ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା ବିଶ୍ୱ ଆଦିବାସୀ ଦିବସ ପାଳନ ।

0 0

କୋଦଳା,୦୯/୦୮(ପିପିଟି):ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ କୋଦଳା ତହସିଲ ର କାଲିମେଘି ଗ୍ରାମ ପଂଚାୟତ ର ଖ ଲା ଢ଼ୀ ଗ୍ରାମ ରେ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀ ଙ୍କ ନେତୃତ୍ୱରେ ବିଶ୍ୱ ଆଦିବାସୀ ଦିବସ ବ୍ଲକ ସଭାପତି ମୋଚିଆ ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା. ଆଦିବାସୀ ସଂସ୍କୃତି,ଜମି, ଜଙ୍ଗଲ,ଝରଣା ଅଧିକାରର ସୁରକ୍ଷା ଶିଳ୍ପ ନାମରେ ଆଦିବାସୀଙ୍କୁ ବିସ୍ଥାପନ ଜଙ୍ଗଲ ଅଧିକାର ଆଇନରେ ଆଦିବାସୀ ଙ୍କ ଜମିର ପଟ୍ଟା ନଦେଇ ଜମି ର ଉଛେଦ କରି କମ୍ପାନୀ ମାନଙ୍କୁ ଦେବାରେ ଆଦିବାସୀ ଉପରେ ଦମନ ଉତ୍ପଡିନ ଚାଲିଛି ଏହା ବିରୁଦ୍ଧରେ ଏକତିତ ହୋଇ ସଂଗ୍ରାମ କରିବାକୁ ଆହ୍ୱାନ କରିଥିଲେ ଏହି ସଭା ରେ କୃଷକ ଜିଲ୍ଲା କମିଟି ସଭ୍ୟ ଅଜୟଗୌଢ଼.ବ୍ଲକ ସମ୍ପାଦକ ପ୍ରକାଶ ଜାନି. ୱାର୍ଡ ସଭ୍ୟ ନିରାଶ ଜାନି. ରାଜୁ ନାୟକ ବିଜୟ ନାୟକ,ରବି ନାହାକ,ଉଦୟ ପ୍ରଧାନ,ଗାନ୍ତେୟ ଜାନି ପ୍ରମୁଖ ଯୋଗଦାନ କରିଥିଲେ୍ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.