ଓଡ଼ିଶାରେ ମ୍ୟାଲେରିଆ ଚିନ୍ତା ବଢ଼ାଇଲା, ୮ ମାସରେ ୩୭,୮୯୯ ମାମଲା ।

ଭୁବନେଶ୍ୱର, ୦୬/୧୦(ପିପିଟି): ଓଡ଼ିଶାରେ ମ୍ୟାଲେରିଆ ସ୍ଥିତି ଏବେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି। ବିଶେଷକରି ଦୁର୍ଗମ ଓ ପଶ୍ଚିମ ଓଡ଼ିଶାର ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଏହାର ପ୍ରଭାବ ଅଧିକ ରହିଛି। ନ୍ୟାସନାଲ ସେଣ୍ଟର…
Read More...

ନବରାତ୍ରରେ ଗଜବାହନରେ ଆସିବେ ମା’ ଦୁର୍ଗା, ଶୁଭ ସଙ୍କେତ ଦେଉଛି ଆଗମନ ।

ପୁରୀ, ୦୬/୧୦: ଆଶ୍ୱିନ ମାସର ଶକ୍ତି ଉପାସନା କ୍ରମରେ ଶାରଦୀୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି। ନବରାତ୍ରରେ ଜଗତଜନନୀ ମା’ ଦୁର୍ଗାଙ୍କ ଧରାବତରଣକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ପୁରାଣ ଓ ଜ୍ୟୋତିଷ ଶାସ୍ତ୍ରର…
Read More...

ଛାତ୍ର ସଂସଦ ନିର୍ବାଚନରେ କଡ଼ା କଟକଣା: ୭୫% ଉପସ୍ଥାନ ଅନିବାର୍ଯ୍ୟ, ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୫ ହଜାର ।

ଭୁବନେଶ୍ୱର, ୦୬/୧୦: ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଗୁଲ୍‌ ବାଜିଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶାବଳୀ ଜାରି ହୋଇଛି। ଅକ୍ଟୋବର ୯ରେ ନାମାଙ୍କନ ଏବଂ ୧୫ରେ…
Read More...

ଟ୍ରାଏଲ୍ ରନର ୮ମାସ ପରେ ବି ଅନିଶ୍ଚିତ ବାରିପଦା-ଭୁବନେଶ୍ୱର ହେଲିଟ୍ୟାକ୍ସି ।

ବାରିପଦା, ୦୬/୧୦: ବାରିପଦା-ଭୁବନେଶ୍ୱର ମଧ୍ୟରେ ହେଲିଟ୍ୟାକ୍ସି ସେବା ଆରମ୍ଭ ନେଇ ଗତ ଫେବ୍ରୁଆରୀରେ ସଫଳ ପରୀକ୍ଷଣ ହୋଇଥିଲେ ମଧ୍ୟ ଏହାର ବାଣିଜ୍ୟିକ ସେବା ଏଯାଏଁ ଆରମ୍ଭ ହୋଇନାହିଁ। ପରୀକ୍ଷଣକୁ ଇତିମଧ୍ୟରେ ପ୍ରାୟ ୮ ମାସ…
Read More...

ଶାନ୍ତିପୂର୍ଣ୍ଣ କ୍ୟାମ୍ପସ ନିର୍ବାଚନ ପାଇଁ ଏସପି ମାନଙ୍କୁ ଆଇଜି ଡଃ ସତ୍ୟଜିତ ନାୟକଙ୍କ ନିର୍ଦ୍ଦେଶ ।

କଟକ,୦୬/୧୦(ପିପିଟି): ୨୦୨୬-୨୭ ଶିକ୍ଷାବର୍ଷରେ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ଓ ବିଭିନ୍ନ ଛାତ୍ର ସଂଗଠନର ନିର୍ବାଚନକୁ ଶାନ୍ତିପୂର୍ଣ୍ଣ, ଅବାଧ, ନିରପେକ୍ଷ ଓ ସୁଶୃଙ୍ଖଳିତ ଭାବେ ସମ୍ପନ୍ନ…
Read More...

ସେବା ସେତୁରେ ‘ପିଏମ୍ ସୂର୍ଯ୍ୟ ଘର’ ସଚେତନତା କାର୍ଯ୍ୟକ୍ରମ;ଗୋଟିଏ ଦିନରେ ୨୮୦ ଉପଭୋକ୍ତାଙ୍କ ପଞ୍ଜୀକରଣ ।

ଛତ୍ରପୁର,୦୫/୧୦(ପିପିଟି): ମାସବ୍ୟାପୀ ଚାଲୁଥିବା ‘ସେବା ସେତୁ ଅଭିଯାନ’ ଅବସରରେ ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ଆଜି ଛତ୍ରପୁରସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ‘ସେବା ସେତୁ’ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ପିଏମ୍ ସୂର୍ଯ୍ୟ…
Read More...

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଡାକ୍ତର ମାନସ ରଞ୍ଜନ ପଣ୍ଡା…

ମାଲକାନଗିରି,୦୫/୧୦(ପିପିଟି): ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ଡାକ୍ତର ମାନସ ରଞ୍ଜନ ପଣ୍ଡା ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ…
Read More...

ଟାଟା ପାୱାରର ମନମାନୀ; କର୍ମଚାରୀ ମାରଣନୀତିକୁ ନେଇ ଅସନ୍ତୋଷ ।

ଭଞ୍ଜନଗର, ୦୫/୧୦(ପିପିଟି ):ଟାଟା ପାୱାର ଓଡ଼ିଶାରେ ବିଦ୍ୟୁତ ଯୋଗାଣ ଦାୟିତ୍ୱ ଗ୍ରହଣ କରିବା ଠାରୁ ବିଦ୍ୟୁତ ଉପଭୋକ୍ତା ଓ କର୍ମଚାରୀ ମହଲରେ ଅସନ୍ତୋଷ ଦେଖାଦେଇଛି।ଗଞ୍ଜାମ ଜିଲା ଭଞ୍ଜନଗର ସର୍କଲ ରେ କାର୍ଯ୍ୟରତ ଠିକା…
Read More...

ଥାର୍ ଗାଡ଼ିରେ ଗଞ୍ଜେଇ ଚାଲାଣ ; ଜଣେ ଗିରଫ ।

ଭଞ୍ଜନଗର, ୦୫/୧୦(ପିପିଟି): ବାରମ୍ବାର ପଡୋଶୀ କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ବିଭାଗକୁ ବେଆଇନ ଚୋରା ଗଞ୍ଜେଇ ଚାଲାଣ ରୋକିବାରେ ସଫଳତା ମିଳିଛି।…
Read More...