ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ମୁଷ୍ଟିଯୁଦ୍ଧ (ବକ୍ସିଂ) ପ୍ରତିଯୋଗିତାରେ ସୁବର୍ଣ୍ଣପୁର ମାଟିର ଝିଅଙ୍କ ସଫଳତା ।

ସୁବର୍ଣ୍ଣପୁର ,୦୩/୧୦(ପିପିଟି ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ପଞ୍ଚାୟତ…
Read More...

ନୟାପଲ୍ଲୀ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ, ଗୁଳିମାଡ଼ରେ ଆହତ ।

ଭୁବନେଶ୍ୱର,୦୩/୧୦(ପିପିଟି ): ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ବନ୍ଧୁକ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ କମିଶନରେଟ୍ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଚନ୍ଦକା ଅଞ୍ଚଳରୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ,…
Read More...

ନିର୍ବାଚନ ପୂର୍ବରୁ ଭଞ୍ଜନଗର ଥାନାର ୪ଜଣ ଏଏସଆଇଙ୍କ ବଦଳି ।

ଭଞ୍ଜନଗର, ୦୩/୧୦(ପିପିଟି): ଆସନ୍ତା ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା ପୋଲିସ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ପ୍ରାୟତଃ ଅଧିକାଂଶ ଥାନାରେ ଦୀର୍ଘଦିନ ଧରି ଅବସ୍ଥାପିତ କର୍ମଚାରୀ ମାନଙ୍କୁ ଏସ.ପିଙ୍କ ନିର୍ଦ୍ଦେଶ…
Read More...

ଜନସେବାର ୨୫ ବର୍ଷ ପୂର୍ତ୍ତି: ମାଲକାନଗିରିରେ ସେବା ଜ୍ୟୋତି ଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ।

ମାଲକାନଗିରି, ୦୩/୧୦(ପିପିଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନ ଓ ଜନସେବାର ସଫଳ ୨୫ ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଅକ୍ଟୋବର ୭ ତାରିଖରେ ଏକ ବିଶାଳ ସେବା…
Read More...

ଭୋଟର ତାଲିକାରେ ନାମ ସାମିଲ ପାଇଁ ସ୍ୱତନ୍ତ୍ର ଅଭିଯାନ ।

ଛତ୍ରପୁର,୦୩/୧୦(ପିପିଟି): ସ୍ୱତନ୍ତ୍ର ସଘନ ସଂଶୋଧନ ପରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକଙ୍କ ସମେତ ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଯୁବ ଭୋଟରଙ୍କ ନାମ ତାଲିକାରେ ସାମିଲ କରିବା ନିମନ୍ତେ ରାଜ୍ୟରେ ଏକ…
Read More...

କେବିସି ହଟ୍‌ସିଟ୍‌ରେ ଚମକିଲେ ମୟୂରଭଞ୍ଜର ସୋନାଲି, ଜିତିଲେ ୧୨.୫ ଲକ୍ଷ ।

ମୟୂରଭଞ୍ଜ ,୦୩/୧୦: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳର ଝିଅ ତଥା ଡାକ ବିଭାଗର କର୍ମଚାରୀ ସୋନାଲି ଶେଷାଦ୍ରୀ ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମ ‘କୌନ୍ ବନେଗା କରୋଡପତି’ (କେବିସି)ର ହଟ୍‌ସିଟ୍‌ରେ ବସି ନିଜ ପ୍ରତିଭାର…
Read More...

ଅଧୁରା ରହିଗଲା କିଲିମଞ୍ଜାରୋ ସ୍ୱପ୍ନ ।

କେନ୍ଦୁଝର,୦୩/୧୦:  ପାହାଡ଼ ଚଢ଼ିବାର ଅଦମ୍ୟ ନିଶା ଓ ଦେଶ ପାଇଁ କିଛି କରିବାର ସ୍ୱପ୍ନ ଦେଖିଥିବା ଜଣେ ପ୍ରତିଭାବାନ ଯୁବକଙ୍କ ଜୀବନ ଅକାଳରେ ଥମିଯାଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଭଗାମୁଣ୍ଡା ପଞ୍ଚାୟତ…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଉଦଘାଟିତ ।

ଭୁବନେଶ୍ୱର,୦୩/୧୦(ପିପିଟି): ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ପ୍ରଦାନ କରିବା ଏବଂ ବ୍ୟାପକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାର ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ନେଇ ଆଜି ରାଜଧାନୀ ଭୁବନେଶ୍ୱରଠାରେ…
Read More...

ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ସେବା ସଂକଳ୍ପ ସଭା ।

କୋଦଳା ,୦୩/୧୦(ପିପିଟି):କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ସାଇମା କୋଦଳା ଅନୁଷ୍ଠାନର ସହଯୋଗରେ ଓଡିଶା ସରକାରଙ୍କ ସେବା ସଂକଳ୍ପ ଅଭିଯାନ ଉପଲକ୍ଷେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା…
Read More...

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ।

କୋଦଳା,୦୩/୧୦(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ ପିଏମଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ମୀନକେତନ ମହାରଣାଙ୍କ ସଭାପତିତ୍ୱରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...