ଓଡ଼ିଶା ସୂଚନା ସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।

ଭୁବନେଶ୍ୱର, ୦୯ /୧୦(ପିପିଟି):ଓଡ଼ିଶା ସୂଚନା ସେବା ଅଧିକାରୀମାନଙ୍କ ପାଇଁ ଆୟୋଜିତ ଏକଦିବସୀୟ ଦିଗଦର୍ଶନ କାର୍ଯ୍ୟକ୍ରମର ଦ୍ୱିତୀୟ ବୈଷୟିକ ଅଧିବେଶନରେ "ସୋସିଆଲ ମିଡିଆ ଟ୍ରେଣ୍ଡ: ସରକାରୀ ସୂଚନା ଅଧିକାରୀଙ୍କ ପାଇଁ ସୁଯୋଗ…
Read More...

ମାଲ୍ ପରିବହନରେ ପୂର୍ବତଟ ରେଲୱେର ନୂଆ ରେକର୍ଡ, ୬ ମାସରେ ୧୨୦.୭୬ ନିୟୁତ ଟନ୍ ବୋଝେଇ ।

ଭୁବନେଶ୍ୱର,୦୯/୧୦(ପିପିଟି ):ପରିବହନ କ୍ଷେତ୍ରରେ ପୂର୍ବତଟ ରେଲୱେ ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ଛଅ ମାସରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଏହି ଜୋନ୍ ମୋଟ ୧୨୦.୭୬ ନିୟୁତ ଟନ୍…
Read More...

ରାଜ୍ୟସ୍ତରୀୟ ସମୂହ ଆଥେଲେଟିକ୍ସରେ ମାଲକାନଗିରି କ୍ରୀଡ଼ାବିତଙ୍କୁ ୮ ପଦକ ।

ମାଲକାନଗିରି, ୦୯/୧୦(ପିପିଟି): କେନ୍ଦୁଝର ଠାରେ ଗତ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ୭୦ତମ ରାଜ୍ୟ ବିଦ୍ୟାଳୟ ସମୂହ ଆଥେଲେଟିକ୍ସ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର କ୍ରୀଡାବିତ୍ ମାନେ ଚମତ୍କାର ପ୍ରଦର୍ଶନ…
Read More...

ମାଲକାନଗିରିରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ ।

ମାଲକାନଗିରି,୦୯/୧୦(ପିପିଟି):ସମଗ୍ର ଶିକ୍ଷା ମାଲକାନଗିରି କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ ଆଧାରିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଶୁଭାରମ୍ଭ ହୋଇଯାଇଛି। ଏହି…
Read More...

ନିଜନିଜ ସମର୍ଥକଙ୍କ ସହ କଲେଜ ପହଞ୍ଚି ଶାନ୍ତିଶୃଙ୍ଖଳାରେ ଭରିଲେ ପ୍ରାର୍ଥୀପତ୍ର ।

ବେଗୁନିଆପଡା ,୦୯/୧୦(ପିପିଟି): ଛାତ୍ର ସଂସଦ ନିର୍ବାଚନ ପାଇଁ ଚଳ ଚଞ୍ଚଳ କଲେଜ କ୍ୟାମ୍ପସ । ଏଥିଲାଗି ସଜବାଜ ହୋଇ ଆଗଭର ହେଲେଣି ଆଶାୟୀ ପ୍ରାର୍ଥୀ । ଦୀର୍ଘ ୮ ବର୍ଷ ପରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ବେଶ୍…
Read More...

ବେଲଗୁଣ୍ଠାରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ ।

ବେଲଗୁଣ୍ଠା, ୦୯/୧୦(ପିପିଟି ):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ପୁଲିସ ଗୁଡ଼ିପଲ୍ଲୀ ଗ୍ରାମ ନିକଟରେ ଚଢ଼ାଉ କରି ଦୁଇଟି ଦେଶୀ ବନ୍ଧୁକ ସମେତ ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।…
Read More...