Yearly Archives

2026

ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ ।

କଟକ, ୧୮/୧୦(ପିପିଟି): କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଡଃ ସତ୍ୟଜିତ ନାଏକ ରବିବାର ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ କେନ୍ଦ୍ରାଞ୍ଚଳ ଅଧୀନ ସମସ୍ତ ଜିଲ୍ଲାର ଏସ୍ପିଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକ କରି…
Read More...

ବିରାଜିଲେ ଜଗତଜନନୀ, ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ।

ଭୁବନେଶ୍ୱର/କଟକ,୧୮/୧୦(ପିପିଟି): ଧରାପୃଷ୍ଠରେ ବିରାଜିଲେ ମା’ ଦୁର୍ଗା। ଧୂପ, ଦୀପ, ମନ୍ତ୍ରପାଠ ଓ ହୋମଯଜ୍ଞରେ ମୁଖରିତ ହୋଇଉଠିଛି ପୂଜାମଣ୍ଡପ। ଶାରଦୀୟ ଦୁର୍ଗାପୂଜାକୁ ନେଇ ସାରା ଓଡ଼ିଶା ଏବେ ଉତ୍ସବମୁଖର। ବିଭିନ୍ନ…
Read More...

ଭଦ୍ରକ ରେଳ ଷ୍ଟେସନରେ ଅଘଟଣ: ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ ।

ଭଦ୍ରକ, ୧୮/୧୦: ଭଦ୍ରକ ରେଳ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଆରପି ପୁଲିସର ସୂଚନା ଅନୁଯାୟୀ, ଯୁବକ ଜଣକ ପ୍ଲାଟଫର୍ମରେ ଠିଆ ହୋଇଥିବା ସମୟରେ ଡାଉନ୍ ଲାଇନ୍ରେ…
Read More...

ପାର୍ବଣରେ ବେଆଇନ ମଦ ବେପାରୀଙ୍କୁ ଛାଡ଼ ନାହିଁ, ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ।

ଭୁବନେଶ୍ୱର,୧୮/୧୦(ପିପିଟି): ଦୁର୍ଗାପୂଜା ଓ ପାର୍ବଣ ଋତୁରେ ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବାକୁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ବେଆଇନ ମଦ ଉତ୍ପାଦନ, ବିକ୍ରି ଓ ଚୋରାଚାଲାଣ ରୋକିବା ପାଇଁ ଅବକାରୀ ବିଭାଗ…
Read More...

ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ।

ଭୁବନେଶ୍ୱର, ୧୮/୧୦(ପିପିଟି): ରବିବାର ଦିନ ଭୁବନେଶ୍ୱରସ୍ଥିତ ଲୋକ ଭବନ ଠାରେ ବ୍ରଜମୋହନ ରାମ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି  ହରିଶ ଟଣ୍ଡନ ତାଙ୍କୁ…
Read More...

ମା’ ମହାଗୌରୀ,ଯେଉଁଠି ପବିତ୍ରତା ସେଠି ଶକ୍ତି, ଯେଉଁଠି ତ୍ୟାଗ ସେଠି ତେଜ।

ବୋଲଗଡ଼,୧୮/୧୦(ପିପିଟି):ନବରାତ୍ରୀର ଅଷ୍ଟମ ଦିନରେ ପୂଜା ପାଆନ୍ତି ମା' ମହାଗୌରୀ। ଏହି ରୂପର ନାମ ଶୁଣିଲେ ମନରେ ଶାନ୍ତି ଆସେ। ମା' ଙ୍କ ବସ୍ତ୍ର ଶ୍ୱେତ, ବାହନ ବୃଷଭ, ଚାରି ଭୁଜ, ହାତରେ ତ୍ରିଶୂଳ ଓ ଡମରୁ, ମୁଖରେ ଅପାର…
Read More...

ଦିଶାହୀନ ରାଜନୀତି ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ କୋଦଳା ଏନ୍ଏସିର ବିକାଶ ବାଧାପ୍ରାପ୍ତ ।

କୋଦଳା,୧୮/୧୦(ପିପିଟି): ବିକାଶ ନା ବିନାଶ, ବିକାଶ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ,ପୁଣି ନିର୍ମାଣକୁ ଭାଙ୍ଗିବାର ପାଳି । ଗଞ୍ଜାମ ଜିଲ୍ଲା କୋଦଳା ଏନ୍‌ଏସି ମାର୍କେଟ ବିଲ୍ଡିଂ ପରିସରରେ ୱାଚ୍‌ ଟାୱାର ଭଙ୍ଗାଯିବା ଓ…
Read More...

ଛାତ୍ର ସଂସଦ ନିର୍ବାଚନ ପରେ ପଞ୍ଚାୟତ ନିର୍ବାଚନ ମୁହାଁ ତିନି ପ୍ରମୁଖ ଦଳ ।

ଭୁବନେଶ୍ୱର, ୧୮/୧୦: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଶେଷ ହେବା ପରେ ଏବେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ରାଜନୈତିକ…
Read More...

ପାର୍ବଣ ଆରମ୍ଭରୁ ରାଜଧାନୀରେ ଟ୍ରାଫିକ୍ ଯନ୍ତ୍ରଣା ।

ଭୁବନେଶ୍ୱର,: ପାର୍ବଣ ଆରମ୍ଭରୁ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ସହରର ମୁଖ୍ୟ ରାସ୍ତା, ପ୍ରମୁଖ ଛକ ଏବଂ ଜାତୀୟ ରାଜପଥରେ ଯାନବାହନର ଲମ୍ବା ଧାଡ଼ି ଲାଗୁଥିବାରୁ ଯାତାୟାତ ବାଧାପ୍ରାପ୍ତ…
Read More...