ମାଲକାନଗିରି ବ୍ଲକ ସରପଞ୍ଚମାନଙ୍କ କର୍ମକର୍ତ୍ତା ଚୟନ ।

ମାଲକାନଗିରି,୧୭/୦୭(ପିପିଟି):ମାଲକାନଗିରି ବ୍ଲକରେ ୧୯ ଗୋଟି ଗ୍ରାମ ପଞ୍ଚାୟତ ରହିଥିବା ବେଳେ ସମସ୍ତ ସରପଞ୍ଚଙ୍କ ଉପସ୍ଥିତିରେ ଆଜି ମାଲକାନଗିରି ରାଜଶ୍ରୀ ହୋଟେଲ ଠାରେ ନୂତନ ସାଙ୍ଗଠନିକ କର୍ମକର୍ତ୍ତା ଚୟନ କରାଯାଇଛି ।…
Read More...

ଧର୍ମ ପରାୟଣା ମହିଳାଙ୍କ ପରଲୋକ ।

ବେଲଗୁଣ୍ଠା,୧୭/୦୭(ପିପିଟି): ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସ୍ଵର୍ଗତ ଗୋଦାବରୀ ବିଷୋୟୀଙ୍କ ଧର୍ମପତ୍ନୀ ଅହଲ୍ୟା ବିଷୋୟୀଙ୍କର ଆଜି ୯୫ ବର୍ଷ ବୟସରେ ନିଜ ବାସ ଭବନରେ ସକାଳ ଆଠ ଘଣ୍ଟା ଚବିଶି…
Read More...

ବନ୍ୟା ଜଳରେ ଭାସିଯାଇ ଯୁବକ ନିଖୋଜ ।

ଭଞ୍ଜନଗର,୧୭/୦୭(ପିପିଟି): ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଗ୍ରାମ ବଡ଼ନଦୀ ବନ୍ୟା ଜଳରେ ଆଜି ଦିନ ସାଢେ ଗୋଟାଏ ସମୟରେ ଗୋବିନ୍ଦ ପାଣ୍ଡବଙ୍କ ସାନ ପୁଅ ଗୋପାଳ ପାଣ୍ଡବ(୩୫) ଭାସି ଯାଇଥିବା ଜଣାପଡିଛି। ସୂଚନା ମୁତାବକ ଗୋପାଳ…
Read More...

ଉପଖଣ୍ଡ ପ୍ରଶାସନ ତରଫରୁ ଖୋଲିଲା ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ।

ଭଞ୍ଜନଗର,୧୭/୦୭(ପିପିଟି): ଲଗାଣ ବର୍ଷାରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ନଦୀ, ନାଳ ଓ ଜଳଭଣ୍ଡାରରେ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ତଳ ମୁଣ୍ଡରେ ବାସ କରୁଥିବା ଲୋକମାନେ ସମ୍ଭାବ୍ୟ ବନ୍ୟା…
Read More...

କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରରେ ମ୍ୟାଲେରିଆ ନିରାକରଣ ଓ ସଚେତନତା କର୍ମଶାଳା ।

ମାଲକାନଗିରି,୧୭/୦୭(ପିପିଟି): କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ମ୍ୟାଲେରିଆ ନିରାକରଣ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମ୍ୟାଲେରିଆ…
Read More...

ଆପ୍ ତରଫରୁ ଆନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ।

ବୋଲଗଡ଼,୧୭/୦୭(ପିପିଟି): ଜୁଲାଇ ୧୭ ଆନ୍ତର୍ଜାତିୟ ନ୍ୟାୟ ଦିବସ ଅବସରରେ ଆମ୍ ଆଦମି ପାର୍ଟୀ ତରଫରୁ ବୋଲଗଡ଼ ବ୍ଲକ୍ ଅସରଳା ପଞ୍ଚାୟତ ଦଧିବାମନ ଦେବଙ୍କ ପିଷ୍ଠ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି ଯୁବ ସମାଜ ସେବୀ ଅକ୍ଷୟ…
Read More...

ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ଯାର ଗମ୍ଭୀର ପରିସ୍ଥିତି ।

ମାଲକାନଗିରି,୧୬/୦୭(ପିପିଟି): ଲଘୁଚାପଜନିତ ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ମୋଟୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୋଦାବରୀ ନଦୀର ପଛୁଆ ପାଣି ।ମାଡିଆସିବା ଯୋଗୁଁ ମୋଟୁ ଅଞ୍ଚଳ ବହୁ ଗ୍ରାମ ପାଣି ଘେରରେ ରହିଛି…
Read More...

ପ୍ଲାଷ୍ଟିକ ବୋଝେଇ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ସାଇକେଲ ଆରୋହୀ ମୃତ ।

ସାନଖେମୁଣ୍ଡି,୧୬/୦୭(ପିପିଟି): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନସ୍ଥ ପଳାସପୁର ଗ୍ରାମ ଆମ୍ବତୋଟା ନିକଟରେ ଆଜି ସକାଳ ସମୟରେ ଏକ ପ୍ଲାଷ୍ଟିକ ବୋଝେଇ ପିକଅପ ଭ୍ୟାନ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ ହୋଇଥିବା ସୂଚନା…
Read More...

ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଓରମାସ୍ ଦ୍ବାରା ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନାରେ ନିଯୁକ୍ତି ପାଇଥିବା…

ଛତ୍ରପୁର,୧୬/୦୭(ପିପିଟି): ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଓରମାସ୍ ଦ୍ବାରା ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନା ଅନ୍ତର୍ଗତ ନିଯୁକ୍ତି ପାଇଥିବା ସ୍ଥାନ ମାନଙ୍କୁ କ୍ଷେତ୍ର ପରିଭ୍ରମଣ ତଥା ନିଯୁକ୍ତି ପାଇଥିବା ଯୁବକ…
Read More...

ଟଙ୍କା ଓ ମୋବାଇଲ ଜବତ, ୬ଜୁଆଡ଼ି ଗିରଫ ।

ଭଞ୍ଜନଗର,୧୬/୦୭(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ରାଜକୁଣ୍ଡୁ ଗ୍ରାମର ଏକ ଅବ୍ୟବହୃତ ଘରେ ଜୁଆ ଖେଳ ଚାଲିଥିବା ଖବର କୌଣସି ସୂତ୍ରରୁ ପାଇ ପୋଲିସ ଅଚାନକ ସେହି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ସେଠାରୁ ରାଜକୁଣ୍ଡୁ…
Read More...