Browsing Category

ଜିଲ୍ଲା

ବିଭିନ୍ନ ଦାବି ନେଇ ଓଡିଶା ବନ୍ଦ ବ୍ରହ୍ମପୁରରେ ଆୟୋଜିତ ।

ବ୍ରହ୍ମପୁର,୦୮/୧୦(ପିପିଟି): ଶାସକ ଭାଜପାର ବିଜୟ ପାଇଁ ଦେଶର ନିର୍ବାଚନ କମିଶନଙ୍କ ଖୋଲାଖୋଲି ଭୋଟ ଚୋରୀକୁ ବିରୋଧ କରି ତଥା ଜନଗଣଙ୍କ ଅନ୍ୟାନ୍ୟ ଦାବି ନେଇ ବିରୋଧୀ ଦଳମାନଙ୍କ ଦ୍ଵାରା ଆହୂତ ଓଡିଶା ବନ୍ଦ ଆଜି ବ୍ରହ୍ମପୁରରେ…
Read More...

ଓଡିଶା ବନ୍ଦ ଡାକରା ଚିକିଟି – ପାତ୍ରପୁର ବ୍ଲକରେ ଆଂଶିକ ସଫଳ ।

ଚିକିଟି,୦୮/୧୦(ପିପିଟି):କଂଗ୍ରେସ,ସିପିଆଇ(ଏମ ) ଏବଂ ଫରୱାର୍ଡ଼ ବ୍ଲକ ର ମିଳିତ ନେତୃତ୍ୱରେ ଶତାଧିକ ଯୁବକଙ୍କୁ ନେଇ ଏକ ବାଇକ ରାଲି ପାତ୍ରପୁରରୁ ବାହାରିଥିଲା । ଉକ୍ତ ବାଇକ ରାଲି ଜରଡ଼ା, ସୁରଙ୍ଗୀ, ଧାନଘର, ଚିକିଟି ଗଡ଼,…
Read More...

ଶୁଭେଚ୍ଛା ବାର୍ତ୍ତା ନାଁରେ ଲୁଟ୍ ନୁହେଁ, ସତ୍ୟ ଓ ନିଷ୍ଠାରେ ଖବର ପରିବେଷଣ ହିଁ ମା’ଙ୍କ ପ୍ରକୃତ ପୂଜା ।

ବୋଲଗଡ଼,୦୮/୧୦ (ପିପିଟି):ପାଖେଇ ଆସିଲାଣି ମା'ଙ୍କ ପର୍ବ ଶାରଦୀୟ ଦୁର୍ଗାପୂଜା। ଚାରିଆଡେ ସାଜସଜ୍ଜା, ମା'ଙ୍କ ଆଗମନର ଉଲ୍ଲାସ। ହେଲେ ଏହି ଭକ୍ତି ଓ ଆନନ୍ଦ ଭିତରେ କିଛି ଲୋକଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ପାଲଟିଛି।…
Read More...

ତାଳସରରେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ ।

ବେଗୁନିଆପଡ଼ା ,୦୭/୧୦(ପିପିଟି ):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ତାଳସର ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ତାଳସର ଗ୍ରାମର କୃଷ୍ଣ ସ୍ବାଇଁଙ୍କ ସ୍ତ୍ରୀ ରଞ୍ଜିତା…
Read More...

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଏଲ୍‌ଏସ୍‌ଡବ୍ଲ୍ୟୁସିଏ ବୈଠକ ।

ଛତ୍ରପୁର,୦୭/୧୦(ପିପିଟି): ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନକୁ ଅଧିକ ଗତିଶୀଳ କରିବା ଓ ନୂତନ ନିବେଶକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଆଜି ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ…
Read More...

ବେଗୁନିଆପଡା ଠାରେ ୭୦ତମ ଜିଲ୍ଲା ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ।

କୋଦଳା,୦୭/୧୦(ପିପିଟି ): ବୁଧବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ସ୍ଥିତ ବାପୁଜୀ ଷ୍ଟାଡିୟମ ଠାରେ ୧୪ ଏବଂ ୧୭ ବର୍ଷରୁ କମ ବାଳକ ଓ ବାଳିକା ବର୍ଗକୁ ନେଇ ୭୦ତମ ଗଞ୍ଜାମ ଜିଲ୍ଲା…
Read More...

ପୋଲସରା ବିଜେଡିର “ଜନ ସମ୍ପର୍କ ପଦଯାତ୍ରା”।

ପୋଲସରା,୦୭/୧୦ (ପିପିଟି): ଆଜି ଠାରୁ ପୋଲସରା ବିଜେଡିର "ଜନ ସମ୍ପର୍କ ପଦଯାତ୍ରା" ଶୁଭାରମ୍ଭ ହୋଇଯାଇଛି। ବ୍ଲକର ମଧୁପଲ୍ଲୀ ପଞ୍ଚାୟତ ସୁନାରୀବୁଗୁଡ଼ା ଠାରୁ ପଦଯାତ୍ରା ଆରମ୍ଭ ହୋଇ ବୁଢ଼େଇଶୁଣି ପଞ୍ଚାୟତର ଲକ୍ଷ୍ମଣପଲ୍ଲୀ…
Read More...