କେବେ ବଦଳିବ ସୂର୍ଯ୍ୟନଗରର ଭାଗ୍ୟ ।

ବେଗୁନିଆପଡା ,୨୩/୦୯(ପିପିଟି):କେବେ ବଦଳିବ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୧୦ ସୂର୍ଯ୍ୟନଗର (ଝିଅସାହି ) ବାସିନ୍ଦା ଙ୍କ ଭାଗ୍ୟ , ସାମାନ୍ୟ ବର୍ଷା ରେ ଆଣ୍ଠୁଏ ପାଣି, ଘରୁ ବାହାରିବା କଷ୍ଟ, ଛାତ୍ର ଛାତ୍ରୀଙ୍କ…
Read More...

ଅବପାତ ପ୍ରଭାବରେ ଦୁଇ ଦିନ ଲଗାଣ ବର୍ଷା, ଚିନ୍ତାରେ ଚାଷୀ ।

ବେଲଗୁଣ୍ଠା, ୨୩/୦୯(ପିପିଟି): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ନଦୀତଟବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ମନରେ ଛନକା ପଶିଥିବାବେଳେ ଧାନ ଫସଲକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି।…
Read More...

ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଜାରି , ୩୩ ଓଡ୍ରାଫ୍ ଟିମ୍ ମୁତୟନ ।

ଭୁବନେଶ୍ୱର, ୨୩/୦୯(ପିପିଟି): ଗଭୀର ଅବପାତଜନିତ ପାଣିପାଗ ପରିସ୍ଥିତି ଏବଂ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ State Emergency Operations Centre (SEOC)…
Read More...

ଗଭୀର ଅବପାତ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପଦକ୍ଷେପ।

ଛତ୍ରପୁର,୨୩/୦୯(ପିପିଟି): ଗଞ୍ଜାମ ଜିଲ୍ଲାରେ ଗଭୀର ଅବପାତ ଯୋଗୁଁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ…
Read More...

ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ଅବସରରେ ବାର୍ତ୍ତା।

ଲେଖକ - ଡାକ୍ତର ବସନ୍ତ କୁମାର ଷଡ଼ଙ୍ଗୀ। ଭାରତିୟ ପାରମ୍ପରିକ ଆୟୁର୍ବେଦ ଚକିତ୍ସା ଶାସ୍ତ୍ର ବହୁ ପ୍ରାଚୀନ ଯାହାକି ରାମାୟଣ,ମହାଭାରତ ଭଳି ପୌରାଣିକ ଶାସ୍ତ୍ରରେ ଆୟୁର୍ବେଦ ଚିକିତ୍ସା ପଦ୍ଧତି ର ଉପଯୋଗ ରହିଛି। ଆୟୁର୍ବେଦ…
Read More...

ନିଟ୍ (NEET ) ପରୀକ୍ଷାରେ ଦୁଇ ଭଉଣୀଙ୍କ ସଫଳତା ।

ବେଗୁନିଆପଡ଼ା,୨୨/୦୯(ପିପିଟି ):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତ କନ୍ୟାରୀବାଡ଼ି ଗ୍ରାମର ଗୋଟିଏ ପରିବାରର ଦୁଇ ଭଉଣୀ ନିଟ୍ (NEET ) ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।…
Read More...

ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ପ୍ରଶାସନର ସତର୍କତା : କଳିଙ୍ଗା ଘାଟିରେ ଦୁଇ ଦିନ ଯାତାୟାତ ବନ୍ଦ ।

ବାଲିଗୁଡ଼ା, ୨୨/୦୯(ପିପିଟି): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କଳିଙ୍ଗା ଘାଟିରେ ଦୁଇଦିନ ପାଇଁ ଯାତାୟାତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା…
Read More...

ବାଘଛାଲ ସହ ଶିକାରୀ ଗିରଫ ।

ବୌଦ୍ଧ,୨୨/୦୯(ପିପିଟି): ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ଜଙ୍ଗଲ ପ୍ରାନ୍ତରେ ଆଜି ଓଡ଼ିଶା ଭିଜିଲାନ୍ସର ବନ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯିବା ସହ ଜଣେ ଶିକାରୀକୁ ଗିରଫ…
Read More...