Yearly Archives

2026

ଭାଙ୍ଗିଥିବା କେନାଲ ତୁରନ୍ତ ମରାମତି ଦାବି ।

ବୋଲଗଡ଼,୧୦/୦୮(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟବନ୍ଧ ଗ୍ରାମରେ ଥିବା ମା' ବୁଢ଼ୀଦେଇ ଡ୍ୟାମରେ ପର୍ଯ୍ୟାପ୍ତ ପାଣି ଥାଇ ବି ଚାଷୀମାନେ ଜଳସେଚନରୁ ବଞ୍ଚିତ ହେଉଛନ୍ତି। ଡ୍ୟାମ୍ ଠାରୁ ପାଟବନ୍ଧ ମୌଜାରେ…
Read More...

ଲଗାଣ ବର୍ଷାରେ ଚାଷଜମି ଜଳମଗ୍ନ ।

ବେଲଗୁଣ୍ଠା, ୧୦/୦୮(ପିପିଟି ):ଗତ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବେଲଗୁଣ୍ଠା ବ୍ଳକର ନେଟଙ୍ଗା ପଞ୍ଚାୟତ,ବେଣିପୋଲି ପଞ୍ଚାୟତର ବରପୋଲି ଏବଂ ଗୋବରା ପଞ୍ଚାୟତର…
Read More...

ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ।

ମାଲକାନଗିରି, ୧୦/୦୮(ପିପିଟି):ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟ ପରିସରରେ ୮୦ତମ ସ୍ୱାଧୀନତା ଦିବସ…
Read More...

ସ୍ବଚ୍ଛତା ପକ୍ଷ ଉପଲକ୍ଷେ ପଦଯାତ୍ରା ।

କୋଦଳା ,୧୦/୦୮(ପିପିଟି):ସୋମବାର ଦିବା ୧୧ଘଣ୍ଟ ସମୟରେ କୋଦଳା ସ୍ଥିତ କାକୁଡ଼ିଆପୋଡା ଗ୍ରାମଠାରେ, ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସ୍ବଚ୍ଛତା ପଦଯାତ୍ରା ପାଳନ କରାଯାଇଅଛି। ଏଥିରେ…
Read More...

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ଲାଭାଂଶ ପ୍ରଦାନ ।

ଭୁବନେଶ୍ୱର,୧୦/୦୮(ପିପିଟି):ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ଆଜି ଓଡ଼ିଶା ରାଜ୍ୟ ସରକାରଙ୍କୁ ଲାଭାଂଶ (ଡିଭିଡେଣ୍ଡ୍) ଅର୍ଥ ପ୍ରଦାନ କରାଯାଇଛି । ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ…
Read More...

ବାଘଳା ପଞ୍ଚାୟତରେ ପାନୀୟଜଳ କର ଆଦୟ ଦୁର୍ନୀତିର ତଦନ୍ତ ପାଇଁ ଦାବି ।

ବ୍ରହ୍ମପୁର,୧୦/୦୮(ପିପିଟି): ପୁରୁଷୋତ୍ତମପୁର ବ୍ଳକର ବାଘଳା ପଞ୍ଚାୟତରେ ପାନୀୟଜଳ କର ଆଦାୟରେ ଦୁର୍ନୀତି ହୋଇ ଥିବା ନେଇ ଅଭିଯୋଗ ହୋଇଛି । ବାଘଳା ପଞ୍ଚାୟତର ପାନୀୟଜଳ ଯୋଗାଣ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ…
Read More...

ସରଳା ଦେବୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଲୋକାର୍ପିତ ।

ଭୁବନେଶ୍ୱର,୧୦/୦୮(ପିପିଟି):ଆଜି ଓଡ଼ିଶା ବିଧାନସଭା ପାର୍ଶ୍ୱରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ମହିଳା ବିଧାୟିକା ସରଳା ଦେବୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଯାଇଛି।…
Read More...

ଖଲ୍ଲିକୋଟ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ୧୬୫ ଜଣ ବିଦ୍ୟାର୍ଥୀ ପୁରସ୍କୃତ।

ପୋଲସରା,୧୦/୦୮ (ପିପିଟି): ଗତକାଲି ପୋଲସରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଖଲ୍ଲିକୋଟ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ସଂକୁଳ ପ୍ରମୁଖ ବିଭୂତି ଭୂଷଣ ପାତ୍ରଙ୍କ ଅଧ୍ୟକ୍ଷତା ଏବଂ ପ୍ରଧାନ…
Read More...

ସୁବର୍ଣ୍ଣପୁରରେ ବିଶ୍ୱ ଆଦିବାସୀ ଦିବସ ପାଳିତ ।

ସୁବର୍ଣ୍ଣପୁର ,୦୯/୦୮(ପିପିଟି ):ବିଶ୍ୱ ଆଦିବାସୀ ଦିବସ ଅବସରରେ ରବିବାର ସୁବର୍ଣ୍ଣପୁର ନ୍ୟୁ ଟାଉନ ହଲ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ହଜାର ହଜାର ଆଦିବାସୀ…
Read More...

IIRF ରାଙ୍କିଂ -୨୦୨୬ରେ ଓଡ଼ିଶାର ୩ ପ୍ରମୁଖ ସରକାରୀ ମେଡିକାଲ କଲେଜର ଉଲ୍ଲେଖନୀୟ ସଫଳତା ।

ଭୁବନେଶ୍ୱର,୦୯/୦୮(ପିପିଟି): ରାଜ୍ୟର ଚିକିତ୍ସା ଶିକ୍ଷା, ଗବେଷଣା ଓ ଉତ୍ତମ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ପାଇଁ ଆସିଛି ଏକ ଗୌରବମୟ ସଫଳତା। ଇଣ୍ଡିଆନ ଇନ୍ଷ୍ଟିଟ୍ୟୁସିନାଲ ରାଙ୍କିଂ ଫ୍ରେମୱାର୍କ ( Indian…
Read More...