Yearly Archives

2026

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ମେୟର ସୁବାସ ସିଂହଙ୍କ ନେତୃତ୍ୱରେ ସମୀକ୍ଷା ବୈଠକ ।

କଟକ, ୨୭/୧୦(ପିପିଟି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ କଟକ ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଆଜି ମାନ୍ୟବର ମେୟର ସୁବାସ…
Read More...

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପୁରୀରେ ବର୍ଷା, ସମୁଦ୍ରକୂଳରେ ଲାଗିଲା ନାଲି ପତାକା ।

ପୁରୀ, ୨୭/୧୦(ପିପିଟି): ବାତ୍ୟା ଅର୍ଣ୍ଣବର ପ୍ରଭାବ ପୁରୀରେ ଅନୁଭୂତ ହେବା ଆରମ୍ଭ ହୋଇଛି। ସହରରେ ତୁହାକୁ ତୁହା ବର୍ଷା ହେବା ସହ ମଝିରେ ମଝିରେ ହାଲୁକା ପବନ ବହୁଛି। ଅନ୍ୟପଟେ ସମୁଦ୍ର ଅଶାନ୍ତ ହୋଇପଡ଼ିଥିବାରୁ ପର୍ଯ୍ୟଟକଙ୍କ…
Read More...

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ, ଏସ୍.ଓ.ପି କାର୍ଯ୍ୟକାରିତା ଯାଞ୍ଚ।

ବୋଲଗଡ଼,୨୭/୧୦ (ପିପିଟି): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦଶହରା ଅବକାଶ ପରେ ବିଦ୍ୟାଳୟ ମଙ୍ଗଳବାର ଖୋଲିବା ପରିପ୍ରେକ୍ଷୀରେ ଏବଂ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ଅଧିକାରୀ…
Read More...

ଗୋପାଳପୁର ବାତ୍ୟା ଆଶ୍ରୟସ୍ଥଳୀ ଓ ବେଳାଭୂମି ପରିଦର୍ଶନ କଲେ ମନ୍ତ୍ରୀ ଓ ଜିଲ୍ଲାପାଳ ।

ଗୋପାଳପୁର,୨୭/୧୦(ପିପିଟି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ପ୍ରଶାସନର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ।…
Read More...

ବାତ୍ୟା ଅର୍ଣ୍ଣବ: ମାଲକାନଗିରିରେ ବ୍ୟାପକ ସ୍ଥାନାନ୍ତର ଓ ଉଦ୍ଧାର କାର୍ଯ୍ୟ ଜାରି; ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା…

ମାଲକାନଗିରି,୨୭/୧୦(ପିପିଟି):ବାତ୍ୟା ଅର୍ଣ୍ଣବର ମୁକାବିଲା ଲାଗି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲାରେ ଶୂନ୍ୟ ଜୀବନହାନି ଲକ୍ଷ୍ୟ ନେଇ ସମସ୍ତ ପ୍ରକାର ଆଗୁଆ…
Read More...

କଳିଙ୍ଗା ଘାଟି ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ ।

ଭଞ୍ଜନଗର,୨୭/୧୦(ପିପିଟି): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶକ୍ରମେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଳିଙ୍ଗା ଘାଟିରେ ଭୂସ୍ଖଳନ ଆଶଙ୍କା ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା…
Read More...

ଜାତୀୟ ଏକତା ଦିବସରେ ଯୋଗଦେବା ପାଇଁ ବ୍ରହ୍ମପୁରରୁ ସ୍ୱତନ୍ତ୍ର ଟ୍ରେନ୍‌ରେ ଯାତ୍ରା କଲେ ୧୫୦ରୁ ଊର୍ଦ୍ଧ୍ୱ ନାଗରିକ ।

ବ୍ରହ୍ମପୁର,୨୭/୧୦(ପିପିଟି): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରଠାରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗଞ୍ଜାମ, ଗଜପତି ଓ କନ୍ଧମାଳ…
Read More...

ନେମାଳର ପବିତ୍ର ମାଟିରେ ଆଧ୍ୟାତ୍ମିକ ଅନୁଭୂତି: ଭକ୍ତି, ଶାନ୍ତି ଓ ଜନସେବାର ଏକ ଅନନ୍ୟ ସମନ୍ୱୟ ।

ଡ. ସତ୍ୟଜିତ ନାୟକ, ଆଇଜିପି, କେନ୍ଦ୍ରାଞ୍ଚଳ, କଟକ ଜୀବନ ହେଉଛି କର୍ତ୍ତବ୍ୟ, ଦାୟିତ୍ୱ, ଅନୁଭୂତି ଓ ଅସଂଖ୍ୟ ଅଭିଜ୍ଞତାର ଏକ ନିରନ୍ତର ଯାତ୍ରା। ଏହି ଯାତ୍ରାରେ ମଣିଷ ନିଜରପେସାଗତ ଦାୟିତ୍ୱ ନିର୍ବାହ କରିବା ସହିତ ମାନସିକ…
Read More...

ଅତାବିରାରେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବିପୁଳ ସମ୍ବର୍ଦ୍ଧନା ।

ରେଙ୍ଗାଲିକ୍ୟାମ୍ପ, ୨୭/୧୦ : ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନ ଏକ ବ୍ୟକ୍ତିଗତ କାର୍ଯ୍ୟରେ ସମ୍ବଲପୁର ଆସିଥିବା ଅବସରରେ ଅତାବିରାର ଅଧିଷ୍ଠାତ୍ରୀ ଦେବୀ ମା’ ଦୁର୍ଗାଙ୍କ ଦର୍ଶନ ନିମନ୍ତେ…
Read More...

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଗଞ୍ଜାମର ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ଜେନା ।

ଛତ୍ରପୁର,୨୭/୧୦(ପିପିଟି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷା ଓ ବାତ୍ୟାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ଗ୍ରହଣ କରାଯାଇଥିବା ସମସ୍ତ ପ୍ରସ୍ତୁତି ଓ ଆଗୁଆ ପଦକ୍ଷେପ…
Read More...