୨ଟି ହାତୀଦାନ୍ତ ଓ କୁରାଢ଼ୀ ଜବତ; ୩ଶିକାରୀ ଗିରଫ ।

ଭଞ୍ଜନଗର,୧୪/୦୭(ପିପିଟି): ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜ କାନବିନ୍ଧା ସଂରକ୍ଷିତ ଜଙ୍ଗଲରେ ଗତ ୬ତାରିଖରେ ଏକ ହାତୀର ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ।ବନ ବିଭାଗ ଅଧିକାରୀ ଓ…
Read More...

ସବୁଜ ସଂକଳ୍ପ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ।

ବେଲଗୁଣ୍ଠା,୧୪/୦୭(ପିପିଟି): ଆସନ୍ତା ଜୁଲାଇ ୨୬ ତାରିଖ କାର୍ଗିଲ ବିଜୟ ଦିବସ ଅବସରରେ ସବୁଜ ସଂକଳ୍ପ ଅଭିଯାନ ବେଲଗୁଣ୍ଠା ପଞ୍ଚାୟତ ସମିତି ର ୧୮ ଗୋଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ୧୯୨ ଅଙ୍ଗନୱାଡି କେନ୍ଦ୍ର ଓ ୧୫୧…
Read More...

ମୋଟୁରେ ବନ୍ଯା ପରିସ୍ଥିତି ସମ୍ଭାବନା,ପୋଲାଭରମର ପଛୁଆ ଜଳ ନିଷ୍କାସନରେ ପ୍ରତିବନ୍ଧ ।

ମାଲକାନଗିରି,୧୪/୦୭(ପିପିଟି): ଗୋଦାବରୀ ନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏବେ ଓଡ଼ିଶା ପ୍ରତି ବିପଦ ବଢୁଛି । ଆନ୍ଧ୍ରର ବହୁ ଅଞ୍ଚଳ ପାଣିରେ ବୁଡ଼ି ସାରିଥିବା ବେଳେ ଏଭଳି ବର୍ଷା ଲାଗି ରହିଲେ ଅତିଶୀଘ୍ର ଓଡ଼ିଶାର…
Read More...

ପାଟପୁର ପୋଲିସ ଦ୍ବାରା ୧୮୫ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ;୪ ଜଣ ଗଞ୍ଜେଇ ମାଫିଆ ଗିରଫ ।

ସାନଖେମୁଣ୍ଡି,୧୪/୦୭(ପିପିଟି): ଦିନ କୁ ଦିନ ଗଞ୍ଜେଇ ମାଫିଆ ମାନେ ଉନ୍ନତ ମାନର ବୁଦ୍ଧି ଖଟାଇ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ । ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସକୁ ଆଜି ମିଳିଛି ବଡ ସଫଳତା । ଚାରି ଜଣ ଗଞ୍ଜେଇ ବ୍ୟବସାୟୀ ଙ୍କ…
Read More...

ଭଞ୍ଜନଗର ବିଜେପି ପକ୍ଷରୁ ରାହୁଲ ଗାନ୍ଧୀଙ୍କ କୁଶ ପୁତଳିକା ଦାହ ।

ଭଞ୍ଜନଗର,୧୪/୦୭(ପିପିଟି): ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ସ୍ଥିର କରିଥିବା ବେଳେ ଗତକାଲି ଏହାକୁ ନେଇ ଝାଡଖଣ୍ଡ କଂଗ୍ରେସ ମୁଖପାତ୍ର ଅଜୟ…
Read More...

ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୮୦୪ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୧୪/୦୭ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୪୭୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୩୩ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...

ନାବାଳିକାର ଆତ୍ମହତ୍ୟା ।

ବେଲଗୁଣ୍ଠା,୧୩/୦୭(ପିପିଟି): ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ବାବୁଲା ଗୌଡ଼ଙ୍କ ଙ୍କ ନାବାଳିକା ଝିଅ ସ୍ୱର୍ଣ୍ଣ ଲତା ଗୌଡ (୧୭) କୌଣସି କାରଣରୁ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା…
Read More...

ଗୁରୁପୂର୍ଣ୍ଣିମାରେ ବିଦାୟ ସମ୍ବର୍ଦ୍ଧନା ସଭା ।

କୋଦଳା,୧୩/୦୭(ପିପିଟି): ଚିଙ୍ଗୁଡ଼ିଖୋଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଶତପଥୀ ଅବସର ଗ୍ରହଣ କରିଥିବାରୁ ତାଙ୍କୁ ବିଦ୍ୟାଳୟ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେ ୧୧/୦୭/୧୯୮୮ ରୁ…
Read More...

ସଂସ୍କୃତି ଓ କଳା ପରିଷଦ,ଓଡିଶା ତରଫରୁ ଆଲୋଚନା ଚକ୍ର ଅନୁଷ୍ଠିତ ।

ଭଞ୍ଜନଗର,୧୩/୦୭(ପିପିଟି): ସଂସ୍କୃତି ଓ କଳା ପରିଷଦ,ଓଡିଶା ତରଫରୁ ଘୁମୁସର ଅଞ୍ଚଳର ବିଭନ୍ନ ବର୍ଗର କଳାକାରମାନଙ୍କୁ ତଥା ସାହିତ୍ୟିକ,ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…
Read More...

ପାରିବାରିକ କଳହରୁ ଭାଇକୁ ହତ୍ୟା କଲା ଭାଇ ।

ବ୍ରହ୍ମପୁର,୧୩/୦୭(ପିପିଟି): ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ କଥାକୁ ନେଇ ଭାଇକୁ ମାରିଦେଲା ଭାଇ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଗୁଜୁଲିଙ୍ଗା ଗାଁରେ ମଙ୍ଗଳବାର ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର…
Read More...