ଜିଲା କାରାଗାରରୁ କଏଦୀ ଚମ୍ପଟ ।
ଭବାନୀପାଟଣା,୨୨/୦୪:କଳାହାଣ୍ଡି ଜିଲା କାରାଗାର ରୁ ଜଣେ ବିଚାରଧିନ କଏଦୀ ଫେରାର ମାରିଛି। ଫେରାର କଏଦୀ ଜଣକ ସଦର ଥାନା ଅନ୍ତର୍ଗତ ଠେମରା ଗାଁର ଜଗନ୍ନାଥ ଶବର ବୋଲି ଜଣାପଡିଛି। ସଦର ଥାନା ଅଞ୍ଚଳର ୩ ଟି ଚୋରି ମାମଲାରେ ଗତ…
Read More...
Read More...