Yearly Archives

2026

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଇହଲୀଳା ସମ୍ବରଣ ।

ବେଲଗୁଣ୍ଠା,୧୭/୧୦(ପିପିଟି):ବେଲଗୁଣ୍ଠା ବାଲିଡି ସାହି ନିବାସୀ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସାଇବାଣୀ ଦାସ ଆଜି ନିଜ ବାସ ଭବନରେ ୮୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ…
Read More...

ଡାଣ୍ଡିଆର ତାଳେ ତାଳେ ଏକତା, ସଂସ୍କୃତି ଓ ମାନବିକତାର ସନ୍ଦେଶ ।

ଡ. ସତ୍ୟଜିତ ନାଏକ, ଆଇପିଏସ୍ ଡାଣ୍ଡିଆର ଛନ୍ଦମୟ ତାଳ, ରଙ୍ଗିନ ପୋଷାକର ଆକର୍ଷଣ, ସଙ୍ଗୀତର ମଧୁରମୂର୍ଚ୍ଛନା ଓ ମା’ ଦୁର୍ଗାଙ୍କ ପ୍ରତି ଅଗାଢ଼ ଭକ୍ତିରେ ଝଲସି ଉଠେ ନବରାତ୍ରିରପ୍ରତ୍ୟେକ ସନ୍ଧ୍ୟା। ଡାଣ୍ଡିଆର ପ୍ରତିଟି…
Read More...

ଜାତୀୟ ବିଦ୍ୟାଳୟସ୍ତରୀୟ ବକ୍ସିଂ ପ୍ରତିଯୋଗିତାକୁ ଓଡ଼ିଶା ଦଳରେ ଚିକିଟିର ୪ ଖେଳାଳି ମନୋନୀତ ।

ଚିକିଟି, ୧୭/୧୦(ପିପିଟି): ଓଡ଼ିଶାର ବକ୍ସିଂ କ୍ରୀଡ଼ା ଜଗତ ପାଇଁ ଗୌରବର ବିଷୟ। ୭୦ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଅଣ୍ଡର-୧୪ ବାଳକ ବକ୍ସିଂ ବିଭାଗରେ ଅଂଶଗ୍ରହଣ ପାଇଁ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ୍‌ର ୪ ଜଣ…
Read More...

ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଭୁବନେଶ୍ୱର, ୧୭/୧୦(ପିପିଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ତାଙ୍କର ସମ୍ଭାବ୍ୟ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ…
Read More...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, କିଚକେଶ୍ୱରୀଙ୍କୁ କରିବେ ଦର୍ଶନ ।

ଭୁବନେଶ୍ୱର, ୧୭/୧୦(ପିପିଟି ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୮ ଓ ୨୯ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ ମୟୂରଭଞ୍ଜ ଜିଲ୍ଲାରେ ଆୟୋଜିତ ଏକ ମେଗା ଚକ୍ଷୁ ଚିକିତ୍ସା ଶିବିରରେ…
Read More...

ଛାତ୍ର ସଂସଦ ନିର୍ବାଚନରେ କବିସୂର୍ଯ୍ୟନଗର ବିଧାୟକଙ୍କ ସାଂଗଠନିକ ସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ ।

କବିସୂର୍ଯ୍ୟନଗର,୧୭/୧୦(ପିପିଟି): କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ସାଂଗଠନିକ ଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସଦ୍ୟ ସମାପ୍ତ ଛାତ୍ର ସଂସଦ ନିର୍ବାଚନରେ ନିଜ…
Read More...

ସରପଞ୍ଚଙ୍କୁ ୧୦ ହଜାର, ନାଏବ ସରପଞ୍ଚଙ୍କୁ ୪ ହଜାର ଟଙ୍କା; ୬ ମାସର ସମ୍ମାନ ରାଶି ମଞ୍ଜୁର ।

ଭୁବନେଶ୍ୱର,୧୬/୧୦(ପିପିଟି): ଦୁର୍ଗାପୂଜା ପୂର୍ବରୁ ରାଜ୍ୟର ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଖୁସି ଖବର। ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ଭାବେ କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ଛଅ ମାସର…
Read More...

ଓଏଲ୍ଏଚ୍ଏମ୍ ତୃତୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ।

ଭୁବନେଶ୍ୱର, ୧୬/୧୦(ପିପିଟି): ସହରାଞ୍ଚଳର ଗରିବ, ଅସହାୟ ଓ ଅବହେଳିତ ବର୍ଗଙ୍କୁ ସୁଲଭ ଆବାସ ଯୋଗାଇଦେବା ସହ ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗୃହ…
Read More...