ପୂର୍ବତନ ସାଂସଦ ଲଡୁ କିଶୋର ସ୍ବାଇଁଙ୍କ ୬ଷ୍ଠ ଶ୍ରାଦ୍ଧ ବାର୍ଷିକ ପାଳିତ।

କବିସୂର୍ଯ୍ୟ ନଗର,୦୫/୦୨(ପିପିଟି): ପୂର୍ବତନ ସାଂସଦ ଲଡୁ କିଶୋର ସ୍ବାଇଁଙ୍କ ୬ଷ୍ଠ ଶ୍ରାଦ୍ଧ ବାର୍ଷିକ ପଥରା ଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନଙ୍କ ସଭାପତିତ୍ବ ସ୍ମୃତି ସଭାରେ…
Read More...

ଜାଲ ସାର୍ଟିଫିକେଟ ଦେଇ ଚାକିରି,ଶିକ୍ଷକ ବହିଷ୍କୃତ।

ବ୍ରହ୍ମପୁର,୦୫/୦୨(ପିପିଟି): ଜାଲ ଓଟିଇଟି ସାର୍ଟିଫିକେଟ ଦେଇ ଚାକିରି କରୁଥିଲେ ଶିକ୍ଷକ। ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକର ସିନ୍ଧୁଗୁଡା ୟୁପିଏସ ର ଶିକ୍ଷକ ପ୍ରମୋଦ କୁମାର ବିଷୋୟୀ ଜାଲ ଓଟିଇଟି ସାର୍ଟିଫିକେଟ ଦେଇ ଚାକିରି…
Read More...

ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ।

ପୋଲସରା,୦୫/୦୨(ପିପିଟି): ପୋଲସରା ବ୍ଲକ ଜେମାଦେଇପୁର ଶାସନ ଗ୍ରାମର ମଙ୍ଗୁଳୁ ପରିଡ଼ା (ବୟସ - ୨୬) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ…
Read More...

ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

ପୋଲସରା ,୦୪/୦୨(ପିପିଟି) ; ଆଜି ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ -୨୦୨୫ ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…
Read More...

ବୋଲଗଡ଼ ମଣ୍ଡଳ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଉଦଯାପିତ।

ବୋଲଗଡ଼,୦୪/୦୨(ପିପିଟି):ତାଳତୁମ୍ବ ସ୍ଥିତ ପଶିମେଶ୍ୱର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୋଲଗଡ଼ ମଣ୍ଡଳ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଏବଂ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ମେଳା…
Read More...

ବିଶ୍ଵ କର୍କଟ ଦିବସ ଅବସରରେ କ୍ରାନ୍ତି ତରଫରୁ ସଚେତନ କାର୍ଯ୍ୟକ୍ରମ।

ବ୍ରହ୍ମପୁର,୦୪/୦୨(ପିପିଟି): ବିଶ୍ବ କର୍କଟ ଦିବସ ଅବସରରେ "ଆସ ମିଳିମିଶି ସଚେତନ କରିବା,କର୍କଟ ମୁକ୍ତ ଭାରତ ଗଠନ କରିବା" ଏହି ବାର୍ତ୍ତା ଦେଶବାସୀଙ୍କୁ ଆହ୍ବାନ ଦେବାପାଇଁ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ…
Read More...

ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ପରିଚୟପତ୍ର ଓ ସହାୟତା ବିତରଣ ।

ମାଲକାନଗିରି, ୦୪/୦୨(ପିପିଟି) :ଓଡିଶା କୋଠା ବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧୀନରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ, ମାଲକାନଗିରି ମିଳିତ ଆନୁକୂଲ୍ୟରେ…
Read More...

କେ. ବରିଡାରେ ଅଗ୍ନିକାଣ୍ଡ ।

କୋଦଳା,୦୪/୦୨(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କେ. ବରିଡା ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇ ଯାଇଥିବା ଜଣାଅଡ଼ିଛି । ସୂଚନା ଅନୁଯାଇ କେ. ବରିଡା…
Read More...

ସରସ୍ୱତୀ ପୂଜାରେ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ।

ଭଞ୍ଜନଗର, ୦୪/୦୨(ପିପିଟି):ଭଞ୍ଜନଗର ମୁଖ୍ୟ ଡାକ ଘର ଠାରେ ମହା ସମାରୋହରେ ବିଦ୍ୟାଦାତ୍ରୀ ମା'ସରସ୍ବତୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି।ଏହି ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ…
Read More...