Yearly Archives

2026

ରାହାସ ପୂର୍ଣ୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମା ,ଏହା କେବଳ ପୂର୍ଣ୍ଣିମା ନୁହେଁ,ଏହା ଆମ ଇତିହାସର ଗର୍ବ।

ବୋଲଗଡ଼,୨୪/୧୧ (ପିପିଟି): କାର୍ତ୍ତିକ ପୂର୍ଣ୍ଣିମା ଏହା କେବଳ ଏକ ତିଥି ନୁହେଁ, ଏହା ଓଡ଼ିଆ ଜାତିର ଆତ୍ମ ପରିଚୟ। ଆମ ଭାଷାରେ ଏହାକୁ ଆମେ ତିନୋଟି ନାଁରେ ଡାକୁ ରାହାସ ପୂର୍ଣ୍ଣିମା, ରାସ ପୂର୍ଣ୍ଣିମା ଓ ବୋଇତ ବନ୍ଦଣା…
Read More...

ବୋଲଗଡ଼ରୁ ଭାଇଚାରାର ଅନନ୍ୟ ଚିତ୍ର,ପଞ୍ଚୁକରେ ପଶ୍ଚିମେଶ୍ୱର ପୀଠରେ ହିନ୍ଦୁ-ମୁସଲିମ ଏକାଠି।

ବୋଲଗଡ଼,୨୩/୧୧ (ପିପିଟି):ଯେଉଁଠି ଦେଶରେ ଧର୍ମ ନାଁରେ ବିଭେଦ ଚାଲିଛି, ସେଠି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତର ପଶ୍ଚିମେଶ୍ୱର ପୀଠ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ତାଳତୁମ୍ବ ଓ ଅନନ୍ତାପଲ୍ଲୀ…
Read More...

କାରରେ ଗଞ୍ଜେଇ ଚୋରା ଚାଲାଣ, ଜଣେ ଗିରଫ ।

ଭଞ୍ଜନଗର, ୨୩/୧୧(ପିପିଟି ):କେହି ଜାଣି ପାରିବେନି ଭାବି କାରରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ, ହେଲେ ଭଞ୍ଜନଗର ଅବକାରୀ ବିଭାଗ ହାତରେ ପଡ଼ିଲେ ଧରା। ସୋମବାର ଭଞ୍ଜନଗର ଥାନା ଅନ୍ତର୍ଗତ ମା' ସୋରାଦେବୀ ମନ୍ଦିର ସମ୍ମୁଖରେ…
Read More...

କୁଲାଡ଼ ଗ୍ରାମରେ ବଡ଼ ଧରଣର ଚୋରୀ; କବାଟ ବାହାରୁ ବନ୍ଦ କରି ଲୁଟିଲେ ଦୁର୍ବୁତ୍ତ ।

ଭଞ୍ଜନଗର ୨୩/୧୧(ପିପିଟି ):ଭଞ୍ଜନଗର ଥାନା କୁଲାଡ଼ ଗ୍ରାମ ରତ୍ନେଶ୍ୱର ସାହିରେ ଏକ ବଡ଼ ଧରଣର ଚୋରି ହୋଇଛି। ରାତି ଅଧରେ ଶିବ ପ୍ରସାଦ ସାହୁ ଓ ପରିବାର ଲୋକେ ସମସ୍ତେ ଶୋଇଥିବା ବେଳେ ବାରିପଟ ଘର ଭାଙ୍ଗି କିଛି ଦୁର୍ବୃତ୍ତ ଘରେ…
Read More...

ଦରଦାମ୍ ନିୟନ୍ତ୍ରଣ ଦାବିରେ ସରକାରଙ୍କ ବିରୋଧରେ ଗର୍ଜିଲା ଓଜେସି ।

ଭୁବନେଶ୍ୱର,୨୩/୧୧(ପିପିଟି): ରାଜ୍ୟରେ ଅହେତୁକ ଦରଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଥିବା ବେଳେ ଏହାର ପ୍ରତିବାଦରେ ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ବିଶାଳ ପ୍ରତିବାଦ…
Read More...

ବାଲିଗୁଡ଼ାରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମ ମହୋତ୍ସବ ।

ବାଲିଗୁଡ଼ା, ୨୩/୧୧ (ପିପିଟି): ପ୍ରେମ, ସେବା, ଶାନ୍ତି ଓ ମାନବିକତାର ମହାନ ବାର୍ତ୍ତା ବହନ କରୁଥିବା ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମ ମହୋତ୍ସବ ବାଲିଗୁଡ଼ାଠାରେ ଅତ୍ୟନ୍ତ ଭକ୍ତି ଓ ଉତ୍ସାହର ସହ ପାଳିତ…
Read More...

୨ ଦଫା ଦାବୀ ନେଇ ଛତ୍ରପୁର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ବିଇଓଙ୍କୁ ଦାବୀପତ୍ର ପ୍ରଦାନ ।

ଛତ୍ରପୁର,୨୩/୧୧(ପିପିଟି): ଛତ୍ରପୁର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ (PSTA) ପକ୍ଷରୁ ୨ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ,…
Read More...

ବିଧାନସଭା ପରିସରରେ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ ।

ଭୁବନେଶ୍ୱର, ୨୩/୧୧(ପିପିଟି): ମହାନ ବିପ୍ଳବୀ, ସର୍ବୋଦୟ ନେତା, ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶବାଦୀ ଓ ସଫଳ ବ୍ୟକ୍ତିତ୍ୱର ଅଧିକାରୀ । ସେ ସର୍ବଦା ଦରିଦ୍ର ଅବହେଳିତ,…
Read More...

ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କ ମୃତ୍ୟୁ ଅବହେଳା ଅଭିଯୋଗ ।

ମାଲକାନଗିରି , ୨୩/୧୧(ପିପିଟି): ଓର୍କେଲ ଥାନା ଅନ୍ତର୍ଗତ ପରକନମାଳା ଆଶ୍ରମ ବିଦ୍ୟାଳୟରେ ଆଜି ଜଣେ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ଆଶ୍ରମ ବିଦ୍ୟାଳୟରେ ରହି ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିଲା। ମୃତ ଛାତ୍ରୀଙ୍କ ନାମ…
Read More...

ସତ୍ୟଶ୍ରୀ ଜରାଶ୍ରମରେ ଶ୍ରୀକୃଷ୍ଣଙ୍କ କୁରୁକ୍ଷେତ୍ରେ ଅବତ୍ତୀର୍ଣ୍ଣ ଦିବସ ପାଳନ ।

ବେଲଗୁଣ୍ଠା,୨୩/୧୧(ପିପିଟି): ରବିବାର ତନରଡ଼ାସ୍ଥିତ ସତ୍ୟଶ୍ରୀ ଜରଶ୍ରମରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାପାଠ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉତ୍କଳୀୟ ପ୍ରସିଦ୍ଧ ଦକ୍ଷିଣୀ କଳା ସଂସ୍କୃତି ସଂକୀର୍ତ୍ତନ ପରିବେଷଣ ହୋଇଥିଲା ।…
Read More...