ସଫେଇ ନାଁରେ ୩.୫୦ ଲକ୍ଷ ଖର୍ଚ୍ଚ, ତଥାପି ଗାଁ ଗାଁରେ ଅଳିଆ ପାହାଡ଼ ନିଜେ ଅଣ୍ଟା ଭିଡ଼ିଲେ ହଂସତୂଳୀ ଗ୍ରାମବାସୀ ।
କୋଦଳା,୨୩/୧୦(ପିପିଟି ):ଗାଁର ସ୍ୱଚ୍ଛତା ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା, ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ତାଳସର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳୁଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଅର୍ଥ…
Read More...
Read More...