ଦିନ ସାରା ଝିପିଝିପି ବର୍ଷା, ବିଲରେ ପାଣି, ବଜାର ଶୂନଶାନ୍, ସ୍କୁଲ ଛୁଟି ।

ବୋଲଗଡ଼, ୨୩/୦୯ (ପିପିଟି): ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟା 'ଅର୍ଣବ' ର ପ୍ରଭାବ ବୋଲଗଡ଼ରେ ସ୍ପଷ୍ଟ ଦେଖିବାକୁ ମିଳିଛି। ଗତକାଲି ରାତିରୁ ଆରମ୍ଭ ହୋଇଥିବା ମେଘୁଆ ପାଗ ଆଜି ସକାଳୁ ତୁହାକୁ ତୁହା ବର୍ଷାର ରୂପ…
Read More...

୩୦୬ଗର୍ଭବତୀ ମହିଳା ସ୍ଥାନାନ୍ତରିତ,୧୩୫ ଜଣଙ୍କ ସଫଳ ପ୍ରସବ ।

ଛତ୍ରପୁର,୨୩/୦୯(ପିପିଟି): ଗଞ୍ଜାମ ଜିଲ୍ଲାରେ ଗଭୀର ଅବପାତ ଯୋଗୁଁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ…
Read More...

ଭୂସ୍ଖଳନ ଆଶଙ୍କାରେ କଳିଙ୍ଗା ଘାଟି ବନ୍ଦ: ପୁଲିସର ନାକାବନ୍ଦୀ, ବିକଳ୍ପ ରାସ୍ତାରେ ଯାତାୟାତ ପାଇଁ ପରାମର୍ଶ ।

ବାଲିଗୁଡ଼ା, ତା, ୨୩/୦୯: (ପିପିଟି): ଲଘୁଚାପଜନିତ ପ୍ରବଳ ବର୍ଷା ଓ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କଳିଙ୍ଗା ଘାଟିକୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ଘାଟି…
Read More...

କେରଳରେ ଓଡ଼ିଆ ଯୁବକଙ୍କ ମୃତ ଘଟଣା , ନିଜ ଗାଁରେ ପହଁଚିଲା ଶବ ।

ବେଗୁନିଆପଡା ,୨୩/୦୯(ପିପିଟି ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ଖିଡିଙ୍ଗୀ ଗ୍ରାମର ଆଶିଷ ପ୍ରଧାନ (୨୫) ନିଜ ପରିବାର ପ୍ରତିପୋଷଣ ପାଇଁ ସୁଦୂର କେରଳକୁ ଯାଇଥିଲେ । ହେଲେ ଦୁର୍ଭାଗ୍ୟ ବଶତଃ ଗତ…
Read More...

ଦେଶୀ ଓ ବିଦେଶୀ ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା ।

କଲ୍ୟାଣ ସିଂହପୁର,୨୩/୦୯: ରାୟଗଡା ଜିଲା କଲ୍ୟାଣ ସିଂହପୁର ବ୍ଲକ କନ୍ଧକାତିପାଡ଼ୁ ଓ ପୋଲମା ପଞ୍ଚାୟତ ର ପୋଙ୍ଗଲୀ ଅଡୁଗୁଡା ଗ୍ରାମର ମହିଳା ମାନେ ରନ୍ଧା ମଦ ଓ ଦେଶୀ ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡି ବାହାରିଥିବା ଦେଖିବାକୁ…
Read More...

ନବଜାତ ଶିଶୁର ମୃତଦେହ ଉଦ୍ଧାର ।

ରେଙ୍ଗାଲିକ୍ୟାମ୍ପ, ୨୩/୦୯: ପୁଣି ଥରେ ଧରାପୃଷ୍ଠରେ ମାନବିକତା ହାରିଯାଇଛି। ସମାଜକୁ ସ୍ତବ୍ଧ କରିଦେବା ଭଳି ଏକ ଅତ୍ୟନ୍ତ କରୁଣ ତଥା ହୃଦୟବିଦାରକ ଘଟଣା ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଜାଙ୍ଗେଡ଼ ପଞ୍ଚାୟତରେ…
Read More...

ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ।

ଯାଜପୁର,୨୩/୦୯(ପିପିଟି): ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ପକ୍ଷରୁ ଆଜି ଅଭାବୀ ଲୋକମାନଙ୍କୁ ଆର୍ଥିକ ସହାୟତା ପ୍ରଦନ କରାଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ…
Read More...

ବାହ୍ୟ ଜଗତ ସହ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି ସିଙ୍ଗମିଲା ଗ୍ରାମବାସୀ ।

ବାଲିଗୁଡ଼ା,୨୩/୦୯(ପିପିଟି): ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଛି ସିଙ୍ଗମିଲା ଗାଁକୁ ସଂଯୋଗ କରୁଥିବା ଛୋଟ ପୋଲ। ଫଳରେ ବାହ୍ୟ ଜଗତ ସହ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି ବାଲିଗୁଡ଼ା ବ୍ଲକ୍ ବାଟାଗୁଡ଼ା ପଞ୍ଚାୟତ…
Read More...