ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ୨.୦ରେ ସର୍ବାଧିକ ସଂସ୍କାର ପାଇଁ ଓଡ଼ିଶାକୁ ବିଶେଷ ସ୍ୱୀକୃତି ।

ଭୁବନେଶ୍ୱର,୦୫/୧୦(ପିପିଟି):ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହର)୨.୦ ଅଧୀନରେ ସର୍ବାଧିକ ସଂସ୍କାର କାର୍ଯ୍ୟକାରୀ କରିଥିବାରୁ ଓଡ଼ିଶାକୁ ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ସ୍ୱୀକୃତି…
Read More...

ଗୋଳିଆ ପାଣି ଭରସାରେ ବେତବାଡ଼ିବାସୀ : ଏକମାତ୍ର ନଳକୂପରୁ ମିଳୁନି ସ୍ୱଚ୍ଛ ଜଳ, ରୋଗ ବଢ଼ୁଥିବା ଅଭିଯୋଗ ।

ବାଲିଗୁଡା,୦୫/୧୦ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେତବାଡ଼ି ଗ୍ରାମରେ ଦୀର୍ଘ ମାସ ଧରି ଉତ୍କଟ ଜଳକଷ୍ଟ ଲାଗିରହିଛି। ଗ୍ରାମରେ ୧୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ…
Read More...

କଲଭର୍ଟ ରାସ୍ତାରେ ବୃହତ୍‌ ଗର୍ତ୍ତ : ବିପଦରେ ଶହ ଶହ ଛାତ୍ରଛାତ୍ରୀ ।

ବାଲିଗୁଡ଼ା,୦୫/୧୦ (ପିପିଟି): ସରକାରୀ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଛି, ହେଲେ ନିର୍ମାଣର ସ୍ଥାୟୀତ୍ୱ ନେଇ ପୁଣି ଉଠିଛି ପ୍ରଶ୍ନ। ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ…
Read More...

ଚାଟୁଳା ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ କ୍ଲଷ୍ଟରସ୍ତରୀୟ ବୈଠକ ।

ବେଲଗୁଣ୍ଠା ୦୪/୧୦(ପିପିଟି): ଚାଟୁଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷାବର୍ଷ ୨୦୨୬-୨୭ର ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ରଂଜିତା ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକକୁ…
Read More...

ବାରଖମା ହାତେ ଏକ ଦିବସୀୟ କବାଡି ଟ୍ରଫି : ଫାଇନାଲରେ ଚାମ୍ପିଅନ୍‌ ହେଲା ସ୍ପୋର୍ଟ୍ସ କ୍ଲବ ବାରଖମା ।

ବାଲିଗୁଡ଼ା, ୦୪/୧୦(ପିପିଟି): କ୍ରୀଡ଼ା ପ୍ରତିଭାର ବିକାଶ ସହ ଯୁବପିଢ଼ିଙ୍କ ମଧ୍ୟରେ କବାଡି ପ୍ରତି ଆଗ୍ରହ ବଢ଼ାଇବା ଲକ୍ଷ୍ୟରେ ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ…
Read More...

ମା’ ସରଳା ଦେବୀ ହେଉଛନ୍ତି ନାରୀ ସଶକ୍ତିକରଣର ପ୍ରତୀକ : ବାଚସ୍ପତି ସୁରମା ପାଢ଼ୀ ।

ଭୁବନେଶ୍ୱର,୦୪ /୧୦(ପିପିଟି):ମା' ସରଳା ଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବାଚସ୍ପତି ସୁରମା ପାଢ଼ୀ ମା' ସରଳା ଦେବୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଓଡ଼ିଶା ବିଧାନସଭା ପାର୍ଶ୍ୱରେ ଥିବା ମା'…
Read More...

ଏଆଇଟିୟୁସିର ଏକାଦଶ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ।

ଆସ୍କା,୦୪/୧୦(ପିପିଟି): ଅଖିଳ ଭାରତ ଟ୍ରେଡ୍ ୟୁନିଅନ କଂଗ୍ରେସ (AITUC) ଏକାଦଶ ତମ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଆଜି ଆସିକା ସହରର ଖମ୍ବେଶ୍ୱରୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।ସମ୍ମିଳନୀକୁ ଏଆଇଟିୟୁସି ର ରାଜ୍ୟ…
Read More...

ରାସ୍ତା ମଝିରେ ଜଳିଗଲା ବୋଲେରୋ ।

ବେଗୁନିଆପଡା ,୦୪/୧୦(ପିପିଟି):ରାସ୍ତା ମଝିରେ ଜଳିଗଲା ବୋଲେରୋ, ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋଦଳା ଥାନା ଅନ୍ତର୍ଗତ ପୁସ୍ତପୁର ଗ୍ରାମ ନିକଟରେ,ବିଳମ୍ବିତ ରାତିରେ ଆସିକା ଠାରୁ ଭୁବନେଶ୍ବର ଅଭିମୁଖେ ଯାଇଥିବା ୩୦…
Read More...

ଭୋଟର ତାଲିକାରେ ନାମ ସାମିଲ ଏବେ ଆହୁରି ସହଜ ।

କନ୍ଧମାଳ , ୦୪/୧୦: (ପିପିଟି): କନ୍ଧମାଳ ଜିଲ୍ଲାର ନୂତନ ଓ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ନାଗରିକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ଭୋଟର ତାଲିକାରେ ନାମ ସାମିଲ ପ୍ରକ୍ରିୟାକୁ ଆହୁରି ସରଳ କରିଛନ୍ତି ଭାରତ…
Read More...

୮ ଅକ୍ଟୋବର ଓଡ଼ିଶା ବନ୍ଦ ପାଇଁ ଖୋର୍ଦ୍ଧାରେ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ।

ଖୋର୍ଦ୍ଧା,୦୪/୧୦(ପିପିଟି):ଇଣ୍ଡିଆ ବ୍ଲକ ଅଂଶୀଦାର ଦଳ ସମୂହ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାବ୍ୟାପି ଗଣତନ୍ତ୍ର ବଞ୍ଚାଓ ସପ୍ତାହ ଶୁଭାରମ୍ଭ କରାଯାଇଛି l ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ୮…
Read More...