ଲଗାଣ ବର୍ଷାର ପ୍ରକୋପ: ଛାତ ଭୁସିଡ଼ିଲା, ଅଳ୍ପକେ ବର୍ତ୍ତିଲେ ପରିବାରର ୩ ଜଣ ।

​କଲ୍ୟାଣସିଂହପୁର, ୨୫/୦୯ : ଅର୍ଣ୍ଣବର ତାଣ୍ଡବରେ ବିଗତ ତିନି ଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାତାର ବର୍ଷା ପ୍ରଭାବରେ…
Read More...

ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ କିଏ କରିଛି ୮ମାସର ଗର୍ଭବତୀ, ଖୋଜୁଛି ଅଞ୍ଚଳ ବାସୀ।

କଲ୍ୟାଣସିଂହପୁର ,୨୫/୦୯ : କଳିଯୁଗର ନର ରାକ୍ଷସ ପ୍ରଥମେ ଅସହାୟତାର ସୁଯୋଗ ନେଇ ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ୮ମାସ ର ଗର୍ଭବତୀ କରି ଛାଡ଼ି ଚାଲି ଯାଇଛି କେଉଁ ପିଛାଶି ନର ରାକ୍ଷସ। ଏହି…
Read More...

ଲଗାଣ ବର୍ଷା ପ୍ରଭାବରେ ଚାଷ ଜମିରେ ପାଣି, ଚିନ୍ତାରେ ଚାଷୀ ।

ବେଗୁନିଆପଡା,୨୫/୦୯(ପିପିଟି):ଜିଲ୍ଲାରେ ବର୍ଷା କମି ଯାଇଛି ସତ କିନ୍ତୁ ଚାଷୀଙ୍କ ଦୁଃଖ ବଢି ଯାଇଥିବା ବେଳେ ବ୍ଲକ ଓ ଏନଏସି ର ବିଭିନ୍ନ ନଦୀରେ ଜଳପତ୍ତନ ବଢିବାରେ ଲାଗିଛି । ଏପରି କି ବେଗୁନିଆପଡା ବ୍ଲକ ତାଳସର ଠାରେ ଥିବା…
Read More...

ଭୁବନେଶ୍ୱର ଜିଲ୍ଲା ଦାବି, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ ଘୋଷଣା ହେବା ପର୍ଯ୍ୟନ୍ତ ଚାଲୁ ରହିବ ଅଭିଯାନ ।

ଭୁବନେଶ୍ୱର, ୨୫/୦୯(ପିପିଟି): ଭୁବନେଶ୍ୱରକୁ ସ୍ବତନ୍ତ୍ର ଜିଲ୍ଲା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି ଭୁବନେଶ୍ବର ଜିଲ୍ଲା ଅଭିଯାନ। ଜିଲ୍ଲା ଅଭିଯାନର ମୁଖ୍ୟ ଲିଙ୍ଗରାଜ ସାହୁଙ୍କ ନେତୃତ୍ବରେ ଆଜି ବିଭିନ୍ନ ଅନୁଷ୍ଠାନର…
Read More...

ବର୍ଷାରେ ଭାଙ୍ଗିଲା ପାଞ୍ଚ ପରିବାରର ଘର, ବଢିଲା ଚିନ୍ତା।

ପୋଲସରା ,୨୫/୦୯(ପିପିଟି): ଲଗାଣ ବର୍ଷାରେ ଦୁର୍ବଳ ହୋଇପଡିଥିବା ଘରର କାନ୍ଥ ଭୁଶୁଡି ପଡିବା ପରେ ଏବେ ଚିନ୍ତାରେ ସୋଡ଼କ ନୂଆସାହିର ପାଞ୍ଚ ପରିବାର। ବର୍ଷାର ପ୍ରଭାବରେ ସାହିର ସବିତା ବରଡ, ଜୟନ୍ତୀ ପ୍ରଧାନ, ଝୁନୁ ପ୍ରଧାନ,…
Read More...

ପୋଲସରାରେ ନବ ଭାରତ ସାକ୍ଷରତା “ଉଲ୍ଲାସ” ପରୀକ୍ଷା ।

ପୋଲସରା ,୨୫/୦୯(ପିପିଟି) :ପୋଲସରା ବ୍ଲକ ସ୍ତରୀୟ ଉଲ୍ଲାସ ନବ ଭାରତ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ଅନ୍ତର୍ଗତ ମୋଟ ୧୧ ଗୋଟି…
Read More...

ପ୍ରବଳ ବର୍ଷାରେ ୪ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ।

କୋଦଳା,୨୫/୦୯(ପିପିଟି):ଲଘୁଚାପ ଜନିତ ୩ ଦିନ ଧରି ଲଗାଣ ବର୍ଷା ଲୋକଙ୍କ ଉପରେ ଦାଉ ସାଧିଚି। ବର୍ଷା ଓ ପବନରେ କୋଦଳା ଠାରୁ କଞ୍ଚଣା ରାସ୍ତାର ଲୁହାଶଙ୍ଖ ନିକଟରେ ମୁଖ୍ୟ ରାସ୍ତା ଉପରେ ବଡ଼ ଗଛ ପଡି ରାସ୍ତା ଅବରୋଧ ହେବା ସହ…
Read More...

ଗାଈ ପରେ ଷଣ୍ଢ: ମୃତ୍ୟୁଫାନ୍ଦ ପାଲଟିଛି ନିର୍ମାଣାଧୀନ କୋଠାର ଗାତ ।

ବ୍ରହ୍ମପୁର,୨୫/୦୯(ପିପିଟି): ବ୍ରହ୍ମପୁର ସହରରେ ନିର୍ମାଣାଧୀନ କୋଠା ପରିସରରେ ଅସୁରକ୍ଷିତ ଭାବେ ଖୋଲା ରହିଥିବା ଗଭୀର ଗାତ ପୁଣିଥରେ ପଶୁଙ୍କ ପାଇଁ ମୃତ୍ୟୁଫାନ୍ଦ ପାଲଟିଛି । ହରିଡ଼ାଖଣ୍ଡି ପୋଖରୀ ନିକଟ ଶନି ମନ୍ଦିର…
Read More...

“ସମ୍ବନ୍ଧ” ମେଗା ସଦସ୍ୟତା ଅଭିଯାନ ଆରମ୍ଭ;ମହିଳା ଓ ଯୁବପିଢ଼ିଙ୍କୁ ସମବାୟରେ ସାମିଲ ପାଇଁ ଆହ୍ଵାନ ।

ଛତ୍ରପୁର,୨୫/୦୯(ପିପିଟି): ଓଡ଼ିଶା ସମବାୟ ନୀତି-୨୦୨୬ ଅଧୀନରେ ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସମାବେଶୀ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ସମ୍ବନ୍ଧ’ ମେଗା ସଦସ୍ୟତା ଅଭିଯାନର ଗଞ୍ଜାମ ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଆଜି…
Read More...