ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ବ୍ରହ୍ମପୁରରେ ପାଳିତ ।

ବ୍ରହ୍ମପୁର,୨୨/୧୧(ପିପିଟି): ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ,ଗଞ୍ଜାମ ଆନୁକୂଲ୍ୟରେ ଆଜି ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ପାଳିତ ହୋଇଯାଇଛି ।…
Read More...

ଜଳସେଚନ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ପଦକ୍ଷେପ ନିମନ୍ତେ ନିର୍ଦ୍ଦେଶ ।

ଭୁବନେଶ୍ୱର,୨୧/୧୧(ପିପିଟି): ସାମ୍ପ୍ରତିକ ବାତ୍ୟା ଆକଭାନ ପ୍ରଭାବ ଓ ପରବର୍ତ୍ତୀ ସ୍ଥିତିର ସମୀକ୍ଷା, ବାତ୍ୟା ଅର୍ଣ୍ଣବ ଯୋଗୁଁ କ୍ଷତିଗ୍ରସ୍ତ ଜଳସେଚନ ଭିତ୍ତିଭୂମିର ପୁନରୁଦ୍ଧାର ଏବଂ ଚାଷୀଙ୍କ ସ୍ୱାର୍ଥରକ୍ଷା ନିମନ୍ତେ…
Read More...

ମାଲକାନଗିରିରେ ୩୮୫ ଶିକ୍ଷକଙ୍କ ପଦୋନ୍ନତି ପାଇଁ ଜିଲ୍ଲାସ୍ତରୀୟ କାଉନସେଲିଂ ଆୟୋଜିତ ।

ମାଲକାନଗିରି, ୨୧/୧୧(ପିପିଟି): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଓଡ଼ିଶା ଆଦେଶ ସଂଖ୍ୟା ୨୦୮୩୪ ତାରିଖ ୧୦-୧୧-୨୦୨୬ ଅନୁସାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ,ମାଲକାନଗିରି ତରଫରୁ…
Read More...

ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ ।

ଭୁବନେଶ୍ୱର, ୨୧/୧୧(ପିପିଟି): ନବଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ବହୁମୁଖୀ ପ୍ରତିଭା ଓ ଅବଦାନ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ତାଙ୍କର ବଳିଷ୍ଠ ନେତୃତ୍ୱ ଓ ତ୍ୟାଗପୂତ ଜୀବନ…
Read More...

ପାଣି ଘେର ରେ ଧନଞ୍ଜୟ ପୁର,ଯାତାୟାତରେ ଅସୁବିଧା ।

ବେଗୁନିଆପଡା,୨୧/୧୧(ପିପିଟି ): ବାତ୍ୟା ଅକଭାନ ପ୍ରଭାବ ଫଳରେ ବେଗୁନିଆପଡା ବ୍ଲକ ଦିଗାପଡା ପଞ୍ଚାୟତ ଧନଞ୍ଜୟପୁର ଗାଁ ଭିତରେ ପଶିଲା ପାଣି। ଜଳାର୍ଣ୍ଣବ ହେଲା ଗାଁ ଦାଣ୍ଡ । ଘର ଭିତରେ ପଶିଲା ପାଣି । କୃତ୍ରିମ ପୋଖରୀରେ…
Read More...

ପୋଲସରାର ଓଇରାଣୀ ଓ ଖଜୁରୀବନ୍ଧର ଉନ୍ନତି ଏବଂ ସୋଦର୍ଯ୍ୟକରଣ ସକାଶେ ୧୦ କୋଟି ଅନୁଦାନ ମଞ୍ଜୁର।

ପୋଲସରା ,୨୧/୧୧(ପିପିଟି): ପୋଲସରା ସହରର ଦୁଇଟି ପୁରାତନ ଜଳାଶୟ ଓଇରାଣୀ ଓ ଖଜୁରୀ ବନ୍ଧର ଉନ୍ନତି ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ଏମ୍‌ଏସ୍‌ବିୱାଇ ଯୋଜନାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଉଭୟ…
Read More...

ଅକଭାନ୍ ର ସଫଳ ମୁକାବିଲା: ସ୍ଥିତି ସ୍ୱାଭାବିକ, କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ।

ଭୁବନେଶ୍ବର ,୨୧ /୧୧(ପିପିଟି ):ଆଜି ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର( ଏସଇଓସି) କାର୍ଯ୍ୟାଳରେ ଏସଆରସି  ରାଜେଶ ପ୍ରଭାକର ପାଟିଲ ସ୍ୱାଭାବିକ ସ୍ଥିତି, କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ଉପରେ…
Read More...

କ୍ରେଡିଟ୍ କାର୍ଡ ଠକେଇ ମାମଲାରେ ଖାଉଟି ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଗ୍ରାହକଙ୍କ ୪୬ ହଜାର ଟଙ୍କାର ଋଣ ଦାବି ଖାରଜ,…

ବ୍ରହ୍ମପୁର,୨୧/୧୧(ପିପିଟି): ସାଇବର ଠକେଇ ଓ କ୍ରେଡିଟ୍ କାର୍ଡ ଜନିତ ଅନାଧିକୃତ କାରବାର ମାମଲାରେ ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ (ବ୍ରହ୍ମପୁର) ଗ୍ରାହକଙ୍କ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।…
Read More...

ପଞ୍ଚାୟତକୁ ତୁରନ୍ତ ପାଣ୍ଠି ପ୍ରଦାନ କରିବାକୁ ରାଷ୍ଟ୍ରୀୟ ସରପଞ୍ଚ ସଂଗଠନ ସଭାପତି ରବି ରଥଙ୍କ ଦାବି ।

ବ୍ରହ୍ମପୁର,୨୧/୧୧(ପିପିଟି): ପଞ୍ଚାୟତ ନିର୍ବାଚନ ପାଇଁ କାଉଣ୍ଟଡାଉନ୍‌‍ ଆରମ୍ଭ ହେଲାଣି । ସବୁ ଦଳ ରଣନୀତିରେ ମାତିଲେଣି । କିନ୍ତୁ ପଞ୍ଚାୟତ ବିକାଶ ପାଇଁ କାହାର ଚିନ୍ତା ନାହିଁ । ନୂଆ ଆର୍ଥିକବର୍ଷ(୨୦୨୬-୨୭)ରେ ରାଜ୍ୟର…
Read More...

ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬ରେ ‘ଫାଷ୍ଟେଷ୍ଟ ମୁଭର’ ବର୍ଗରେ ଓଡ଼ିଶାକୁ ଜାତୀୟ ସମ୍ମାନ ।

ଭୁବନେଶ୍ୱର, ୨୧/୧୧(ପିପିଟି): ପିଏମ୍ ସ୍ୱନିଧି ଯୋଜନାର ସଫଳ ରୂପାୟଣ ଓ ଦ୍ରୁତ ଅଗ୍ରଗତି ପାଇଁ ‘ବେଷ୍ଟ ପରଫର୍ମିଂ – ଫାଷ୍ଟେଷ୍ଟ ମୁଭର’ ବର୍ଗରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରି ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬ରେ…
Read More...