ଟାଉନ ଥାନା ନିକଟରୁ ଦେଢ ଲକ୍ଷ ଟଙ୍କା ଲୁଟ୍, ବ୍ୟାଗ୍ ସହ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ ।

କନ୍ଧମାଳ,୧୨/୦୭(ପିପିଟି): ଦିନ ଦ୍ବିପ୍ରହରରେ ଫୁଲବାଣୀ ଟାଉନ ଥାନା ନିକଟରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଫୁଲବାଣୀ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କରୁ କଟ୍ରିଙ୍ଗିଆ ଅଞ୍ଚଳର…
Read More...

ବାଉଁଶ ଲୁଣ୍ଡି ପଞ୍ଚାୟତର ୨୦ପରିବାର ପାଣି ଘେରରେ ।

ଭଞ୍ଜନଗର,୧୨/୦୭(ପିପିଟି): ଭଞ୍ଜନଗର ବ୍ଲକ ବାଉଁଶ ଲୁଣ୍ଡି ପଞ୍ଚାୟତର ବାଲି ସାହିରେ ରହୁଥିବା ପ୍ରାୟ ୨୦ଟି ପରିବାର ର ଲୋକେ ପାଣି ଘେରରେ ରହିଛନ୍ତି।ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ…
Read More...

ଆମ୍ ଆଦମି ପାର୍ଟିର ଶ୍ରଦ୍ଧାଞ୍ଜଳୀ ସଭା।

ବୋଲଗଡ଼,୧୧/୦୭(ପିପିଟି): ଜାପାନର ମାନ୍ୟବର ପ୍ରଧାନ ମନ୍ତ୍ରୀ ସ୍ୱର୍ଗତଃ ସିଞ୍ଜୋ ଆବେଙ୍କ ଆତଙ୍କ ବାଦୀ ଦ୍ବାରା ହତ୍ୟାକୁ ଦୃଢ ନିନ୍ଦା କରି ଆମ ଆଦମି ପାର୍ଟି ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତ ଜରିପଡା ଠାରେ ଏକ…
Read More...

ଗୋ-ମାତା ଦିବସ ପାଳିତ ।

ବେଗୁନିଆ,୧୧/୦୭(ପିପିଟି):୧୯୯୪ ମସିହାରୁ ପ୍ରତିବର୍ଷ ଜୁଲାଇ ୧୦ ତାରିଖ କୁ ଗୋ-ମାତା ଦିବସ ଭାବେ ପାଳିତ କରାଯାଇ ଆସୁଅଛି. ଗୋ ମାଂସ ନଖାଇବା ପାଇଁ ,ଗୋ ଚାଲାଣ,ଗୋ-ବଂଶର ବୃଦ୍ଧି ପାଇଁ ସଚେତନତା ସୃଷ୍ଟି କରିବା ଏହି ଦିବସର…
Read More...

ହୃଦଘାତରେ ପ୍ରଧାନ ଶିକ୍ଷକଙ୍କ ପରଲୋକ ; ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମହଲରେ ଶୋକ ।

ବେଲଗୁଣ୍ଠା,୧୧/୦୭(ପିପିଟି): ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରାଙ୍କ ହୃଦଘାତରେ ପରଲୋକ ଘଟିବା ଘଟଣା ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।…
Read More...

୧୬ଟି ଅଭିଯୋଗର ଜନ ଶୁଣାଣି କଲେ ଉପଜିଲ୍ଲାପାଳ ।

ଭଞ୍ଜନଗର,୧୧/୦୭(ପିପିଟି): ଭଞ୍ଜନଗର ଠାରେ ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟାର ସମାଧାନ ସୋମବାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଞ୍ଜନଗର…
Read More...

ମୂଲ୍ୟବାନ କାଠ କାଟୁଥିବା ବେଳେ ୨ଜଣ ଗିରଫ ।

ଭଞ୍ଜନଗର,୧୧/୦୭(ପିପିଟି): କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡା ସେକ୍ସନ ଅନ୍ତର୍ଗତ ରଗଡା ସରଂକ୍ଷିତ ଜଙ୍ଗଲ କଂପାର୍ଟମେଣ୍ଟ ନଂ ୩ ରେ ମୂଲ୍ୟବାନ ଶାଳ ଓ ସାହଜ ଗଛ କାଟୁ ଥିବା ସମୟରେ ଲାଠିପଡ଼ା ସେକ୍ସନର ବନ କର୍ମଚାରୀମାନେ ୨ଜଣ…
Read More...

ପୋଲସରାରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ।

ପୋଲସରା,୧୧/୦୭(ପିପିଟି): ଆଜି ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ରେ…
Read More...

ବିଦ୍ୟାଳୟ ପରିସର ମଧ୍ୟକୁ ସାମ୍ବାଦିକଙ୍କୁ ମନା ପ୍ରତିବାଦରେ ବାଲିଗୁଡା ପ୍ରେସ କ୍ଲବ ପକ୍ଷରୁ ରାଜ୍ୟପାଳଙ୍କୁ ଦାବୀପତ୍ର…

ବାଲିଗୁଡା,୧୧/୦୭(ପିପିଟି): ସ୍କୁଲ ହତା ମଧ୍ୟକୁ ସାମ୍ବାଦିକଙ୍କୁ ମନା । ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବାପରେ ସାମ୍ବାଦିକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ…
Read More...

ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୫୭୨ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୧୧/୦୭ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୩୩୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୩୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...