Yearly Archives

2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ ।

ଭୁବନେଶ୍ୱର,୧୧/୦୮(ପିପିଟି):ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦୁଇ ଦିନିଆ ନୂଆଦିଲ୍ଲୀ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ନୂଆ ଓ ଅକ୍ଷୟ ଶକ୍ତି,…
Read More...

କ୍ରୁଟ୍‌ର କାର୍ଯ୍ୟକଳାପ ସମୀକ୍ଷା ।

ଭୁବନେଶ୍ୱର, ୧୧/୦୮(ପିପିଟି):କମ୍ପ୍ରିହେନ୍ସିଭ୍ ରିଜିଓନାଲ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍)ର କାର୍ଯ୍ୟକଳାପ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ…
Read More...

ଜିଲ୍ଲା ସ୍ତରୀୟ କୃମି ନାଶକ ଦିବସ ପାଳିତ ।

ବାଲିଗୁଡା,୧୧/୦୮(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ସ୍ଥିତ ସରକାରୀ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ…
Read More...

ଲକ୍ଷ୍ମଣାନନ୍ଦ ସରସ୍ବତୀ ମେଡିକାଲ କଲେଜ ନାମକରଣ ନିଷ୍ପତ୍ତିକୁ ସ୍ବାଗତ ।

ବାଲିଗୁଡ଼ା, ୧୧/୦୮(ପିପିଟି) : କିଛି ଦିନ ହେବ ଶାନ୍ତ କନ୍ଧମାଳକୁ ଅଶାନ୍ତ କରିବା ପାଇଁ କିଛି କୁଚକ୍ରୀ ଯୋଜନାବଦ୍ଧ ଭାବରେ ଷଡ଼ଯନ୍ତ୍ର ରଚନା କରୁଛନ୍ତି। ବିଧର୍ମୀ ମାନେ ଆଦିବାସୀଙ୍କୁ ହିନ୍ଦୁ ନୁହନ୍ତି ବୋଲି କହି ଆମ ଆମ…
Read More...

ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅତିରିକ୍ତ ଶ୍ରେଣୀଗୃହ ଓ ଇ-ଗ୍ରନ୍ଥାଗାର ଉଦଘାଟନ।

ପୋଲସରା,୧୧/୦୮ (ପିପିଟି) :ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅତିରିକ୍ତ ଶ୍ରେଣୀଗୃହ ଓ ଇ-ଗ୍ରନ୍ଥାଗାର ଉଦଘାଟନ ହୋଇଯାଇଛି। ପୋଲସରା ବିଧାୟକ ତଥା ପ୍ରାଣୀସମ୍ପଦ ଓ ଅତି କ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ…
Read More...

ଧର୍ମଶାଳା ବିଜେପି ପକ୍ଷରୁ ଘରଘର ତ୍ରିରଙ୍ଗା ଯାତ୍ରା ।

ଯାଜପୁର,୧୧/୦୮(ପିପିଟି):: ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆରୁହା, ଜାରକା ଓ ବାରବାଟୀ ମଣ୍ଡଳରେ ବିଜେପି ପକ୍ଷରୁ ଘର ଘର ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଯାଇଛି । ବିଧାୟକ ହିମାଂଶୁ ଶେଖର ସାହୁ…
Read More...

ମନରେଗା କାମରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ।

କୋଦଳା ,୧୧/୦୮(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ତିରିଡା ଠାରେ ଚାଲିଥିବା ମନରେଗା ରାସ୍ତା କାମରେ ଦୁର୍ନୀତି ଅଭିଯୋଗ। ଗ୍ରାମର ନୂଆଁ ସାହି ଠାରୁ ବସନ୍ତବଣ ପର୍ଯ୍ୟନ୍ତ ମନରେଗା ରାସ୍ତା ତିଆରି…
Read More...

ଶକ୍ତିଶ୍ରୀ ସଶକ୍ତି କରଣ ସଚେତନତା କାର୍ଯ୍ୟକ୍ରମ ।

ବାଲିଗୁଡା,୧୧/୦୮(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ ସଶକ୍ତି କରଣ ସଚେତନତା କାର୍ଯ୍ୟକ୍ରମ ସଂଯୋଜିକା ଶ୍ରୀମତୀ ସୁଲୋଚନା କହଁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି…
Read More...

ସ୍ତ୍ରୀକୁ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା ଘଟଣା ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ।

କୋଦଳା ,୧୧/୦୮(ପିପିଟି):ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୁଢାମ୍ବ ଠାରେ ବିବାହର ୮ ବର୍ଷ ପରେ ସ୍ତ୍ରୀକୁ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି। କୋଦଳା ସ୍ଥିତ ଅତିରିକ୍ତ…
Read More...

ଯୌତୁକ ପ୍ରଥା ନିଷେଧ ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ।

ମାଲକାନଗିରି, ୧୧/୦୮(ପିପିଟି):ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ, ମାଲକାନଗିରିଙ୍କ ଅନୁକୁଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଯୌତୁକ ପ୍ରଥା ନିଷେଧ ଆଇନ, ୧୯୬୧ ଉପରେ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…
Read More...