ଅବକାରୀ ବିଭାଗର ୨ଟି ସ୍ଥାନରେ ଚଢ଼ାଉ : ନକଲି ବିଦେଶୀ ମଦ ଜବତ, ୩ ଗିରଫ ।

ଭଞ୍ଜନଗର ୨୦/୧୧(ପିପିଟି): ଭଞ୍ଜନଗର ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର ହେଉଥିବା ଜାଣି ଏହାକୁ ରୋକିବା ଉପରେ ଆଗଭର ହୋଇଛି ଅବକାରୀ ବିଭାଗ। ଯାହା ଫଳରେ ଦୁଇଟି ପୃଥକ୍ ସ୍ଥାନରେ ଚଢ଼ାଉ କରି ମୋଟ ୨୭ ଲିଟର ୬୬୦ ମିଲିଲିଟର…
Read More...

ବାତ୍ୟା ଅକଭାନର ପ୍ରଭାବ: ମର୍ଦ୍ଦକୋଟ ମହୁରିଆ ସାହିରେ ପଶିଲା ପାଣି ।

ବେଗୁନିଆପଡ଼ା୨୦/୧୧(ପିପିଟି ): ବାତ୍ୟା ଆକଭାନ ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ୍ ଅଞ୍ଚଳରେ ଲାଗି ରହିଥିବା ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ବ୍ଲକ୍ ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର ମହୁରିଆ ସାହି…
Read More...

ଚାରି ଅସହାୟ ଶିଶୁଙ୍କ ଘରେ ପହଞ୍ଚିଲେ ଜିଲ୍ଲା ଶିକ୍ଷା ଅଧିକାରୀ ।

ମାଲକାନଗିରି, ୧୯/୧୧(ପିପିଟି): ମାଲକାନଗିରି ପୌରାଞ୍ଚଳ ତଳସାହିରେ ରହୁଥିବା ୪ ଜଣ ଅସହାୟ ଶିଶୁଙ୍କ ବିଷୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା,…
Read More...

ବାତ୍ୟା ବେଳେ ମନେ ପଡ଼େ କଚ୍ଚା ଘରକଥା,ବାତ୍ୟା ପରେ ପକ୍କା ଘର ପାଇଁ ଯୋଜନା ନାହିଁ ।

ବୋଲଗଡ଼,୨୦/୧୧ (ପିପିଟି): ବାତ୍ୟା ଆସିଲେ ମନେ ପଡେ ଆଶ୍ରୟସ୍ଥଳୀ, ବାତ୍ୟା ଆକ୍‌ଭନ ପାଇଁ ବୋଲଗଡ଼ ବ୍ଲକରେ ୫ଟି କଲ୍ୟାଣ ମଣ୍ଡପ ସମେତ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକକୁ ମିଶାଇ ମୋଟ ୫୨ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ।…
Read More...

ରାସ୍ତା ଉପରେ ଜମିଲା ପାଣି, ଚିଙ୍ଗୁଡିଖୋଲ ମୁଖ୍ୟ ରାସ୍ତା ବନ୍ଦ ।

ବେଗୁନିଆପଡ଼ା,୨୦/୧୧(ପିପିଟି ):ବାତ୍ୟା ଆକୱାନ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଚିଙ୍ଗୁଡ଼ିଖୋଲ ରାସ୍ତା ବନ୍ଦ । ମୁଖ୍ୟ ରାସ୍ତାରେ ପାଣି ଜମି ରହିବାରୁ ଯାତାୟାତରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସାଧାରଣ ଲୋକ…
Read More...

ମୁଣ୍ଡୁଳା ଗାଁ ଭିତରେ ଆଣ୍ଠୁଏ ପାଣି, ଘର ଭିତରେ ପଶିଲା ପାଣି ।

କୋଦଳା ,୨୦/୧୧(ପିପିଟି): ବାତ୍ୟା ଅକଭାନ ପ୍ରଭାବ ଫଳରେ ମୁଣ୍ଡୁଳା ଗାଁ ଭିତରେ ପଶିଲା ପାଣି। ଜଳାର୍ଣ୍ଣବ ହେଲା ଗାଁ ଦାଣ୍ଡ । ଘର ଭିତରେ ପଶିଲା ପାଣି ।ବର୍ଷା ହେଲେ ରାସ୍ତା ନୁହେଁ, କୃତ୍ରିମ ପୋଖରୀରେ ପରିଣତ ହେଉଛି…
Read More...

ଏଡ୍‌ଟେକ୍ ସଂସ୍ଥା ‘ଭାନ୍‌ଜୁ’କୁ ଜିଲ୍ଲା ଖାଉଟି ଆୟୋଗଙ୍କ ଝଟ୍‌କା: ସୁଧ ସହ ୩୯,୨୬୨ ଟଙ୍କା ଫେରସ୍ତ ଓ ୩୫…

ବ୍ରହ୍ମପୁର,୨୦/୧୧(ପିପିଟି): ଅନଲାଇନ୍ ଶିକ୍ଷାଦାନ ନାଁରେ ପାଠ୍ୟକ୍ରମ ଫି' ନେବା ପରେ ସେବାରେ ତ୍ରୁଟି ଏବଂ ନିୟମ ଅନୁଯାୟୀ ଟଙ୍କା ଫେରସ୍ତ ନକରିବା ଏଡ୍‌ଟେକ୍ ସଂସ୍ଥା 'ଭାନ୍‌ଜୁ' (Bhanzu) ପାଇଁ ମହଙ୍ଗା ପଡ଼ିଛି ।…
Read More...

ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୩୮ ହଜାରରୁ ଊର୍ଦ୍ଧ୍ୱ ଲୋକ ସ୍ଥାନାନ୍ତରିତ, ୫୮୯ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର…

ବ୍ରହ୍ମପୁର,୧୯/୧୧(ପିପିଟି):ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’ର ମୁକାବିଲା ତଥା ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆଗୁଆ ପ୍ରସ୍ତୁତି ସହ ବିଭିନ୍ନ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ…
Read More...

ବ୍ରହ୍ମପୁର ସହରରେ ଜଳ ନିଷ୍କାସନ ପାଇଁ ଅଗ୍ନିଶମ ବିଭାଗର ବ୍ୟାପକ ପ୍ରସ୍ତୁତି ।

ବ୍ରହ୍ମପୁର,୧୯/୧୧(ପିପିଟି): ସହରର ବିଭିନ୍ନ ଜଳବନ୍ଦୀ ଓ ଜଳମଗ୍ନ ଅଞ୍ଚଳରୁ ଜଳ ନିଷ୍କାସନ କରିବା ତଥା ଜନସାଧାରଣଙ୍କୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ବ୍ୟାପକ…
Read More...

ପ୍ରଶାସନ ପ୍ରସ୍ତୁତ,୬୨୯୦ ଲୋକଙ୍କୁ ସ୍ଥାନାନ୍ତର ।

ଚିକିଟି,୧୯/୧୧(ପିପିଟି): ସମ୍ଭାବ୍ୟ ବାତ୍ୟା ଆକୱାନ ସଫଳ ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ଜୋରସୋର ଉଦ୍ୟମ ଜାରି ରହିଛି । ଆଜି ମଧ୍ୟାହ୍ନରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅଭିନାଶ କୁମାର ବାତ୍ୟା ଆଶ୍ରୟ ସ୍ଥଳୀକୁ ଯାଇ ସ୍ଥିତି…
Read More...