Browsing Category
ଜିଲ୍ଲା
୮ ଅକ୍ଟୋବର ଓଡ଼ିଶା ବନ୍ଦ ପାଇଁ ଖୋର୍ଦ୍ଧାରେ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ।
ଖୋର୍ଦ୍ଧା,୦୪/୧୦(ପିପିଟି):ଇଣ୍ଡିଆ ବ୍ଲକ ଅଂଶୀଦାର ଦଳ ସମୂହ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାବ୍ୟାପି ଗଣତନ୍ତ୍ର ବଞ୍ଚାଓ ସପ୍ତାହ ଶୁଭାରମ୍ଭ କରାଯାଇଛି l ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ୮…
Read More...
Read More...
ସ୍ତ୍ରୀଙ୍କ ଫଟୋ ଓ ଭିଡିଓ ଭାଇରାଲ ଅଭିଯୋଗରେ ସ୍ୱାମୀ ଗିରଫ ।
ପୁରୀ, ୦୪/୧୦: ସ୍ତ୍ରୀଙ୍କ ଫଟୋ ଓ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଏବଂ ତାଙ୍କୁ ଅପମାନିତ କରିବା ଅଭିଯୋଗରେ ପୁରୀ ସାଇବର ଥାନା ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଶନିବାର ଅଦାଲତକୁ ପଠାଇଛି। ଜାମିନ…
Read More...
Read More...
ପାର୍ବଣ ପୂର୍ବରୁ ଦୁଗ୍ଧଜାତ ଖାଦ୍ୟର ମାନ ଯାଞ୍ଚ ଦାବି – ନକଲି ପନିର୍ ଆତଙ୍କରେ ବୋଲଗଡ଼ ।
ବୋଲଗଡ଼,୦୪/୧୦(ପିପଟି):ସାମ୍ନାରେ ଦଶହରା ପାର୍ବଣ, ଘରେ ଘରେ ଉତ୍ସବର ମାହୋଲ। ହେଲେ ଏହି ଉତ୍ସବ ବେଳେ ହିଁ ଆପଣ ଯେଉଁ ମିଠା ନିଜ ପିଲା ହାତରେ ଦେଉଛନ୍ତି, ତାହା ଅମୃତ ନା ବିଷ? ଏହି ପ୍ରଶ୍ନ ଏବେ ବୋଲଗଡ଼ ଅଞ୍ଚଳରେ ବଡ଼…
Read More...
Read More...
ସାତନଳ ସାଇପ୍ରଭା ଗୁରୁକୁଳରେ ବିଜ୍ଞାନ ମେଳା ଅନୁଷ୍ଠିତ ।
ବେଗୁନିଆପଡ଼ା ,୦୩/୧୦(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ଅନ୍ତର୍ଗତ ସାତନଳ ସ୍ଥିତ ସାଇପ୍ରଭା ଗୁରୁକୁଳ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ଏକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଏହି ବିଦ୍ୟାଳୟର ୫୦ ଜଣ…
Read More...
Read More...
ଭୋଟର ତାଲିକାରେ ନାମ ସାମିଲ ପାଇଁ ୨୦୦୨ ମସିହା ତଥ୍ୟ ବାଧ୍ୟତାମୂଳକ ନୁହେଁ ।
ମାଲକାନଗିରି,୦୩/୧୦(ପିପିଟି): ମାଲକାନଗିରି ଜିଲ୍ଲାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପ୍ରକ୍ରିୟା ସଫଳତାର ସହ ସମାପ୍ତ ହୋଇଥିବା ପରିପ୍ରେକ୍ଷୀରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
Read More...
Read More...
ପୋଲସରାରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ।
ପୋଲସରା,୦୩/୧୦ (ପିପିଟି) : ଆଜି ପୋଲସରାରେ ୧୧ଗୋଟି କ୍ଲଷ୍ଟରରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଭାବରଡ଼ା କ୍ଲଷ୍ଟରରେ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା। ଭାବରଡ଼ା ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ…
Read More...
Read More...
ପୋଲସରା ବ୍ଲକ ସ୍ତରୀୟ ତୃତୀୟ ଏବଂ ପଞ୍ଚମ ଶ୍ରେଣୀର ମେଧା ବୃତ୍ତି ପରୀକ୍ଷା।
ପୋଲସରା ,୦୩/୧୦(ପିପିଟି): ଆଜି ସମଗ୍ର ରାଜ୍ୟରେ ତୃତୀୟ ଏବଂ ପଞ୍ଚମ ଶ୍ରେଣୀର ଅଧ୍ୟୟନରତ ଛାତ୍ର ଓ ଛାତ୍ରୀମାନଙ୍କୁ ନେଇ ମେଧା ବୃତ୍ତି ପରୀକ୍ଷା -୨୦୨୬ ଅନୁଷ୍ଠିତ ହୋଇଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ ମଧ୍ୟ…
Read More...
Read More...
ମରଣଯନ୍ତା ପାଲଟିଛି ତାଳଧାଡ଼ି ଛକ-କଳାମାଟିଆ ରାସ୍ତା ।
ବେଗୁନିଆପଡ଼ା,୦୩/୧୦(ପିପିଟି): ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତର ମାଳବେଲପଡ଼ା ତାଳଧାଡ଼ି ଛକଠାରୁ କଳାମାଟିଆ ପର୍ଯ୍ୟନ୍ତ ଥିବା ଗଞ୍ଜାମ ସୀମାବର୍ତ୍ତୀ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାର…
Read More...
Read More...
ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ମୁଷ୍ଟିଯୁଦ୍ଧ (ବକ୍ସିଂ) ପ୍ରତିଯୋଗିତାରେ ସୁବର୍ଣ୍ଣପୁର ମାଟିର ଝିଅଙ୍କ ସଫଳତା ।
ସୁବର୍ଣ୍ଣପୁର ,୦୩/୧୦(ପିପିଟି ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ପଞ୍ଚାୟତ…
Read More...
Read More...
ନୟାପଲ୍ଲୀ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ, ଗୁଳିମାଡ଼ରେ ଆହତ ।
ଭୁବନେଶ୍ୱର,୦୩/୧୦(ପିପିଟି ): ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ବନ୍ଧୁକ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ କମିଶନରେଟ୍ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଚନ୍ଦକା ଅଞ୍ଚଳରୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ,…
Read More...
Read More...