ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ , ଘଣ୍ଟା ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ।
ବୋଲଗଡ଼,୨୩/୦୫(ପିପିଟି):ତାପମାତ୍ରା ୪୦ ଡ଼ିଗ୍ରୀରୁ ଉର୍ଦ୍ଧ୍ବ ରହିଥିବାରୁ ଖରାରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଉ ଥିବା ବେଳେ ଅସହ୍ୟ ହୋଇ ପଡ଼ିଛି ଗରମ ଓ ଗୁଳୁଗୁଳି । ଏହା ସହିତ ଅଘୋଷିତ ବିଦ୍ୟୁତ କାଟ ଜନଜୀବନକୁ…
Read More...
Read More...