Yearly Archives

2026

ଏମକେସିଜିରେ ଆଖି ବୁଜିଲା ଯୋଡ଼ାମୁଣ୍ଡ ଶିଶୁ, ୭ ଦିନର ସଂଘର୍ଷ ପରେ ମୃତ୍ୟୁ ।

ବ୍ରହ୍ମପୁର,୧୮/୧୦: ଦୀର୍ଘ ସାତ ଦିନର ସଂଘର୍ଷ ପରେ ଆଖି ବୁଜିଛି ଯୋଡ଼ାମୁଣ୍ଡ ନବଜାତ ଶିଶୁ। ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି। ଜନ୍ମ ପରଠାରୁ…
Read More...

ପୂଜା ମଣ୍ଡପ ବୁଲିବେ ନବୀନ ପଟ୍ଟନାୟକ।

କଟକ,୧୮/୧୦(ପିପିଟି): ଦୁର୍ଗାପୂଜାରେ ଉତ୍ସବମୁଖର ହୋଇଉଠିଛି ରୂପାର ସହର କଟକ। ଏହି ଅବସରରେ ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ମା’ ଦୁର୍ଗାଙ୍କ ଦର୍ଶନ କରିଛନ୍ତି ବିଜୁ ଜନତା ଦଳର ନେତୃତ୍ୱ ମଣ୍ଡଳୀ। ଆଗାମୀ…
Read More...

ଜନସେବା କେନ୍ଦ୍ର ନାଁରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ, ଦୁଇ ଭାଇ ଗିରଫ ।

ଜଗତସିଂହପୁର, ୧୮/୧୦: ଜନସେବା କେନ୍ଦ୍ର ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇଦେବା ଆଳରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଭାଇଙ୍କୁ ଗିରଫ କରିଛି ଜଗତସିଂହପୁର ଜିଲ୍ଲାର କୃଷ୍ଣାନନ୍ଦପୁର ପୁଲିସ। ଗିରଫ…
Read More...

ସିଗମା ପବ୍ଲିକ ସ୍କୁଲରେ ନବରାତ୍ର ଉପଲକ୍ଷେ ଦାଣ୍ଡିଆ ନୃତ୍ୟ।

ଖୋର୍ଦ୍ଧା ,୧୮/୧୦(ପିପିଟି): ନବରାତ୍ରି ଉପଲକ୍ଷେ ଖୋର୍ଦ୍ଧାସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଗମା ପବ୍ଲିକ ସ୍କୁଲ ପକ୍ଷରୁ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଭାରତୀୟ ପରମ୍ପରା,…
Read More...

ଧର୍ମପ୍ରାଣ ମହିଳା କଲ୍ୟାଣଦେବୀଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ।

ଚିକିଟି,୧୮/୧୦(ପିପିଟି):ଅନନ୍ୟ ସାଧାରଣ ଐତିହାସିକ ଗୁରୁ ସ୍ୱର୍ଗତ ପ୍ରଭୁପ୍ରସାଦ ବ୍ରହ୍ମାଙ୍କ ଧର୍ମପତ୍ନୀ କଲ୍ୟାଣୀ କମାକ୍ଷୀ ଦେବୀଙ୍କର ବୟାନବେ ବର୍ଷ ବୟସରେ ଦେହାନ୍ତ ଖବର ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି…
Read More...

ଜିପିଏ ଓ ଫୁଜି କମ୍ପାନୀ ପକ୍ଷରୁ କର୍ମଶାଳା ଅନୁଷ୍ଠିତ ।

ଭଞ୍ଜନଗର, ୧୭/୧୦(ପିପିଟି): ଆସନ୍ତା ବିବାହ ୠତୁକୁ ଦୃଷ୍ଟିରେ ରଖି ଫୁଜି କ୍ୟାମେରା କମ୍ପାନୀ ଓ ଘୁମୁସର ଫୋଟଗ୍ରାଫର ଆସୋସିଏସନ, ଭଞ୍ଜନଗର ମିଳିତ ସହଯୋଗରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶନିବାର ଏକ କର୍ମଶାଳା…
Read More...

ନବରାତ୍ରୀର ସପ୍ତମ ଦିନ ପୂଜା ପାଆନ୍ତି ମା’ କାଳରାତ୍ରୀ ।

ବୋଲଗଡ଼,୧୭/୧୦(ପିପିଟି):ନବରାତ୍ରୀର ସପ୍ତମ ଦିନ। ଏଦିନ ପୂଜା ପାଆନ୍ତି ମା' କାଳରାତ୍ରୀ। ମା' ଦୁର୍ଗାଙ୍କ ନଅ ରୂପ ଭିତରେ ଏହି ରୂପ ସବୁଠୁ ଭିନ୍ନ, ସବୁଠୁ ଭୟଙ୍କର। ମା'ଙ୍କ ବର୍ଣ୍ଣ ଘୋର କୃଷ୍ଣ, ଚୁଟି ମୁକୁଳା, ବିଛୁରିତ।…
Read More...

ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ଭବ୍ୟ ସ୍ୱାଗତ, ଆସନ୍ତାକାଲି ଶପଥ ଗ୍ରହଣ ।

ଭୁବନେଶ୍ୱର, ୧୭/୧୦: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଶୁକ୍ରବାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଅବସରରେ ତାଙ୍କୁ ଗାର୍ଡ…
Read More...

ପଦାର୍ଥ ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ।

ପୋଲସରା ,୧୭/୧୦(ପିପିଟି): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରସ୍ଥିତ ପିପୁଲସ୍ କଲେଜର ପଦାର୍ଥ ବିଜ୍ଞାନ ବିଭାଗର +୩ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ +୩ ଦ୍ଵିତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ…
Read More...

ନୁଆସାହିରେ ମା’ ଦୁର୍ଗାଙ୍କ ଆବାହନ, କଳସ ଶୋଭାଯାତ୍ରା ।

ବାଲିଗୁଡ଼ା, ୧୭/୧୦(ପିପିଟି): ଶାରଦୀୟ ଦୁର୍ଗାପୂଜାକୁ ନେଇ ବାଲିଗୁଡ଼ା ସହରର ନୁଆସାହି ଅଞ୍ଚଳ ଏବେ ଚଳଚଞ୍ଚଳ। ମା’ ଦୁର୍ଗାଙ୍କ ଆଗମନରେ ଅଞ୍ଚଳରେ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକତାର ମାହୋଲ ସୃଷ୍ଟି ହୋଇଛି। ପାରମ୍ପରିକ…
Read More...