ନୀରବି ଗଲା କିରିରି-ମିରିରି ସ୍ୱର, ସ୍ମୃତି ହେବାକୁ ବସିଲେଣି ଘରଚଟିଆ-ବାଇଚଢେଇ ।

ବୋଲଗଡ଼,୦୬/୧୦ (ପିପିଟି):ସକାଳର ସେ ମଧୁର କିରିରି-ମିରିରି ଆଜି ଆଉ ଶୁଭୁନି। ଚାଳ ଛପରର ସେ ଚଞ୍ଚଳ ଅତିଥି ଘରଚଟିଆ ଆଉ ନିପୁଣ ବାୟା ଶିଳ୍ପୀ ବାଇଚଢେଇ ଏବେ ବିଲୁପ୍ତ ପଥେ। ପ୍ରକୃତିର ଏହି କୋମଳ ସନ୍ତାନମାନେ ଧୀରେ ଧୀରେ ଆମ…
Read More...

ଏସଆଇଆରରେ ବାଦ୍ ପଡ଼ିଥିବା ଯୋଗ୍ୟ ଓ ଯୁବ ଭୋଟରଙ୍କ ନାମ ସାମିଲ ପାଇଁ ଅକ୍ଟୋବର ୭, ୮ ଓ ୯ରେ ଜିଲ୍ଲାରେ ସ୍ୱତନ୍ତ୍ର…

ଛତ୍ରପୁର,୦୬/୧୦(ପିପିଟି): ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପରିପ୍ରେକ୍ଷୀରେ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ ଗଞ୍ଜାମ ସମେତ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ…
Read More...

ଯାଜପୁରରେ ମା’ ବିରଜାଙ୍କ ରଥଯାତ୍ରା ଓ ଦୁର୍ଗାପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।

ଯାଜପୁର, ୦୬/୧୦(ପିପିଟି): ମା’ ବିରଜାଙ୍କ ପବିତ୍ର ରଥଯାତ୍ରା ଏବଂ ଯାଜପୁର ସହରରେ ଆଗାମୀ ଦୁର୍ଗାପୂଜା ପାର୍ବଣକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ଆନନ୍ଦମୟ ପରିବେଶରେ ପାଳନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ…
Read More...

ବେଆଇନ ନିଶାଦ୍ରବ୍ୟ ବିକ୍ରି ଯାଞ୍ଚ ।

ଭୁବନେଶ୍ୱର,୦୬/୧୦(ପିପିଟି): ବେଆଇନ ଭାବେ ନିଶାଦ୍ରବ୍ୟ ଓ ଔଷଧ ବିକ୍ରି ଅଭିଯୋଗକୁ ନେଇ ଭୁବନେଶ୍ୱରର ବିଭିନ୍ନ ମେଡିସିନ ଦୋକାନରେ ଚଢ଼ାଉ ଓ ଯାଞ୍ଚ ଆରମ୍ଭ କରିଛି ଡ୍ରଗ୍ସ କଣ୍ଟ୍ରୋଲ ବ୍ୟୁରୋ ଏବଂ ଓଡ଼ିଶା STF। ନିଶାଦ୍ରବ୍ୟ…
Read More...

ବିବାହ ପୂର୍ବରୁ ଦେଶ ପାଇଁ ଶହୀଦ ରାୟଗଡ଼ାର ଯବାନ ଭି. ତେଜା ।

ରାୟଗଡ଼ା,୦୬/୧୦: ଆସନ୍ତାକାଲି ଥିଲା ୩୧ତମ ଜନ୍ମଦିନ। ଡିସେମ୍ବର ୧୦ରେ ହୋଇଥାନ୍ତା ବିବାହ। ବାହାଘର ପାଇଁ ପରିବାରରେ ଚାଲିଥିଲା ପ୍ରସ୍ତୁତି। ଏଥିପାଇଁ ୫୦ ଦିନର ଛୁଟି ମଧ୍ୟ ମଞ୍ଜୁର ହୋଇଥିଲା। ହେଲେ ସବୁ ସ୍ୱପ୍ନ ଅଧୁରା…
Read More...

ସେବା ସେତୁ ଅଭିଯାନ ସମ୍ପନ୍ନ: ଭିନ୍ନକ୍ଷମଙ୍କୁ ସହାୟତା ସହ ହିତାଧିକାରୀଙ୍କୁ ମିଳିଲା ତତ୍କାଳୀନ ସରକାରୀ ସୁବିଧା ।

ମାଲକାନଗିରି,୦୬/୧୦(ପିପିଟି): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପଞ୍ଚାୟତ ସମିତି ସ୍ତରରେ ସେବା ସେତୁ ଅଭିଯାନ ସହ ଏକ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ମାଲକାନଗିରି ବିଧାୟକ ତଥା ଜିଲ୍ଲା…
Read More...

‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ରେ ଯୋଡ଼ି ହେଲା ‘ଫ୍ରି ଦି ଟ୍ରି’ କ୍ୟାମ୍ପେନ ।

ବ୍ରହ୍ମପୁର,୦୬/୧୦(ପିପିଟି): ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନରେ ପରିବେଶ ସୁରକ୍ଷାକୁ ସାମିଲ କରି ‘ଫ୍ରି ଦି ଟ୍ରି’ କ୍ୟାମ୍ପେନ ଆରମ୍ଭ ହୋଇଛି। ବ୍ରହ୍ମପୁର ମହାନଗର ନିଗମ ଓ ବ୍ରହ୍ମପୁର ସବୁଜ ବାହିନୀର ମିଳିତ…
Read More...

ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଡିଜିପିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି,ଡିଆଇଜିଙ୍କ…

ଭୁବନେଶ୍ୱର,୦୬/୧୦(ପିପିଟି):ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଡିଜିପି ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭିଡିଓ…
Read More...

ସ୍ୱଚ୍ଛତା ହିଁ ସେବା ୨୦୨୬: ଖାରବେଳ ଭବନରେ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ଶ୍ରମଦାନ ।

ଭୁବନେଶ୍ୱର, ୦୬/୧୦(ପିପିଟି):ସ୍ୱଚ୍ଛତା, ପରିମଳ ଓ ସାମୂହିକ ଦାୟିତ୍ୱବୋଧ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରି ଆଜି ଭୁବନେଶ୍ୱରସ୍ଥିତ ଖାରବେଳ ଭବନରେ ‘ସ୍ୱଚ୍ଛତା ହିଁ ସେବା’ ୨୦୨୬ ଅଭିଯାନର ଅଂଶବିଶେଷ ଭାବେ ଏକ…
Read More...

କଣ୍ଟାବାଞ୍ଜିରେ ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦ୍‌ଘାଟିତ ।

କଣ୍ଟାବାଞ୍ଜି ,୦୬/୧୦(ପିପିଟି): ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି ପରିସରରେ ଜିଲ୍ଲା ବିଦ୍ୟାଳୟ ସମୂହ ୧୪ ଓ ୧୭ ବର୍ଷରୁ କମ୍ ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି।…
Read More...