ଆଠଗଡ ବିଧାୟକଙ୍କୁ ଆକ୍ରମଣ, ଗାଡି ଉପରକୁ ଏସିଡ୍ ବୋତଲ ଓ ଅଣ୍ଡା ମାଡ ଅଭିଯୋଗ ।
ଆଠଗଡ,୨୨/୦୫ ତିଗିରିଆର ପାଞ୍ଚଗାଁ ଠାରେ ପୁଲିସ ଉପସ୍ଥିତିରେ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଛି । ସକାଳ ପ୍ରାୟ ୧୧ଟା ବେଳେ ତିଗିରିଆ ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଯାଉଥିବା…
Read More...
Read More...