Browsing Category

ଅପରାଧ

କାରର କାଚ ଭାଙ୍ଗି ଲୁଟେରା ମାନେ ଲୁଟି ନେଲେ ୨ ଲକ୍ଷ ।

ଅନୁଗୋଳ,୨୩/୦୭: କାରର କାଚ ଭାଙ୍ଗି ଲୁଟେରା ମାନେ ଲୁଟି ନେଲେ ୨ ଲକ୍ଷ ଟଙ୍କା । ଦୋକାନକୁ ଲୁଗା କିଣିବାକୁ ଯାଇ ଫେରିବା ବେଳକୁ ଲୁଟେରା ମାନେ ଟଙ୍କା ଲୁଟି କରି ମାରିଲେ ଚମ୍ପଟ । ଏଭଳି ଘଟଣା ଅନୁଗୋଳ ସହର ଶିକ୍ଷକପଡା…
Read More...

ଗତକାଲି ରାତିରେ ଚୋରୀ କରିଥିବା ଅଭିଯୁକ୍ତ ଆଜି ଗିରଫ ।

ଯାଜପୁର , ୧୧/୦୭(ପିପିଟି):ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଗୋପବନ୍ଧୁ ନଗରରେ ଜଣେ ବ୍ୟକ୍ତିଙ୍କ ଘରୁ ୫ଲକ୍ଷ ଟଙ୍କା ଚୋରୀ କରି ଫେରାର ହୋଇଯାଇଥିବା ଦୁର୍ବୁତକୁ ପୁଲିସ ଗିରଫ କରିବା ସହ ତାନିକଟରୁ ୪ଲକ୍ଷ ୧୯ ହଜାର…
Read More...

ସୁନା ଦୋକାନରୁ ସୁନା ଚୋରି, ୫ ବର୍ଷ ପରେ ଦୁଇ ଚୋର ଗିରଫ ।

ମାଲକାନଗିରି,୨୯/୦୬(ପିପିଟି):ମାଲକାନଗିରିର ଏକ ସୁନା ଦୋକାନରୁ ଗତ ୫ ବର୍ଷ ପୂର୍ବେ ଚୋରି ହୋଇଥିଲା ବେଳେ ଦୀର୍ଘ ୫ ବର୍ଷ ପରେ କେରଳ ରାଜ୍ୟର କନ୍ୟାକୁମାରୀରୁ ୨ ଜଣ ଚୋରଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନଙ୍କ…
Read More...

୪୪ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ଗିରଫ ।

ବେଗୁନିଆପଡା ,୨୬/୦୬(ପିପିଟି):ଗଞ୍ଜାମ ବେଗୁନିଆପଡ଼ା ପୋଲିସ ପକ୍ଷରୁ ଚଢାଉ କରାଯାଇ ଓଡନଇ ଖରଖରୀ ବ୍ରିଜ ନିକଟରୁ ୪୪ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…
Read More...

ଇନୋଭା କାରରେ ଗଞ୍ଜେଇ ଚୋରା ଚାଲାଣ; ୩ଗିରଫ ।

ଭଞ୍ଜନଗର, ୨୩/୦୬(ପିପିଟି ):ପ୍ରତିଦିନ କନ୍ଧମାଳ ଜିଲ୍ଲାରୁ ବିଭିନ୍ନ ରାସ୍ତାଦେଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି।ଅନେକ ସମୟରେ ପୋଲିସ ଓ ଅବକାରୀ ବିଭାଗ ଏହାକୁ ରୋକିବାରେ ସଫଳ ହେଉଥିଲେ ମଧ୍ୟ…
Read More...

ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ।

କୋଦଳା ,୨୨/୦୬(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବେଗୁନିଆପଡ଼ା ପୋଲିସ ।ଗତକାଲି ଅପରାହ୍ନ ରେ କେ…
Read More...

ମାଓ ଡମ୍ପ ଠାବ, ବିପୁଳପରିମାଣ ମାରଣାସ୍ତ୍ର ଜବତ ।

ମାଲକାନଗିରି, ୧୫/୦୬(ପିପିଟି):ନକ୍ସଲ ବିରୋଧୀ ଅଭିଯାନ ସମୟରେ ମାଲକାନଗିରି ଡିଭିଏଫ ଜବାନଙ୍କୁ ବଡ଼ ଧରଣର ସଫଳତା ପ୍ରାପ୍ତ ହୋଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସପି ବିନୋଦ ପାଟିଲ ପ୍ରକାଶ କରିଛନ୍ତି…
Read More...

ସଙ୍ଘବଦ୍ଧ ଆକ୍ରମଣ ଘଟଣାରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ସମେତ ୫ ଗିରଫ ।

ଭଞ୍ଜନଗର, ୧୨/୦୬(ପିପିଟି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡ଼ା ଗ୍ରାମରେ ଏକ ସଙ୍ଘବଦ୍ଧ ଆକ୍ରମଣ ଓ ଗଣ୍ଡଗୋଳ ଘଟଣା ସାମ୍ନାକୁ ଆସିଛି।ଗଞ୍ଜାମ ଜିଲ୍ଲାକୁ ଅପରାଧ ମୁକ୍ତ…
Read More...

ବାଲିଗୁଡ଼ାରେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ : ଗଞ୍ଜେଇ ସହ ଟୟୋଟା କାର ଜବତ ।

ବାଲିଗୁଡ଼ା,୦୯/୦୬ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ ୫୯ ନଂ.ଜାତୀୟ ରାଜପଥ ସୀତାପଡ଼ି ଗ୍ରାମ ନିକଟରେ ମଙ୍ଗଳବାର ପାଟ୍ରୋଲିଂ କରୁଥିବା ସମୟରେ ଏକ ଟୟୋଟା କାରକୁ ଅଟକାଇ ତଲାସି କରିବା ସମୟରେ ସେଥିରୁ ୨୩…
Read More...

ଆନ୍ତଃରାଜ୍ୟ ଜୁଆ ଆଡ୍ଡା ଉପରେ ରାଉରକେଲା ପୋଲିସର ବଡ଼ ଧରଣର ଚଢ଼ାଉ ।

ରାଉରକେଲା,୦୮/୦୬:ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ସକ୍ରିୟ ଆନ୍ତଃରାଜ୍ୟ ଜୁଆ ଆଡ୍ଡା ଉପରେ ରାଉରକେଲା ପୋଲିସର ବଡ଼ ଧରଣର ଚଢ଼ାଉ,ନଗଦ ୨୮.୩୯ ଲକ୍ଷ ଟଙ୍କା ସମେତ ସୁନା, ରୂପା ଅଳଙ୍କାର, ଯାନବାହନ ଜବତ; ୨ ଅଭିଯୁକ୍ତ ଗିରଫ ଅପରାଧ ଏବଂ…
Read More...