Browsing Category
ଜିଲ୍ଲା
ଗୋବରାରେ ଦୂର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ ।
ବେଲଗୁଣ୍ଠା, ୦୭/୧୦(ପିପିଟି): ବେଲଗୁଣ୍ଠା ବ୍ଲକ୍ ଗୋବରା ମୁଖ୍ୟ ସଡ଼କରେ ଚଳିତବର୍ଷ ପ୍ରଥମ ଥର ପାଇମ ମାଆ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେବ। ଏହି ଅବସରରେ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ବିଘ୍ନ ବିନାୟକ ପୂଜା କମିଟି…
Read More...
Read More...
୨୪୫ କିଲୋ ଗଞ୍ଜେଇ ଓ ବସ୍ ଜବତ, ଦୁଇ ଗିରଫ ।
ମାଲକାନଗିରି ,୦୭/୧୦(ପିପିଟି):ମାଲକାନଗିରିରୁ ଛତିଶଗଡ଼କୁ ସୋମବାର ଦିନ ଚୋରାଚାଲାଣ ହେଉଥିବା ୨୪୫ କେଜି ଗଞ୍ଜେଇ ଛତିଶଗଡ଼ର ଗୋରେଲା-ପେଣ୍ଡ୍ରା-ମରୱାହି ଜିଲ୍ଲା ପୁଲିସ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୧ କୋଟି ୨୨ ଲକ୍ଷ…
Read More...
Read More...
ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ।
ମାଲକାନଗିରି, ୦୭/୧୦ପିପିଟି): ରାଜ୍ୟରେ ଜନସେବା, ଦେଶଭକ୍ତି ଏବଂ ସାମାଜିକ ଦାୟିତ୍ୱବୋଧର ବାର୍ତ୍ତା ପ୍ରସାର କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା 'ବିକଶିତ ଭାରତ ସେବା ସଂକଳ୍ପ ଅଭିଯାନ' ଅଧୀନରେ 'ସେବା ଜ୍ୟୋତି ମଶାଲ…
Read More...
Read More...
ପାର୍କିଂ ଅଭାବରୁ ମୂଖ୍ୟ ରାସ୍ତା ଟ୍ରାଫିକ ଜାମ ।
ରାଉରକେଲା,୦୭/୧୦: ରାଉରକେଲାର ଜନଗହଳିପୂର୍ଣ୍ଣ ମେନ୍ ରୋଡ୍ ଅଞ୍ଚଳରେ ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥା ନଥିବାରୁ ଟ୍ରାଫିକ ସମସ୍ୟା ଦିନକୁ ଦିନ ଗୁରୁତର ହେଉଛି। ରାସ୍ତାର ଉଭୟ ପାର୍ଶ୍ୱରେ ବାଇକ୍ ଓ କାର୍ ପାର୍କିଂ…
Read More...
Read More...
ବିଜେପି ,କଂଗ୍ରେସ ଛାଡି ବିଜେଡିରେ ମିଶ୍ରଣ ।
ମାଲକାନଗିରି ,୦୬/୧୦(ପିପିଟି): ମାଲକାନଗିରି ଜିଲ୍ଲାର କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତୁମସାପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜିର ପଦଯାତ୍ରା କାର୍ଯ୍ୟକ୍ରମ ରେ…
Read More...
Read More...
ବୋଲଗଡ଼ରେ ଓଲଟିଲା ସାର ବୋଝେଇ ଟ୍ରକ୍ – ଅଳ୍ପକେ ବର୍ତିଲା ଜୀବନ।
ବୋଲଗଡ଼, ୦୬/୧୦ (ପିପିଟି): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବୋଲଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକ ସାର ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ…
Read More...
Read More...
ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି ।
ବାଲିଗୁଡା, ୦୬/୧୦ (ପିପିଟି): ଘରେ କେହି ନଥିବାର ସୁଯୋଗ ନେଇ ଝରକା ବାଟେ ପଶି ସୁନା ଅଳଙ୍କାର ଚୋରି। ଚୋରି କରିଥିବା ସୁନା ବିକ୍ରି କରି ସେହି ଟଙ୍କାରେ ଟ୍ରାକ୍ଟର କିଣିଥିବା ଅଭିଯୋଗରେ କୋଟଗଡ଼ ପୁଲିସ ୩ ଜଣଙ୍କୁ ଗିରଫ…
Read More...
Read More...
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର, ମନ୍ତ୍ରୀଙ୍କ ଦ୍ୱାରା ଟ୍ରାଇ ସାଇକେଲ ବଣ୍ଟନ।
ପୋଲସରା,୦୬/୧୦ (ପିପିଟି): ଆଜି ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ପଞ୍ଚାୟତ ସମିତି ଦ୍ଵାରା ଆୟୋଜିତ ହୋଇଯାଇଛି। ବ୍ଳକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନଙ୍କ…
Read More...
Read More...
ବିଦ୍ୟୁତ୍ ଆଘାତରେ ଯୁବକ ମୃତ ।
ବେଲଗୁଣ୍ଠା, ୦୬/୧୦(ପିପିଟି):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଆମ୍ବପୁଆ ପଞ୍ଚାୟତ ଅନ୍ତର୍ଗତ ଚଢ଼ିଆପଲ୍ଲୀ ଗ୍ରାମ ପଣସସାହିରେ ବିଦ୍ୟୁତ୍ ଆଘାତରେ କୃଷ୍ଣ ଡାକୁଆ (୪୨)ଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳ ପ୍ରାୟ ୮ଟା…
Read More...
Read More...
ନୀରବି ଗଲା କିରିରି-ମିରିରି ସ୍ୱର, ସ୍ମୃତି ହେବାକୁ ବସିଲେଣି ଘରଚଟିଆ-ବାଇଚଢେଇ ।
ବୋଲଗଡ଼,୦୬/୧୦ (ପିପିଟି):ସକାଳର ସେ ମଧୁର କିରିରି-ମିରିରି ଆଜି ଆଉ ଶୁଭୁନି। ଚାଳ ଛପରର ସେ ଚଞ୍ଚଳ ଅତିଥି ଘରଚଟିଆ ଆଉ ନିପୁଣ ବାୟା ଶିଳ୍ପୀ ବାଇଚଢେଇ ଏବେ ବିଲୁପ୍ତ ପଥେ। ପ୍ରକୃତିର ଏହି କୋମଳ ସନ୍ତାନମାନେ ଧୀରେ ଧୀରେ ଆମ…
Read More...
Read More...