ପ୍ରେମ ପ୍ରତାରଣା ମାମଲା ବଢୁଛି, ୭ ମାସରେ ଭୁବନେଶ୍ୱରରେ ୧୦୩ ମାମଲା ।

ଭୁବନେଶ୍ୱର,୦୭/୧୦(ପିପିଟି ):ପ୍ରେମ ସମ୍ପର୍କ ପରେ ପ୍ରତାରଣା, ବିବାହର ପ୍ରତିଶ୍ରୁତି ଦେଇ ଧୋକା ଓ ଶାରୀରିକ ସମ୍ପର୍କ ପରେ ସମ୍ପର୍କ ଛିନ୍ନ କରିବା ଭଳି ଅଭିଯୋଗକୁ ନେଇ ମାମଲା ବଢ଼ିବାରେ ଲାଗିଛି। ବିଧାନସଭାରେ ଉପସ୍ଥାପିତ…
Read More...

ସାମ୍ବାଦିକତାର ଯୋଗ୍ୟତା କ’ଣ ଦଶମ ପାସ୍ , ସଚେତନ ମହଲରେ ପ୍ରଶ୍ନ ।

ବୋଲଗଡ଼,୦୭/୧୦ (ପିପିଟି): ସାମ୍ବାଦିକତା କ'ଣ ଏତେ ସହଜ ହୋଇଗଲା ? ଏ ପ୍ରଶ୍ନ ଏବେ ପ୍ରତ୍ୟେକ ସଚେତନ ମଣିଷର ମୁହଁରେ। ସାମାଜିକ ଗଣମାଧ୍ୟମରେ ଆଜିକାଲି ଯେଉଁଠି ଦେଖିବ ସେଇଠି ଗୋଟିଏ ବିଜ୍ଞାପନ "ଆମ ଚ୍ୟାନେଲ ପାଇଁ ସାମ୍ବାଦିକ…
Read More...

ରକ୍ତର ପ୍ରତି ବୁନ୍ଦରେ ଜୀବନର ଆଶା ।

ଡଃ ସତ୍ୟଜିତ ନାୟକ, ଆଇପିଏସ୍ ଜୀବନ କେତେ ମୂଲ୍ୟବାନ, ତାହାର ଅନୁଭବ ଆମେ ସବୁବେଳେ କରିନଥାଉ। କିନ୍ତୁ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଯେତେବେଳେ ଜଣେ ରୋଗୀ ଜୀବନ ସହ ସଂଘର୍ଷ କରନ୍ତି ଏବଂ ତୁରନ୍ତ ରକ୍ତର ଆବଶ୍ୟକତା…
Read More...

କ୍ୟାମ୍ପସରେ ଜମିଲା ନିର୍ବାଚନୀ ମାହୋଲ, ଆଶାୟୀ ପ୍ରାର୍ଥୀଙ୍କ କ୍ୟାମ୍ପେନ୍ ଆରମ୍ଭ ।

ଭୁବନେଶ୍ୱର,୦୭/୧୦: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନୀ ମାହୋଲ ଜମିବାରେ ଲାଗିଛି। ଆସନ୍ତାକାଲି ନିର୍ବାଚନୀ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଆଶାୟୀ…
Read More...

ବିଜେପି ,କଂଗ୍ରେସ ଛାଡି ବିଜେଡିରେ ମିଶ୍ରଣ ।

ମାଲକାନଗିରି ,୦୬/୧୦(ପିପିଟି): ମାଲକାନଗିରି ଜିଲ୍ଲାର କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତୁମସାପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜିର ପଦଯାତ୍ରା କାର୍ଯ୍ୟକ୍ରମ ରେ…
Read More...

ବୋଲଗଡ଼ରେ ଓଲଟିଲା ସାର ବୋଝେଇ ଟ୍ରକ୍ – ଅଳ୍ପକେ ବର୍ତିଲା ଜୀବନ।

ବୋଲଗଡ଼, ୦୬/୧୦ (ପିପିଟି): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବୋଲଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକ ସାର ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ…
Read More...

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି ।

ବାଲିଗୁଡା, ୦୬/୧୦ (ପିପିଟି): ଘରେ କେହି ନଥିବାର ସୁଯୋଗ ନେଇ ଝରକା ବାଟେ ପଶି ସୁନା ଅଳଙ୍କାର ଚୋରି। ଚୋରି କରିଥିବା ସୁନା ବିକ୍ରି କରି ସେହି ଟଙ୍କାରେ ଟ୍ରାକ୍ଟର କିଣିଥିବା ଅଭିଯୋଗରେ କୋଟଗଡ଼ ପୁଲିସ ୩ ଜଣଙ୍କୁ ଗିରଫ…
Read More...

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର, ମନ୍ତ୍ରୀଙ୍କ ଦ୍ୱାରା ଟ୍ରାଇ ସାଇକେଲ ବଣ୍ଟନ।

ପୋଲସରା,୦୬/୧୦ (ପିପିଟି): ଆଜି ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ପଞ୍ଚାୟତ ସମିତି ଦ୍ଵାରା ଆୟୋଜିତ ହୋଇଯାଇଛି। ବ୍ଳକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନଙ୍କ…
Read More...

ବିଦ୍ୟୁତ୍ ଆଘାତରେ ଯୁବକ ମୃତ ।

ବେଲଗୁଣ୍ଠା, ୦୬/୧୦(ପିପିଟି):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଆମ୍ବପୁଆ ପଞ୍ଚାୟତ ଅନ୍ତର୍ଗତ ଚଢ଼ିଆପଲ୍ଲୀ ଗ୍ରାମ ପଣସସାହିରେ ବିଦ୍ୟୁତ୍ ଆଘାତରେ କୃଷ୍ଣ ଡାକୁଆ (୪୨)ଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳ ପ୍ରାୟ ୮ଟା…
Read More...