‘ସାଧୁତାରୁ ସମୃଦ୍ଧି’ ବାର୍ତ୍ତା ନେଇ ସଚେତନତା ଶୋଭାଯାତ୍ରା, ଅଧିକାରୀ ଓ କର୍ମଚାରୀଙ୍କ ଶପଥ ପାଠ ।

ଛତ୍ରପୁର,୩୧/୧୦(ପିପିଟି): ଦୁର୍ନୀତିମୁକ୍ତ ସମାଜ ଗଠନ ସହ ସରକାରୀ କାର୍ଯ୍ୟଧାରାରେ ସ୍ୱଚ୍ଛତା, ସଚ୍ଚୋଟତା ଓ ଉତ୍ତରଦାୟିତ୍ୱର ମୂଲ୍ୟବୋଧକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ‘ସାଧୁତାରୁ ସମୃଦ୍ଧି’ ବାର୍ତ୍ତା ସହ ଗଞ୍ଜାମ…
Read More...

ଭବିଷ୍ୟତ ପାଇଁ ମୁଁ ଚିନ୍ତିତ, ପ୍ରତ୍ୟେକ ଭାରତୀୟ ଦେଶପାଇଁ ପାଞ୍ଚ ମିନିଟ ଚିନ୍ତା କରନ୍ତୁ, ଦେଶ ବଦଳି ଯିବ । ଜାଗ ଓ…

ଭୁବନେଶ୍ଵର, ୩୧/୧୦ (ପିପିଟି): ଓଡିଶାର ଅଧ୍ୟାତ୍ମ ଜଗତରେ ଜଣେ ପ୍ରତିଷ୍ଠିତ ନାମ ଶ୍ରୀମଦ୍ ବାବା ବଳିଆ । ନିଜର ସାଧନା ତଥା ସେବା ବଳରେ ଜନମାନସରେ ଜଣେ ସମାଜର ସୁଚିନ୍ତକ ଓ ସଂସ୍କାରକ ଭାବେ ସେ ସୁପରିଚିତ । ଗଣତନ୍ତ୍ରର…
Read More...

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ; ସଚେତନତା ଶୋଭାଯାତ୍ରା ଓ ଶପଥ ଗ୍ରହଣ ।

ମାଲକାନଗିରି,୩୧/୧୦(ପିପିଟି): ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ଶାଖା, ମାଲକାନଗିରିର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
Read More...

ଜାତୀୟ ଏକତା ଓ ସାମାଜିକ ସଦଭାବନା ପଦଯାତ୍ରା ।

ମାଲକାନଗିରି,୩୧/୧୦(ପିପିଟି): ଜାତୀୟ ଏକତା, ଭାଇଚାରା ଓ ସାମାଜିକ ସଦ୍‌ଭାବନାର ବାର୍ତ୍ତା ନେଇ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଆଜି ଏକ ଭବ୍ୟ ‘ଏକତା ପଦଯାତ୍ରା’ ଆୟୋଜିତ ହୋଇଯାଇଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ…
Read More...

ଧାନଫସଲ କ୍ଷୟକ୍ଷତିର ସହାୟତା ନେଇ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ।

ପୋଲସରା,୩୧/୧୦ (ପିପିଟି): ବାତ୍ୟା ଅର୍ଣ୍ଣବ ପ୍ରଭାବ ରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପୋଲସରା ଅଞ୍ଚଳର ୨୬ ଗୋଟି ପଂଚାୟତର ୧୩୬ ଗୋଟି ରାଜସ୍ବ ଗ୍ରାମରେ ପ୍ରାୟ ୯ ହଜାର ହେକ୍ଟର ଚାଷ ଜମିରେ ଧାନଫସଲ…
Read More...

‘ଅର୍ଣ୍ଣବ’ ଜନିତ ବନ୍ୟା ଓ ରିଲିଫ୍ ପରିଚାଳନା ପାଇଁ ଗଞ୍ଜାମରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିୟୋଜିତ ହେଲେ ୧୦…

ଭୁବନେଶ୍ୱର,୩୧/୧୦(ପିପିଟି): ‘ଅର୍ଣ୍ଣବ’ ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ରିଲିଫ୍ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୦ ଜଣ ସହକାରୀ କମିଶନର, ନିର୍ବାହୀ…
Read More...

ବୁରୁଖାଟ-ଗଞ୍ଜାମ ସୀମା ରାସ୍ତାରୁ ହଟିଲା ପାହାଡ଼ ଅଳିଆ; ଗାଡ଼ି ଚଳାଚଳ ସ୍ୱାଭାବିକ ।

ବ୍ରହ୍ମପୁର,୩୧/୧୦(ପିପିଟି): ବୁରୁଖାଟରୁ ଗଞ୍ଜାମ ସୀମାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଭୂସ୍ଖଳନ ଯୋଗୁଁ ଜମି ରହିଥିବା ପାହାଡ଼ିଆ ମାଟି ଓ ପଥର ଅଳିଆକୁ ପ୍ରଶାସନ ପକ୍ଷରୁ ସଫା କରାଯାଇଛି । ଏହା ଫଳରେ ଏହି ରାସ୍ତାରେ…
Read More...

ବଡ଼ବଡୁଆଙ୍କୁ ଡାକିବାକୁ କାଉଁରିଆ କାଠିର ଅଭାବ,ହଜି ଯାଉଛି ନଳିତା ଚାଷ, ନିରବ କୃଷି ବିଭାଗ।

ବୋଲଗଡ଼, ୩୧/୧୦ (ପିପିଟି):ଆଉ ଦିନ କେଇଟା ପରେ ଆସୁଛି ଆଲୋକର ପର୍ବ ଦୀପାବଳି। ଓଡ଼ିଆ ପରମ୍ପରା ଅନୁସାରେ ଏହି ଦିନ ଗାଁ ଗଣ୍ଡାରେ ପିଠା ପଣା କରି ଘର ଆଗରେ ବଡ଼ବଡୁଆଙ୍କୁ ଡାକିଥାନ୍ତି "ବଡ଼ ବଡୁଆ ହୋ, ଅନ୍ଧାରରେ ଆସ, ଆଲୋକରେ…
Read More...

ଆତ୍ମସଚେତନତା ଦୁର୍ନୀତି ଦୂର କରିବ ।

ବ୍ରହ୍ମପୁର,୩୧/୧୦(ପିପିଟି): ବ୍ରହ୍ମପୁର ଦୁର୍ନୀତି ନିବାରଣ ଖଣ୍ଡ କାର୍ଯ୍ୟାଳୟ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳନ କରାଯାଇଛି । ଏଥିନିମନ୍ତେ ମହାନଗର ନିଗମ ସମ୍ମିଳନୀ କକ୍ଷରେ ଏକ ଆଲୋଚନାଚକ୍ର…
Read More...

ଘନ କୁହୁଡ଼ିର ଧଳା ଚାଦର ତଳେ ଲୁଚିଲା ସ୍ମାର୍ଟ ସିଟି; ଶୀତର ପ୍ରଥମ ଆଭାସ ।

ଭୁବନେଶ୍ୱର, ୩୧/୧୦(ପିପିଟି) : ବର୍ଷାର ବିଦାୟ ପରେ ଧୀରେ ଧୀରେ ଅନୁଭୂତ ହେଲା ଶୀତର ପ୍ରଭାବ। ଶନିବାର ସକାଳୁ ରାଜଧାନୀ ଭୁବନେଶ୍ୱର ଘନ କୁହୁଡ଼ିର ଏକ ଧଳା ଆସ୍ତରଣରେ ଆଚ୍ଛାଦିତ ହୋଇପଡ଼ିଥିଲା। ଚଳିତ ଋତୁର ପ୍ରଥମ ଘନ…
Read More...