ମନେ ପଡେ ଆମ ଗାଁ ର କଥା :ଗାଁ ଦୂରେ ହୋଇପାରେ, କିନ୍ତୁ ମନରୁ କେବେ ଦୂର ହୁଏ ନାହିଁ ।

ଡ଼. ସତ୍ୟଜିତ ନାୟକ, ଆଇପିଏସ ଜୀବନର ଦୌଡ଼ରେ ଆମେ ଯେତେ ଦୂର ଆଗକୁ ବଢ଼ିଯାଉ, ମନର ଗୋଟିଏ କୋଣ ସବୁବେଳେ ନିଜ ମୂଳକୁ ଖୋଜିଥାଏ। ଦାୟିତ୍ୱର ଡାକରେ ଦୂର ଦୂରାନ୍ତରେ ଯିବାକୁ ହୁଏ, ନୂଆ ଲୋକଙ୍କୁ ଭେଟିବାକୁ ହୁଏ, ନୂଆ…
Read More...

ଡିଜିଟାଲ ଇଣ୍ଡିଆରୁ ଡିଜିଟାଲ ଟ୍ୟାକ୍ସ ପର୍ଯ୍ୟନ୍ତ, UPI ଉପରେ MDRକୁ ନେଇ ପ୍ରଣବ ବଳବନ୍ତରାୟଙ୍କ ପ୍ରଶ୍ନ ।

ଭୁବନେଶ୍ୱର,୨୨/୦୯(ପିପିଟି ):ଡିଜିଟାଲ ଇଣ୍ଡିଆ ଅଭିଯାନକୁ ଦେଶର ଦୈନନ୍ଦିନ ଜୀବନ ସହ ଯୋଡ଼ିବାରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ଏକ ପ୍ରମୁଖ ମାଧ୍ୟମ ହୋଇଥିବାବେଳେ, ଅକ୍ଟୋବର ୧୫ରୁ ଚୟନିତ UPI ବ୍ୟବସାୟିକ…
Read More...

ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ରାଜଧାନୀରେ ବିଜେଡିର ଗର୍ଜନ, ମନ୍ତ୍ରୀଙ୍କ ଇସ୍ତଫା ଦାବି ।

ଭୁବନେଶ୍ୱର,୨୨/୦୯(ପିପିଟି): ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟିକୁ ନେଇ ଓଡ଼ିଶାର ରାଜନୀତି ପୁଣିଥରେ ସରଗରମ ହୋଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଜନତା ଦଳ ଓ ବିଜୁ…
Read More...

ବଙ୍ଗୋପସାଗରରେ ଅବପାତ: କଳାହାଣ୍ଡି ,ନବରଙ୍ଗପୁର, କୋରାପୁଟ ପାଇଁ ‘ରେଡ୍ ୱାର୍ଣ୍ଣିଂ’ ।

ଭୁବନେଶ୍ବର, ୨୨/୦୯(ପିପିଟି):ପଶ୍ଚିମ-କେନ୍ଦ୍ରୀୟ ଏବଂ ତାହାର ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କିମି ବେଗରେ ପଶ୍ଚିମ ଆଡ଼କୁ ଗତି କରି ଆଜି, ୨୨…
Read More...

ବନ ବିଭାଗ ଦ୍ଵାରା ମୂଲ୍ୟବାନ କାଠ ଜବତ, ଜଣେ ଗିରଫ ।

ମାଲକାନଗିରି,୨୨/୦୯(ପିପିଟି):ଆଜି ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ନେତୃତ୍ବରେ ଏମଭି -୨୪ ଗ୍ରାମ ଜନୈକ କାଠ ମାଫିଆଙ୍କ ଘରେ ଚଢ଼ାଉ କରାଯାଇ ବହୁମୂଲ୍ୟ କାଠ ପଟା ଜବତ କରାଯାଇଥିବା ବେଳେ ଏଥିରେ…
Read More...

ଚିକିଟି ଓ ପାତ୍ରପୁର ବ୍ଲକ୍‌ର ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜିଲ୍ଲାପାଳ ।

ବ୍ରହ୍ମପୁର,୨୨/୦୯(ପିପିଟି): ସମ୍ଭାବ୍ୟ ଗଭୀର ଅବପାତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ନେତୃତ୍ୱରେ ସମସ୍ତ ପ୍ରାକ୍‌ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଶୂନ୍ୟ…
Read More...

ସମ୍ଭାବ୍ୟ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଆଜି ଠାରୁ ୨୪ ପର୍ଯ୍ୟନ୍ତ ବନ୍ଦ…

ବୋଲୋଗଡ,୨୨/୯(ପିପିଟି): ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ତା. ୨୨.୦୯.୨୦୨୬ ରିଖ ଠାରୁ ତା.୨୪.୦୯.୨୦୨୬ରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ…
Read More...

ସୁବର୍ଣ୍ଣପୁରରୁ ‘ବାରଣାସୀ-ଅଯୋଧ୍ୟା’ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ଯାତ୍ରା ଶୁଭାରମ୍ଭ ।

ସୁବର୍ଣ୍ଣପୁର ,୨୨/୦୯(ପିପିଟି ):ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରୁ ୫୨ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଏକ ତୀର୍ଥଯାତ୍ରୀ ଦଳ ସମ୍ବଲପୁର ଅଭିମୁଖେ ଯାତ୍ରା ଆରମ୍ଭ…
Read More...

ଗାଙ୍ଗପୁରରେ ଐତିହାସିକ ନଳଯାତ୍ରା ।

ବେଲଗୁଣ୍ଠା, ୨୨/୦୯(ପିପିଟି): ପ୍ରାଚୀନ ପରମ୍ପରା ଓ ଲୋକବିଶ୍ୱାସର ଅନନ୍ୟ ପର୍ବ ଗାଙ୍ଗପୁରର ଐତିହାସିକ କୃଷିଭିତ୍ତିକ ନଳଯାତ୍ରା ମଙ୍ଗଳବାର ମହାସମାରୋହରେ ଅନୁଷ୍ଠିତ ହୋଇଛି। ଦିନସାରା ଝିପଝିପି ବର୍ଷା ସତ୍ତ୍ୱେ ଏହି…
Read More...