ,୧୪/୧୧(ପିପିଟି): ଗାଁକୁ ଗାଁ ବୁଲୁଛି ଦନ୍ତାହାତୀ, ଉଜାଡ଼ୁଛି ଚାଷୀଙ୍କ ସୁନାର ଫସଲ। ହେଲେ ହାତୀ ଆତଙ୍କରୁ ଲୋକଙ୍କୁ ସୁରକ୍ଷା ଦେବାରେ ବନ ବିଭାଗର ଭୂମିକାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଗଞ୍ଜାମ ଜିଲ୍ଲା…
Read More...

ଗଞ୍ଜାମରେ ଏଲ୍.ପି.ଜି. ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ମାମଲା; ଖାଉଟି ଆୟୋଗଙ୍କ ବଡ଼ ରାୟ, ଇଣ୍ଡିଆନ୍ ଅଏଲ୍ ଓ ବୀମା…

ବ୍ରହ୍ମପୁର,୧୪/୧୧(ପିପିଟି): ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳରେ ଘଟିଥିବା ଏକ ମର୍ମନ୍ତୁଦ ଏଲ୍.ପି.ଜି. ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ମାମଲାରେ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ…
Read More...

୪୫ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୬ ଉଦ୍‌ଘାଟିତ ।

ନୂଆଦିଲ୍ଲୀ, ୧୪/୧୧(ପିପିଟି): ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ ୪୫ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା (IITF)-୨୦୨୬ର ହଲ୍-୩ରେ ଓଡ଼ିଶା ପାଭିଲିୟନ୍‌ର ଉଦ୍‌ଘାଟନ…
Read More...