ତିନି ଜିଲ୍ଲାର ୪୨ ଜଣିଆ ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ହିଞ୍ଜିଳି ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ ।

ବ୍ରହ୍ମପୁର,୧୬/୦୭(ପିପିଟି): ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଶିକ୍ଷାନୁଷ୍ଠାନ ଓ ପଞ୍ଚାୟତରାଜ ବିଭାଗ ଭୁବନେଶ୍ୱର ,ଓଡିଶା ଅନୁକୂଲ୍ୟରେ ନବନିର୍ବାଚିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଙ୍କ ପାଞ୍ଚଦିନିଆ ପ୍ରଶିକ୍ଷଣ…
Read More...

ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୧୦୬୫ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୧୫/୦୭ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୬୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୪୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...

ସରପଞ୍ଚମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ।

ମାଲକାନଗିରି,୧୫/୦୭(ପିପିଟି): ସଶକ୍ତ ପଞ୍ଚାୟତିରାଜ୍ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ/ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଦୁଇ ସପ୍ତାହ ଧରି ପର୍ଯ୍ୟାୟ କ୍ରମେ ଚାଲିଥିବା ଶିକ୍ଷଣ…
Read More...

ମୋଟୁରେ ପଶିଲା ପୋଲାଭରମର ପଛୁଆ ପାଣି ।

ମାଲକାନଗିରି,୧୫/୦୭(ପିପିଟି):ମାଲକାନଗିରି ଜିଲ୍ଲାର ମୋଟୁରେ ପଶିଲା ପୋଲାଭରମର ପଛୁଆ ପାଣି । ଜିଲ୍ଲାରେ ଗତ ୫ ଦିନ ଧରି ଲଗାଣ ବର୍ଷା ଲାଗିରହିଥିବାରୁ ଜିଲ୍ଲାର ସମସ୍ତ ନଦୀରେ ବନ୍ୟାଜଳ ବୃଦ୍ଧି ପାଇଛି । ଏପଟେ ଗୋଦାବରୀ…
Read More...

ଶିଶୁ ମନ୍ଦିରରେ ବନମହୋତ୍ସବ ଓ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ।

ଭଞ୍ଜନଗର,୧୫/୦୭(ପିପିଟି): ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଡ଼ିହ ପଢାଳ ଠାରେ ଶୁକ୍ରବାର ବନ ମହୋତ୍ସବ ଓ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଖାଲଖମାରେ ଟିକାତଳ ଠାରୁ କୋଦବରେଣୀ ରାସ୍ତା ଏବେ ପାଲଟିଛି ମରଣଯନ୍ତା ।

ବୋଲଗଡ଼,୧୫/୦୭(ପିପିଟି):ଗ୍ରାମାଞ୍ଚଳ ଜନସାଧାରଣଙ୍କ ଗମନା ଗମନରେ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମ ସଡକ ଯୋଜନାରେ ପକ୍କା ସଡକ ନିର୍ମାଣ କରୁଛନ୍ତି । କିନ୍ତୁ କିଛି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ…
Read More...

ମାଗଣା ଚକ୍ଷୁ ଚିକିତ୍ସା ଶିବିର; ୫୨ରୋଗୀ ଉପକୃତ ।

ଭଞ୍ଜନଗର,୧୫/୦୭(ପିପିଟି):ଭଞ୍ଜନଗର ବ୍ଲକ ବ୍ରାହ୍ମଣ ପଦର ଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ ଓ ସମର ଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର…
Read More...

ଉଦ୍‌ଘାଟନ ପୂର୍ବରୁ ଦବିଲା ବୋଡ଼ାନଦୀ ପୋଲ;ମାଟି ପକାଇ ଦୋଷ ଲୁଚାଇବାକୁ ପ୍ରୟାସ ।

ବେଲଗୁଣ୍ଠା,୧୫/୦୭(ପିପିଟି): ବେଲଗୁଣ୍ଠା ବ୍ଳକ୍ ଆମ୍ବପୁଆ ଠାରେ ବୋଡ଼ା ନଦୀ ଉପରେ ଥିବା ବ୍ରିଟିଶ୍ ଅମଳର ପୁରୁଣା ପୋଲଟି ୨୦୧୬ ମସିହାରେ ଦବି ଯାଇଥିଲା । ଏହାକୁ ନୂତନ ଭାବେ ନିର୍ମାଣ କରିବା ପାଇଁ ସରକାର ଯୁଦ୍ଧକାଳୀନ…
Read More...

ଗଛକୁ ଧକ୍କା ଦେଇ ବାଇକ ଆରୋହୀ ମୃତ୍ୟୁ ।

ବେଲଗୁଣ୍ଠା,୧୪/୦୭(ପିପିଟି): ଗାଙ୍ଗପୁର ଥାନା ବଡବରସିଂ କଣ୍ଟେଇପଲ୍ଲୀ ମଝି ଦୁବଲୁଣ୍ଡା ଘାଇ ନିକଟସ୍ଥ ବୁଲାଣି ରାସ୍ତାରେ ଭଞ୍ଜନଗର ଥାନା ଖମlରେଡି ଗାଁମର ବାବୁନା ଜେନା (ବୁଲୁ ) ଏକ ହେରୋ ମୋଟର ସାଇକେଲରେ ଶଶୁର ଘର…
Read More...

ଘର ଭିତରୁ ବୋହୂର ଝୁଲନ୍ତା ଶବ ଉଦ୍ଧାର; ବାପ ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ ।

ବେଲଗୁଣ୍ଠା,୧୪/୦୭(ପିପିଟି):ଆଜି ଗାଙ୍ଗପୁର ଥାନା ପଛପଟ ସାହିରେ ରହୁଥିବା ଅଭିମନ୍ୟୁ ମଳିକଙ୍କ ଉପର ମହଲା ଘରୁ ତାଙ୍କ ବଡ଼ ବୋହୁ ଝୂମୂରୀ ଓରଫ ଅନିତା ମଳିକଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଅଭିମନ୍ୟୁଙ୍କ ପରିବାର ପକ୍ଷରୁ…
Read More...