Browsing Category

ଅପରାଧ

ବାଇକ୍ ଲୁଟେରା ଗିରଫ; ସାଇକେଲ ଓ ବାଇକ୍ ଜବତ ।

ଭଞ୍ଜନଗର, ୦୫/୦୯(ପିପିଟି):ଗଞ୍ଜାମ ଜିଲା ତାରସିଂ ପୋଲିସ ଶୁକ୍ରବାର ଜଣେ ବାଇକ ଲୁଟେରାଙ୍କୁ ଗିରଫ କରିଛି। ସେ ହେଲେ ନାରାୟଣପାଟଣା ଗ୍ରାମର ନାରାୟଣ ନାୟକ। ପୋଲିସ ତାଙ୍କ ଠାରୁ ୨ଟି ଚୋରା ବାଇକ, ୩ ଟି ସାଇକେଲ ଜବତ କରିଛି।…
Read More...

ଚାରି କ୍ଵିଣ୍ଟାଲ ୩୯ କିଲୋ ଗଞ୍ଜେଇ ଜବତ ।

ମାଲକାନଗିରି, ୦୨/୦୯(ପିପିପି):ଖଇରପୁଟ ବ୍ଲକ ସୁନାନଗର ଗ୍ରାମ ନିକଟସ୍ଥ ପତ୍ରିପାଖନା ଜଙ୍ଗଲରେ ୧୮ ଗୋଟି ଜରି ବସ୍ତାରେ ଗଞ୍ଜେଇ ଭର୍ତ୍ତି କରାଯାଇ ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ଗଛିତ ରଖା ଯାଇଥିବା ବେଳେ ବିଶ୍ବସ୍ତ…
Read More...

ଶହେ କେଜି ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ ।

ମାଲକାନଗିରି,୦୧/୦୯(ପିପିଟି):ମାଲକାନଗିରି ପୋଲିସ ପାଟ୍ରୋଲିଂ ବେଳେ ଏକ କାର୍ ରୁ ୧୦୦ କେଜି ଗଞ୍ଜେଇ ଜବତ କରିଛି । ଏହା ବ୍ୟତିତ ଗଞ୍ଜେଇ ଚୋରା ଚାଲାଣ କରୁଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି।…
Read More...

ବାଇକ୍ ସହ ଗଞ୍ଜେଇ ଜବତ; ୨ଗିରଫ ।

ଭଞ୍ଜନଗର, ୩୧/୦୮(ପିପିଟି):ଗତକାଲି ଦିନ ୧୧ଟା ସମୟରେ ଏସ୍ଆଇ ଜ୍ୟୋସ୍ନା ମୟୀ ସାହୁ ଅନ୍ୟ ପୋଲିସ କର୍ମଚାରୀମାନଙ୍କ ସହିତ ଭଞ୍ଜନଗର ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଡହ ଡ୍ୟାମ୍ ନିକଟରେ ଦୁଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ…
Read More...

ଭଞ୍ଜନଗର ପୁଲିସ ହାବୁଡ଼ରେ ବ୍ରାଉନ୍‌ସୁଗାର୍ ରାକେଟ୍, ୩ ଗିରଫ।

ଭଞ୍ଜନଗର, ୨୨/୦୮(ପିପିଟି):ଭଞ୍ଜନଗର ଏବଂ ଏହାର ଆଖପାଖ ଅଞ୍ଚଳ ଗତ କିଛିବର୍ଷ ହେଲା ଧଳାଜହର ବା ବ୍ରାଉନ୍‌ସୁଗାର କାରବାର ପାଇଁ ସତେ ଯେପରି ନିରାପଦ ଅଞ୍ଚଳ ପାଲଟିଥିଲା। ନିଶା ବେପାରୀମାନେ କଲେଜ ପଢୁଆ ଛାତ୍ର, ବିଭିନ୍ନ ବସ୍ତି…
Read More...

୩୦ଲିଟର ଦେଶୀ ମଦ ଜବତ, ଜଣେ ଗିରଫ ।

ଭଞ୍ଜନଗର, ୧୩/୦୮(ପିପିଟି):ଗତକାଲି ସନ୍ଧ୍ୟାରେ ବେଲଗୁଣ୍ଠା ପୋଲିସ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଡିମିରିପଲି ଛକ ନିକଟ ନୂଆଗାଁ ହରିଜନ ସାହିର କାଳିଆ ନାଏକ (୩୨) ତାଙ୍କ ଘର ପଛ ପଟେ ଦେଶୀ ମଦ ବିକ୍ରି କରୁଛନ୍ତି ସୂଚନା…
Read More...

ବେଆଇନ ପିସ୍ତଲ ଓ ୨ଜୀବନ୍ତ ଗୁଳି ଜବତ, ଯୁବକ ଗିରଫ ।

ଭଞ୍ଜନଗର, ୧୧/୦୮(ପିପିଟି):ଭଞ୍ଜନଗର ଥାନା ଇଲାକାରେ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ବେଆଇନ ବନ୍ଧୁକ ପୋଲିସର ହସ୍ତଗତ ହେବାରେ ଲାଗିଛି।ଯାହା ଫଳରେ ଅନେକ ଅପରାଧିକ ଘଟଣା ରୋକିବାରେ ପୋଲିସ ସକ୍ଷମ ହୋଇପାରିଛି।ଗତକାଲି…
Read More...

ତାର ସିଂ ପୁଲିସ୍ ଦ୍ୱାରା ପିସ୍ତଲ ଓ ଗୁଳି ଜବତ; ୨ ଗିରଫ ।

ଭଞ୍ଜନଗର, ୦୮/୦୮(ପିପିଟି) : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ପକ୍ଷରୁ ଆଜି ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତାରସିଂ ଥାନା ଅଧିନ ରୁଢାପଦର ଗ୍ରାମର ବିଭୂତି ଭୂଷଣ ରଥ ଓ…
Read More...

ଡ଼କାୟତି ଯୋଜନାକୁ ପଣ୍ଡ କଲା ବେଲଗୁଣ୍ଠା ପୋଲିସ୍ ।

ବେଲଗୁଣ୍ଠା,୦୫/୦୮(ପିପିଟି) : ବେଲଗୁଣ୍ଠା ସହରରେ ବଡ଼ ଧରଣର ଡ଼କାୟତି ପାଇଁ ଚାଲିଥିଲା ଯୋଜନା । ଡକାୟତ ଗ୍ୟାଙ୍ଗ୍ କାଜୁ ଜଙ୍ଗଲ ଭିତରେ ଅନ୍ଧାର ରାତିରେ ଅସ୍ତ୍ରଶସ୍ତ୍ର ସହ ପ୍ରସ୍ତୁତ ହେଉଥିଲେ ବଡ଼ ଧରଣର ଲୁଟ୍ ପାଇଁ । କିନ୍ତୁ…
Read More...

ଗୁଡୁଙ୍କୁ ସଂଘବଦ୍ଧ ହତ୍ୟାକାଣ୍ଡରେ ଆଉ ତିନି ଗିରଫ ।

ପୋଲସରା,୩୧/୦୭ (ପିପିଟି) : ଜୁଲାଇ ୨୨ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ପୋଲସରା ସହରରେ ସଂଘବଦ୍ଧ ଆକ୍ରମଣରେ ଗୁଡୁ ଓରଫ ରାକେଶ ପ୍ରଧାନ ମୃତ୍ୟୁ ବରଣ କରିଥିବା ବେଳେ କେଶ ନଂ ୫୨୦/୨୫ ପ୍ରକାରେ ପୋଲସରା ଥାନାରେ ଏକ ମାମଲା ରୁଜୁ…
Read More...