Browsing Category

ଜିଲ୍ଲା

ଟାଟା ପାୱାରର ମନମାନୀ; କର୍ମଚାରୀ ମାରଣନୀତିକୁ ନେଇ ଅସନ୍ତୋଷ ।

ଭଞ୍ଜନଗର, ୦୫/୧୦(ପିପିଟି ):ଟାଟା ପାୱାର ଓଡ଼ିଶାରେ ବିଦ୍ୟୁତ ଯୋଗାଣ ଦାୟିତ୍ୱ ଗ୍ରହଣ କରିବା ଠାରୁ ବିଦ୍ୟୁତ ଉପଭୋକ୍ତା ଓ କର୍ମଚାରୀ ମହଲରେ ଅସନ୍ତୋଷ ଦେଖାଦେଇଛି।ଗଞ୍ଜାମ ଜିଲା ଭଞ୍ଜନଗର ସର୍କଲ ରେ କାର୍ଯ୍ୟରତ ଠିକା…
Read More...

ଥାର୍ ଗାଡ଼ିରେ ଗଞ୍ଜେଇ ଚାଲାଣ ; ଜଣେ ଗିରଫ ।

ଭଞ୍ଜନଗର, ୦୫/୧୦(ପିପିଟି): ବାରମ୍ବାର ପଡୋଶୀ କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ବିଭାଗକୁ ବେଆଇନ ଚୋରା ଗଞ୍ଜେଇ ଚାଲାଣ ରୋକିବାରେ ସଫଳତା ମିଳିଛି।…
Read More...

ମାଲକାନଗିରିରେ ୧୭ ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ ।

ମାଲକାନଗିରି, ୦୫/୧୦(ପିପିଟି): ମାଲକାନଗିରି ଜିଲ୍ଲାର ଯୁବକ-ଯୁବତୀମାନଙ୍କୁ ଦକ୍ଷତା ବିକାଶ ସହ ନିଯୁକ୍ତିର ସୁଯୋଗ ପ୍ରଦାନ ଲକ୍ଷ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ…
Read More...

ଉପଖଣ୍ଡ ସ୍ତରୀୟ ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ।

ବ୍ରହ୍ମପୁର,୦୫/୧୦(ପିପିଟି): ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାରଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ଶାରଦୀୟ ଦୁର୍ଗାପୂଜା ବୈଠକ ଅନୁଷ୍ଠିତ ହୋଇଛି । ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଉକ୍ତ ବୈଠକରେ ୪୫…
Read More...

ବ୍ରହ୍ମପୁରରେ ଜନଶୁଣାଣି ଶିବିର, ୧୧୫ ଅଭିଯୋଗ ଗ୍ରହଣ ।

ବ୍ରହ୍ମପୁର,୦୫/୧୦(ପିପିଟି): ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ଶୁଣାଣି କରି ତ୍ୱରିତ ସମାଧାନ ନିମନ୍ତେ ଆଜି ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା…
Read More...

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।

ଯାଜପୁର, ୦୫/୧୦(ପିପିଟି ): ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର…
Read More...

ରାଜପଥ ଉପରେ ପରିବା ହାଟ, ଯାତାୟାତ ବିପର୍ଯ୍ୟସ୍ତ ।

ଯାଜପୁର,୦୫/୧୦(ପିପିଟି): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବାରବାଟୀ ପଞ୍ଚାୟତର ଗଣେଶ ବଜାର ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଦୈନିକ ପରିବା ହାଟ ବସୁଥିବାରୁ ଯାତାୟାତ ସମସ୍ୟା ଗୁରୁତର ହୋଇଛି। ପ୍ରତିଦିନ…
Read More...

ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରଅନୁଷ୍ଠିତ, ଅଭିଯୋଗ କାରି କହିଲେ ଏ ସବୁ ପ୍ରହସନ ।

ବେଗୁନିଆପଡା ,୦୫/୧୦(ପିପିଟି ):ସୋମବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ମର୍ଦ୍ଦମେଖ   ପଞ୍ଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ…
Read More...

ସେବା ସେତୁ ଅଭିଯାନରେ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସହାୟତା ବଣ୍ଟନ ।

ମାଲକାନଗିରି,୦୫/୧୦(ପିପିଟି): ସରକାରୀ ଯୋଜନା ଓ ସେବାଗୁଡ଼ିକୁ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ନିକଟରେ ସହଜରେ ପହଞ୍ଚାଇବା ଏବଂ ଗ୍ରାମାଞ୍ଚଳବାସୀଙ୍କ ବିଭିନ୍ନ ପ୍ରଶାସନିକ ସମସ୍ୟାର ସରଳ ଓ ସ୍ୱଚ୍ଛ ସମାଧାନ ନିମନ୍ତେ…
Read More...

ଡିସେମ୍ବର ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସମ୍ପୂର୍ଣ୍ଣ ଲକ୍ଷ୍ୟ ।

ନୟାଗଡ଼,୦୫/୧୦(ପିପିଟି ): ଦୀର୍ଘ ତିନି ଦଶନ୍ଧିର ପ୍ରତୀକ୍ଷାର ଅନ୍ତ ଘଟାଇ ବହୁପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପକୁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଜୋରଦାର…
Read More...