Browsing Category

ଜିଲ୍ଲା

ସାନଘାଗରାରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି ‘ପ୍ରକୃତି ନିବାସ’ ।

କେନ୍ଦୁଝର, ୨୮/୧୦: ପ୍ରକୃତିର ମନୋରମ ପରିବେଶ, ଜଙ୍ଗଲର ସବୁଜିମା, ଦେଶୀ ଖାଦ୍ୟ ଓ ଆଦିବାସୀ ସଂସ୍କୃତିର ଅନନ୍ୟ ଅନୁଭୂତି ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି କେନ୍ଦୁଝରର ସାନଘାଗରାସ୍ଥିତ ‘ପ୍ରକୃତି ନିବାସ’। ବନବିଭାଗ…
Read More...

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ, ଏସ୍.ଓ.ପି କାର୍ଯ୍ୟକାରିତା ଯାଞ୍ଚ।

ବୋଲଗଡ଼,୨୭/୧୦ (ପିପିଟି): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦଶହରା ଅବକାଶ ପରେ ବିଦ୍ୟାଳୟ ମଙ୍ଗଳବାର ଖୋଲିବା ପରିପ୍ରେକ୍ଷୀରେ ଏବଂ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ଅଧିକାରୀ…
Read More...

ସାମ୍ବାଦିକ ହେବା ସହଜ, ସାମ୍ବାଦିକତା ନିଭାଇବା କଷ୍ଟ।

ବୋଲଗଡ଼, ୨୭/୧୦(ପିପିଟି): ପାନ ଦୋକାନରେ ପାନ-ଗୁଟଖା ବିକୁଥିବା ବ୍ୟକ୍ତି କହୁଛି "ମୁଁ ସାମ୍ବାଦିକ"। ସନ୍ଧ୍ୟା ହେଲେ ମଦ ଭାଟିରେ ମାତାଲ ହୋଇ ଗଡୁଥିବା ବ୍ୟକ୍ତି ଗର୍ବରେ କହୁଛି - "ମୁଁ ସାମ୍ବାଦିକ"। ମୋବାଇଲରେ ଗୋଟେ…
Read More...

ବାତ୍ୟା ମୁକାବିଲା ପାଇଁ ସଜାଗ ଗଞ୍ଜାମ ପ୍ରଶାସନ;୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ, ୧୧୦ ଆଶ୍ରୟସ୍ଥଳୀ ପ୍ରସ୍ତୁତ ।

ଛତ୍ରପୁର,୨୭/୧୦(ପିପିଟି): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ମୁକାବିଲା ଓ ଜନସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ଏନେଇ ମଙ୍ଗଳବାର ଛତ୍ରପୁର ଠାରେ ଆୟୋଜିତ…
Read More...

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର ,୨୬/୧୦(ପିପିଟି):ପୋଖରୀପୁଟ ମଧୁସୂଦନ ପାର୍କ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ବୈଠକ ଏଜି ଛକ ନିକଟସ୍ଥ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ନିର୍ମଳ ଚନ୍ଦ୍ର ସାମଲ ଙ୍କ ଅଧକ୍ଷତରେ…
Read More...

ଯାଜପୁର ମେଡିକାଲ କଲେଜରେ ତୃତୀୟ ବ୍ୟାଚ୍ MBBS ଛାତ୍ରଛାତ୍ରୀଙ୍କ ନିମନ୍ତେ ‘ହ୍ୱାଇଟ୍ କୋଟ୍’ ଓ ଶପଥ ଗ୍ରହଣ ଉତ୍ସବ…

ଯାଜପୁର, ୨୬/୧୦(ପିପିଟି ):ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ (MJKMCH) ର ଅଡିଟୋରିୟମରେ ୨୦୨୬–୨୦୨୭ ଶିକ୍ଷାବର୍ଷର ତୃତୀୟ ବ୍ୟାଚ୍ MBBS ଛାତ୍ରଛାତ୍ରୀଙ୍କ ପାଇଁ ‘ହ୍ୱାଇଟ୍ କୋଟ୍’ (White…
Read More...

ଯାଜପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଯାଜପୁର, ୨୬/୧୦(ପିପିଟି): ଦୁର୍ନୀତିମୁକ୍ତ ସମାଜ ଗଠନ ତଥା ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ସଚ୍ଚୋଟତା ଓ ଉତ୍ତରଦାୟିତ୍ୱବୋଧକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ଯାଜପୁର ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି…
Read More...

ଆରମ୍ଭ ହେଲା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ।

ଛତ୍ରପୁର,୨୬/୧୦(ପିପିଟି): ଦୁର୍ନୀତିମୁକ୍ତ ସମାଜ ଗଠନ ସହ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ସାଧୁତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬।…
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳିତ ।

ଭଞ୍ଜନଗର, ୨୬/୧୦(ପିପିଟି): ଦୁର୍ନୀତିମୁକ୍ତ ସମାଜ ଗଠନ ଏବଂ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା,ସଚ୍ଚୋଟତା ଓ ଉତ୍ତରଦାୟିତ୍ୱ ବୋଧ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳନ ଅବସରରେ ଭଞ୍ଜନଗର…
Read More...