ପଢ଼ିବା ମିଶନ-୨୦୨୨ ଉଦଘାଟିତ ।

ମାଲକାନଗିରି,୨୦/୦୭(ପିପିଟି):ମାଲକାନଗିରି ଜିଲ୍ଲା ମହାବିଦ୍ୟାଳୟର ସଭାଗୃହରେ ପଢ଼ିବା ମିଶନ- ୨୦୨୨ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରାୟ ଏକ ସପ୍ତାହ ଧରି ଚାଲିବ, ପର୍ଯ୍ଯାୟକ୍ରମେ ଛାତ୍ରଛାତ୍ରୀମାନଙ୍କର ପଢ଼ିବା…
Read More...

ପୁରୁଣା ୱାରେଣ୍ଟ ବଳରେ ଜଣେ ଗିରଫ ।

ଭଞ୍ଜନଗର,୧୯/୦୭(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ କାଳିଆ ପଲି ଗ୍ରାମର ନାରାୟଣ ନାୟକଙ୍କ ପୁଅ ପବିତ୍ର ନାୟକ ଓରଫ ରାହୁଲକୁ ପୁରୁଣା ୱାରେଣ୍ଟ ବଳରେ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ତା ନାମରେ ଭଞ୍ଜନଗର…
Read More...

ଜାତୀୟ ରାଜପଥରେ ବୁଲୁଛନ୍ତି ହାତୀ; ଭୟଭୀତ ଗ୍ରାମବାସୀ ।

ଗ୍ରାମବାସୀ ଭଞ୍ଜନଗର,୧୯/୦୭(ପିପିଟି): ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜରେ ହାତୀ ମାନେ ସକ୍ରିୟ ଥିବା ଜଣାପଡ଼ିଛି। ଅଧିକାଂଶ ସମୟରେ ଏହି ବନାଞ୍ଚଳରେ ହାତୀ ପଲ ଚଳପ୍ରଚଳ ହେଉଥିବା ଦେଖାଯାଇଛି। ଯାହା ଫଳରେ ଗତ ୬ତାରିଖରେ…
Read More...

ମାଲକାନଗିରି ବିଡିଓଙ୍କୁ ବଦଳି ପାଇଁ ସରପଞ୍ଚ ମାନଙ୍କ ଦାବି ।

ମାଲକାନଗିରି,୧୯/୦୭(ପିପିଟି): ମାଲକାନଗିରି ବିଡିଓ ଉନ୍ନୟନ କାର୍ଯ୍ଯରେ ବାଧକ ସାଜିଥିବାରୁ ତାଙ୍କୁ ତୁରନ୍ତ ବଦଳି କରିବା ପାଇଁ ୧୯ ଜଣ ସରପଞ୍ଚ ଜିଲ୍ଲାପାଳଙ୍କ ମାଧ୍ଯମରେ ମୁଖ୍ଯ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।…
Read More...

ସ୍ବେଚ୍ଛାସେବୀ ଶିକ୍ଷା ଅନୁଷ୍ଠାନ “ପ୍ରଥମ ” ର ୯୨ % ସଫଳତା ।

ପୋଲସରା,୧୯/୦୭(ପିପିଟି): ଏକ ଅଗ୍ରଣୀ ସ୍ବେଛାସେବୀ ଶିକ୍ଷା ଅନୁଷ୍ଠାନ ''ପ୍ରଥମ'' ପୋଲସରା ଓ ବୁଗୁଡ଼ା ବ୍ଲକରେ ଦୀର୍ଘ ୧୨ ବର୍ଷ ହେଲା ଅଧାରୁ ପାଠ ଛାଡିଦେଇଥିବା ବିଦ୍ୟାର୍ଥୀ ଓ ମହିଳାମାନଙ୍କୁ ଦଶମ ବୋର୍ଡ ପରୀକ୍ଷାରେ…
Read More...

ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।ମ

ବାଲିଗୁଡା,୧୯/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ +୩ ଅନ୍ତିମ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଉକ୍ତ…
Read More...

ନେଟଙ୍ଗା ସେବା ସମବାୟ ସଭାପତି ଭାବେ ପ୍ରହଲ୍ଲାଦ ଲେଙ୍କା ନିର୍ବାଚିତ ।

ବେଲଗୁଣ୍ଠା,୧୯/୦୭(ପିପିଟି): ଆଜି ବେଲଗୁଣ୍ଠା ବ୍ଲକ ନେଟଙ୍ଗା ସେବା ସମବାୟ ସମିତି ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା ସେବା ସମବାୟ ସମିତି ଅଧ୍ୟକ୍ଷ ରୂପେ ନିର୍ବାଚିତ…
Read More...

ଘାଟନିର୍ମାଣ ସେବା ସଂଘର ଆନୁକୂଲ୍ୟରେ ୭୩ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ।

ରଣପୁର,୧୯/୦୭(ପିପିଟି): ରଣପୁର ବ୍ଳକ ଅଞ୍ଚଳର ତଳ ମଣୀନାଗ ପୀଠରେ ଘାଟ ନିର୍ମାଣ ସେବା ସଂଘର ସଭାପତି କୈଳାସ ଚନ୍ଦ୍ର ରଥଙ୍କ ନେତୃତ୍ୱରେ ଶତାଧିକ ବୃକ୍ଷରୋପଣ କରାଯାଇଛି। ପରିବେଶକୁ ସବୁଜ ସୁନ୍ଦର ଅମ୍ଳଜାନ ଅଭାବକୁ ଆଖିଆଗରେ…
Read More...

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଓ ଜୋରିମାନା ।

କନ୍ଧମାଳ,୧୯/୦୭(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ତ୍ବରିତ ଓ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଘଟଣାର ୮ ଜଣ ସାକ୍ଷୀ ,ଡାକ୍ତରୀ ରିପୋର୍ଟ, ପିଡିତାଙ୍କ ବୟାନ ଓ ପ୍ରମାଣ…
Read More...

କନ୍ଧମାଳରେ ଏସଓଜି ଓ ଡ଼ିଭିଏଫ ଯବାନଙ୍କ ମିଳିତ କମ୍ବିଙ୍ଗ ଅପେରସନ: ବହୁ ମାଓ ସାମଗ୍ରୀ ଜବତ ।

କନ୍ଧମାଳ,୧୯/୦୭(ପିପିଟି): କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ଙ୍କ ନିର୍ଦେଶକ୍ରମେ ଏସଓଜି ଏବଂ ଡ଼ିଭିଏଫ ଯବାନ ମlନେ ସୋମବାର ବାଲିଗୁଡା ଥାନା ଅନ୍ତର୍ଗତ ତିଲକୀ ଗ୍ରାମ ନିକଟ ଜଙ୍ଗଲ ରେ କମ୍ବିଙ୍ଗ ଅପରେସନ କରିବା ସହ ମାଓବାଦୀ…
Read More...