କେ.ନୂଆଗାଁରେ ପୋଲିସର ଚଢାଉ, ୯ ଜଣ ଜୁଆଡ଼ି ଗିରଫ ।

ଚିକିଟି, ୨୨/୧୦(ପିପିଟି ): ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଚ. ଟିକରପଡ଼ା ଗ୍ରାମରେ ବେଆଇନ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଛି। ଏହି ଚଢ଼ାଉରେ ଜୁଆ ଖେଳୁଥିବା ୯ ଜଣଙ୍କୁ ପୋଲିସ ଧରିବା ସହ ନଗଦ…
Read More...

ଛାତ ଅଛି, ଭାତ ନାହିଁ,ଚାରି ଝିଅକୁ ନେଇ ଅନ୍ଧାରରେ ଆଲୁଅ ଖୋଜୁଛି ବିଧବାର ଆଖି।

ବୋଲଗଡ଼, ୨୨/୧୦ (ପିପିଟି): ସରକାରୀ ଖାତାରେ ସେ ଜଣେ ହିତାଧିକାରୀ, ବାସ୍ତବତାରେ ସେ ଜଣେ ବେସାହାରା ମା'। ମୁଣ୍ଡ ଗୁଞ୍ଜିବାକୁ ଗୋଟିଏ ଛାତ ଅଛି, ହେଲେ ସେ ଛାତ ତଳେ ଜଳୁଥିବା ଛ ଟି ପେଟର ନିଆଁକୁ ଲିଭାଇବାକୁ ଦାନା ନାହିଁ। ଏ…
Read More...

ଶାଳିଆ ଡ୍ୟାମ୍‌ରେ ପୋଲିସ ଫାଣ୍ଡି ଖୋଲିବାକୁ ଦାବି ।

ବେଗୁନିଆପଡ଼ା,୨୨/୧୦(ପିପିଟି ): ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଶାଳିଆ ଡ୍ୟାମ୍‌ ଅଞ୍ଚଳରେ ପୋଲିସ ଫାଣ୍ଡି ଖୋଲିବାକୁ ଦୀର୍ଘଦିନ ଧରି ଦାବି ହୋଇଆସୁଛି । ମାତ୍ର ଏଯାଏଁ ଏହି ଦାବି ପୂରଣ ହୋଇନଥିବାରୁ ସ୍ଥାନୀୟ…
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ବେଗୁନିଆପଡା ବ୍ଲକ ଗସ୍ତ ।

ବେଗୁନିଆପଡା ,୨୨/୧୦(ପିପିଟି):ବୁଧବାର ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତିଭାସନ ବେଗୁନିଆପଡା ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ଶାଳିଆଡ୍ୟାମ ଗସ୍ତ କରି ଏଠାରେ ୱାଚ ଟାୱାର ନିର୍ମାଣ ସହ ପାର୍କ ନିର୍ମାଣ କରାଯିବା ସମ୍ପର୍କରେ…
Read More...

ଆଜାଦ ହିନ୍ଦ ବାହିନୀ ପକ୍ଷରୁ ଆଜାଦ ହିନ୍ଦ ସରକାର ର ୮୩ ତମ ପ୍ରତିଷ୍ଠା ବାର୍ଷିକୀ ସମାରୋହ ଉଦଘାଟିତ।

ଭୁବନେଶ୍ୱର,୨୧/୧୦(ପିପିଟି ):ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠିତ ଭାରତୀୟମାନଙ୍କ ପ୍ରଥମ ସ୍ୱାଧୀନ ସରକାର ଆଜାଦ ହିନ୍ଦ ସରକାରର ୮୩ ତମ ପ୍ରତିଷ୍ଠା ବାର୍ଷିକୀ ସମାରୋହ ଆଜି ଭୁବନେଶ୍ୱରସ୍ଥ ନେତାଜୀ ଭବନ ପରିସରରେ…
Read More...

ଭସାଣି ପାଇଁ ୫୬ ପ୍ଲାଟୁନ୍ ପୋଲିସ ମୁତୟନ, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଆଇଜି ଡ. ସତ୍ୟଜିତ ନାୟକ ।

କଟକ, ୨୧/୧୦(ପିପିଟି): ଦୁର୍ଗାପୂଜା ଭସାଣି ଶୋଭାଯାତ୍ରା ଓ ମୂର୍ତ୍ତି ବିସର୍ଜନକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ କେନ୍ଦ୍ରାଞ୍ଚଳ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।…
Read More...

ଦଶହରା ମେଢ଼ ଦେଖିବାକୁ ଯାଇଥିଲେ ପରିବାର, ଘରୁ ଲୁଟ୍ ହେଲା ୩ ଲକ୍ଷରୁ ଅଧିକ ଟଙ୍କା ଓ ଗହଣା ।

ସୁନ୍ଦରଗଡ଼,୨୧/୧୦: ଦଶହରା ମେଢ଼ ଦେଖିବାକୁ ପରିବାର ଘରୁ ବାହାରକୁ ଯାଇଥିବା ବେଳେ ତାଲା ଭାଙ୍ଗି ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ଦେହୁରୀପଡ଼ା ଗ୍ରାମରେ ଏହି ଲୁଟ୍ ଘଟଣା…
Read More...

ନିକାଞ୍ଚନ ସ୍ଥାନରେ ଲକ୍ଷ୍ମୀ ବସଷ୍ଟାଣ୍ଡ, ଭାଙ୍ଗିଲାଣି ଟାଇଲ୍ ଓ ଫାଟିଲାଣି କାନ୍ଥ ।

ବେଗୁନିଆପଡ଼ା,୨୧/୧୦(ପିପିଟି ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ବୋରିଆସାହି ଠାରୁ ଶାଳିଆ ଡ୍ୟାମ୍ ମା’ ଡୋମଣି ଠାକୁରାଣୀଙ୍କ ପୀଠକୁ ଯିବା ରାସ୍ତାରେ ନିର୍ମାଣ ହୋଇଛି ଏକ ଲକ୍ଷ୍ମୀ…
Read More...