ଆଡପଡ଼ା ସରପଞ୍ଚଙ୍କୁ ବିଡ଼ିଓଙ୍କ ହେୟଜ୍ଞାନ ବିରୁଧରେ ସୋମବାର ବ୍ଲକ୍ ଆଗରେ ବିକ୍ଷୋଭ ପାଇଁ ପ୍ରସ୍ତୁତି ।

ସାନଖେମୁଣ୍ଡି,୧୦/୦୭(ପିପିଟି):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ତଥା ପଞ୍ଚାୟତର ଜନକଲ୍ୟାଣ ଉନ୍ନୟନମୂଳକ କାର୍ଯ୍ୟରେ ନିର୍ବାଚିତ ମହିଳା ସରପଞ୍ଚଙ୍କୁ ହେୟଜ୍ଞାନ…
Read More...

କୁଶପଡାଗାଁରୁ ନାଗ ସାପ ଛୁଆ ଉଦ୍ଧାର ।

ଦିଗପହଣ୍ଡି,୧୦/୦୭(ପିପିଟି):ଦିଗପହଣ୍ଡି ବ୍ଲକ ଅଧିନସ୍ଥ କୁଶପଡାଗାଁ ମଝି ସାହିର ଏସ.ରାଜେନ୍ଦ୍ର ଦୋରାଙ୍କ ଘରୁ ରବିବାର ସନ୍ଧ୍ୟାରେ ଏକ ନାଗସାପ ଛୁଆ ଉଦ୍ଧାର ହୋଇଛି। ରାଜେନ୍ଦ୍ରଙ୍କ ଘରେ ନାଗ ସାପ ଛୁଆଟି ଘର ଦ୍ୱାର ବନ୍ଧରେ…
Read More...

ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର, ୭ମ ରାଜ୍ୟ ସମ୍ମିଳନୀ ଉଦଯାପିତ; କମ୍ରେଡ ପ୍ରମିଳା ନୂତନ ରାଜ୍ୟ ସମ୍ପାଦିକା ଭାବେ…

ବ୍ରହ୍ମପୁର,୧୦/୦୭(ପିପିଟି): ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର, ୭ମ ଓଡ଼ିଶା ରାଜ୍ୟ ସମ୍ମିଳନୀ ଗତ ୮ ଜୁଲାଇ ରୁ ଆରମ୍ଭ ହୋଇ ଆଜି ୧୦ ଜୁଲାଇ ୨୦୨୨ର ଲାଲ୍ ପତକା ଅବତରଣ କରି ତିନି ଦିନିଆ ସମ୍ମିଳନୀ ସଫଳତାର ସହ ଉଦଯାପିତ…
Read More...

ପର୍ଯ୍ୟଟକଙ୍କ ପାଇଁ ଟୁରିଷ୍ଟ ବସ ସେବା ଆରମ୍ଭ;ବହୁ ଉନ୍ନୟନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ବାଚସ୍ପତି ।

ଭଞ୍ଜନଗର,୧୦/୦୭(ପିପିଟି): ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁବିଧା ଦୃଷ୍ଟିରୁ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିବା ସକାଶେ…
Read More...

ରାଷ୍ଟ୍ରୀୟ ରୋଜଗାର ନୀତି ପାଇଁ ରୋଜଗାର ସମ୍ବାଦ କାର୍ଯ୍ୟକ୍ରମ ।

ମାଲକାନଗିରି,୧୦/୦୭(ପିପିଟି):ସଂଯୁକ୍ତ ରୋଜଗାର ଆନ୍ଦୋଳନ ସମିତି ପକ୍ଷରୁ ରାଷ୍ଟ୍ରୀୟ ରୋଜଗାର ନୀତି ପ୍ରଣୟନ ପାଇଁ ରୋଜଗାର ସମ୍ବାଦ କାର୍ଯ୍ୟକ୍ରମ ମାଲ୍ୟବନ୍ତ ହଷ୍ଟେଲ ନିକଟସ୍ଥ ଆଓମା ଶ୍ରେଣୀ ଠାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ବରିଷ୍ଠ ପୁରୋହିତ ସୁରେନ୍ଦ୍ର ଶତପଥିଙ୍କ ପରଲୋକ ।

ବାଲିଗୁଡା,୧୦/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ର ବରିଷ୍ଠ ପୁରୋହିତ ସୁରେନ୍ଦ୍ର ଶତପଥିଙ୍କ ୮୮ବର୍ଷରେ ପରଲୋକ ହୋଇଛି। ସେ ଅନ୍ତିମ ଦିନ ପର୍ଯ୍ୟନ୍ତ ବଜାର ସମେତ ଆଖପାଖ ଅଞ୍ଚଳରେ…
Read More...

କ୍ଯାଡର ମାଓବାଦୀ ଗିରଫ ସହ ଦେଶୀ ବନ୍ଧୁକ ଜବତ ।

ମାଲକାନଗିରି,୧୦/୦୭(ପିପିଟି): ମାଓବାଦୀ ଗୋଷ୍ଠୀର ଶିବିର ସମ୍ବନ୍ଧରେ ଏକ ନିର୍ଦ୍ଦିଷ୍ଟ ଗୁପ୍ତଚର ସୂଚନାକୁ ଆଧାର କରି ଏସଓଜି ଏବଂ ଡିଭିଏଫ ୟୁନିଟକୁ ନେଇ ମିଳିତ ସ୍ଵତନ୍ତ୍ର ଆଣ୍ଟି-ନକ୍ସଲ ଅପରେସନ୍ ଆରମ୍ଭ କରାଯାଇଥିଲା…
Read More...

ନିମ୍ନମାନର ରାସ୍ତା ନିର୍ମାଣକୁ ନେଇ ସାଧାରଣରେ ଅସନ୍ତୋଷ ।

ମାଲକାନଗିରି,୧୦/୦୭(ପିପିଟି): ଗୋଟିଏ ଗ୍ରାମରୁ ଆଉ ଗୋଟିଏ ଗ୍ରାମକୁ ଯୋଗାଯୋଗ ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ରସରକାରଙ୍କ ତରଫରୁ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଛି । ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ରାସ୍ତା ନିର୍ମାଣ…
Read More...

ଉତ୍କଳ ସାହିତ୍ଯ ସଂସଦ ଆନୁକୂଲ୍ଯରେ ୭୩ତମ ବନ ମହୋତ୍ସବ ।

ମାଲକାନଗିରି,୧୦/୦୭(ପିପିଟି):ଆଜି ଉତ୍କଳ ସାହିତ୍ଯ ସଂସଦ, ମାଲକାନଗିରି,ଆନୁକୂଲ୍ଯରେ ତମସା ଛାତ୍ରାବାସ ଠାରେ ୭୩ତମ ବନ ମହୋତ୍ସବ ପାଳନ କରାଯାଇଛି । ଆୟୋଜିତ ବନ ମହୋତ୍ସବ-୨୦୨୨ କାର୍ଯକ୍ରମରେ ଉତ୍କଳ ସାହିତ୍ଯ ସଂସଦ…
Read More...

ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୫୭୬ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୧୦/୦୭ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୩୩୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୯୩ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...