ବହି ତ୍ରୁଟି ମାମଲାରେ PMOର ହସ୍ତକ୍ଷେପ, ଓଡ଼ିଶା ସରକାରଙ୍କୁ ଜବାବ ତଲବ ।

ଭୁବନେଶ୍ୱର, ୨୯/୦୯(ପିପିଟି): ପାଠ୍ୟପୁସ୍ତକରେ ତ୍ରୁଟି ଓ ଏହାର ମୁଦ୍ରଣକୁ ନେଇ ଉଠିଥିବା ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ହସ୍ତକ୍ଷେପ କରିଛି। ଏହି ମାମଲାରେ ଓଡ଼ିଶା ସରକାରଙ୍କୁ ଜବାବ ତଲବ…
Read More...

ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗ: ଫ୍ୟାକ୍ଟ୍ରି ଓ ବଏଲର ଅଧିକାରୀଙ୍କ ୭ ଠିକଣାରେ ରେଡ୍ ।

ସମ୍ବଲପୁର, ୨୯/୦୯: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଫ୍ୟାକ୍ଟ୍ରି ଓ ବଏଲର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ସମ୍ପର୍କିତ ଠିକଣାଗୁଡ଼ିକରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ…
Read More...

ବନ୍ୟାଘେରରୁ ପ୍ରସୂତୀଙ୍କ ସମେତ ୩୦ ଜଣଙ୍କୁ ଉଦ୍ଧାର ।

ଭଦ୍ରକ,୨୯/୦୯: ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। କଂଶବାଂଶ ଓ ଗମେଇ ନଦୀର ବନ୍ୟାଜଳ ତଳିଆ ଅଞ୍ଚଳର ବିଭିନ୍ନ ଗାଁକୁ ପଶିବା ପରେ ଅନେକ ଲୋକ ଜଳବନ୍ଦୀ ହୋଇଛନ୍ତି। ଅଢୁଆଁ ଗାଁରେ…
Read More...

ବିଶ୍ୱାସ ହେଉଛି ପୁଲିସ-ଜନତା ସମ୍ପର୍କର ସବୁଠାରୁ ଶକ୍ତିଶାଳୀ ସେତୁ ।

ଡ. ସତ୍ୟଜିତ ନାୟକ, ଆଇପିଏସ୍ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ, କଟକ ପୁଲିସ ବ୍ୟବସ୍ଥାକୁ ସାଧାରଣତଃ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା ଓ ଅପରାଧୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ସହ ଯୋଡ଼ି ଦେଖାଯାଏ। କିନ୍ତୁ ପୁଲିସର…
Read More...

ଆଶ୍ୱିନ ମାସ ନିଶା ମଙ୍ଗଳବାର ଓଷା ଆରମ୍ଭ ।

କୋଦଳା,୨୯/୦୯(ପିପିଟି):ଆଜି ପୂର୍ବାହ୍ନ ସମୟରୂ କୋଦଳା ଅଞ୍ଚଳ ର ବିଭିନ୍ନ ସ୍ଥାନରେ ମା ମଙ୍ଗଳା ଙ୍କ ଓଷା ପୂଜାପାଠ ଲାଗିରହିଛି । କୋଦଳା ଗୋହିରିନାଳ ସାହିଠାରେ ଗ୍ରାମର ବିଭିନ୍ନ ପ୍ରାନ୍ତ ରୂ ମହିଳାମାନେ ସେମାନଙ୍କ…
Read More...

ମୟୂରଭଞ୍ଜର ବାଉଁଶ ଚାଷୀ ଓ ଓବିଡିଏର ପ୍ରୟାସକୁ ମିଳିଲା “ପ୍ରମାଣ” ସାର୍ଟିଫିକେଟ୍‌ ।

ଭୁବନେଶ୍ୱର, ୨୯/୦୯(ପିପିଟି): ଓଡ଼ିଶାର ବାଉଁଶ କ୍ଷେତ୍ର ପାଇଁ ଏକ ଗର୍ବର ମୁହୂର୍ତ୍ତ ଭାବେ ଭାରତୀୟ ବନ ଓ କାଠ ପ୍ରମାଣୀକରଣ ଯୋଜନା ଅଧୀନରେ “ପ୍ରମାଣ” ସାର୍ଟିଫିକେଟ୍‌ ଆଜି ମାନ୍ୟବର କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ…
Read More...

ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟା ନେଇ ସୁପ୍ରିମକୋର୍ଟରେ ନୂଆ ପ୍ରଶ୍ନ ।

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮/୦୯: ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲା ଆହୁରି ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଛି। ବରିଷ୍ଠ ଆଇପିଏସ୍‌ ଅଧିକାରୀ…
Read More...

ବନ୍ୟାଜଳ ମା’ ଭଟ୍ଟାରିକାଙ୍କ ଗର୍ଭଗୃହରେ, ସ୍ଥାନାନ୍ତର ହେଲେ ଦେବୀ ।

ଆଠଗଡ଼, ୨୮/୦୯: କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବାବେଳେ ପ୍ରସିଦ୍ଧ ମା’ ଭଟ୍ଟାରିକାଙ୍କ ମନ୍ଦିରର ଗର୍ଭଗୃହରେ ବନ୍ୟାଜଳ ପ୍ରବେଶ କରିଛି। ସତର୍କତାମୂଳକ…
Read More...