ବର୍ଷାରେ ଭାଙ୍ଗିଲା ଘର କାନ୍ଥ, ଅନ୍ୟ ଘରେ ଆଶ୍ରୟ।

ବୋଲଗଡ଼, ୨୫/୯ (ପିପିଟି): ଲଗାଣ ବର୍ଷା ଜଳ ଏବେ ଗରିବ ପରିବାର ପାଇଁ କାଳ ସାଜିଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସଂପୁର ଗ୍ରାମର ବାଉତିପାଟଣା ସାହିରେ ଥିବା ପବିତ୍ର ମହାନ୍ତିଙ୍କ ବାସଗୃହରେ ବନ୍ୟା ଜଳ…
Read More...

ସରକାରୀ ପଞ୍ଜିକୃତ ହେଲା ଉପଖଣ୍ଡ ସ୍ତରୀୟ ବରିଷ୍ଠ ନାଗରିକ ସଂଘ ।

ବାଲିଗୁଡ଼ା, ୨୫/୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ବରିଷ୍ଠ ନାଗରିକ ସଂଘ ସୋସାଇଟି ଆକ୍ଟ, ୧୮୬୦ ଅନୁଯାୟୀ ସରକାରୀ ଭାବେ ପଞ୍ଜିକୃତ ହୋଇଛି। ସଂଘର ପଞ୍ଜିକରଣ ନମ୍ବର ୧/୨୦୨୫୨୬୦୯୦୦୦୦୧/୨୦୨୬-୨୭…
Read More...

ଜରା ଜିର୍ଣ୍ଣ କ୍ୱାର୍ଟର୍ସରେ ୧୦୮ କର୍ମଚାରୀ,ବର୍ଷା ହେଲେ ଗଳୁଛି ପାଣି ।

​କଲ୍ୟାଣସିଂହପୁର, ୨୫/୦୯: ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଲୋକଙ୍କ ଜୀବନ ବଞ୍ଚାଉଥିବା ଆମ୍ବୁଲାନ୍ସ କର୍ମଚାରୀ ଏବେ ନିଜେ ଅସୁରକ୍ଷିତ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ସରକାରୀ ବ୍ଲକ…
Read More...